Below header
Browsing Tag

Gurmeet Chaudhary and Debina Banerjee

ପ୍ରଥମ ପିଲାକୁ ଜନ୍ମ କରିବାର ୭ ମାସ ପରେ ପୁଣି ଏକ ଶିଶୁକନ୍ୟାକୁ ଜନ୍ମ ଦେଲେ ଦେବିନା

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ପୁଣିଥରେ ମା’ ହୋଇଛନ୍ତି। ଆଜି ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଛି। ପ୍ରଥମ ପିଲାର ୭ ପରେ ପୁଣିଥରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଦେବିନା । ଆଉ ଦେବିନାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଖବର ଗୁରମିତ୍ ନିଜ ସୂଚନା ଦେଇ ଜଣାଇଛନ୍ତି।…

ଝିଅ ନାଁରେ ଇନଷ୍ଟା ଆକାଉଣ୍ଟ ଖୋଲିଲେ ଗୁରମିତ ଓ ଦେବିନା, ଝିଅର ନାଁ ରଖିଲେ ଲିଆନା

କିଛିଦିନ ତଳେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ ଗୁରମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ । ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ମଧ୍ୟ ସେୟାର କରିଥିଲେ। ଯେଉଁଥିରେ କେବଳ ପିଲାର ହାତ ଦେଖିବାକୁ ମିଳିଥିଲା । ଆଉ ଏବେ ଝିଅର ନାଁକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ…

ନିଆରା ଅନ୍ଦାଜ୍‌ରେ କୁନି ଝିଅର ଗୃହ ପ୍ରବେଶ କଲେ ଗୁରମିତ-ଦେବିନା, କେକ୍‌ କାଟି କଲେ ସେଲିବ୍ରେସନ୍‌

ଟିଭିର ରାମ-ସୀତା ଅର୍ଥାତ୍‌ ଇଣ୍ଡଷ୍ଟ୍ରୀର ପାଓ୍ଵାର କପଲ ଦେବିନା ବାନାର୍ଜୀ ଓ ଗୁରମିତ ଚୌଧୁରୀଙ୍କ ଘରକୁ ଏପ୍ରିଲ ୩ ତାରିଖରେ ଆସିଛି କୁନି ପରୀ। ନବରାତ୍ରି ସମୟରେ ଦେବିନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ପିତା ମାତା ବନିଥିବାରୁ ଏହି ଦମ୍ପତି ବେଶ୍‌ ଖୁସି…

ସାମ୍ନାକୁ ଆସିଲା ଗୁରମିତ ଓ ଦେବିନାଙ୍କ କୁନି ପରୀର ପ୍ରଥମ ଝଲକ, ଦେବିନାଙ୍କ ସାଙ୍ଗ ସେୟାର କଲେ ଫଟୋ

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ କପଲ ଦେବିନା ବାନାର୍ଜୀ ଏବଂ ଗୁରମିତ ଚୌଧୁରୀ ବାପା ମା ହୋଇସାରିଛନ୍ତି। ଯୋଡି କିଛି ଦିନ ପୂର୍ବରୁ ନିଜ ପ୍ରେଗେନ୍ସୀ ଖବର ସମସ୍ତଙ୍କ ସହିତ ସେୟାର କରିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ ଦେବିନା କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ…

ଡେବ୍ୟୁ ସିରିୟଲରୁ ହିଟ ହେବା ପରେ ପରଦାରୁ ଗାୟବ ହେଲେ ଏହି କଳାକାର, ଜାଣନ୍ତୁ କାରଣ

ବଲିଉଡ଼ ଭଳି ଅନେକ ଟିଭି କଳାକାର ଏମିତି ଅଛନ୍ତି ଯେଉଁମାନେ ହିଟ ସୋ' ଦର୍ଶକଙ୍କୁ ଭେଟି ଦେବା ପରେ ଉଭାନ ହୋଇଯାଇଛନ୍ତି । ପରଦା ଆଗରେ ସେମାନଙ୍କୁ ଦେଖିବାକୁ ମିଳିନି । କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାମ କମାଇବା କଷ୍ଟ ନୁହେଁ । ବରଂ ଟିଭି ଦୁନିଆରେ ମଧ୍ୟ ଦର୍ଶକଙ୍କ ମନ ଜିତିବା ବହୁତ କଷ୍ଟ…

କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କଲେ ଗୁରମିତ-ଦେବିନା, ଅନ୍ୟମାନଙ୍କୁ ବି ସାହାଯ୍ୟ କରିବାକୁ କଲେ ଅପିଲ

ଟେଲିଭିଜନ୍‌ ପରଦାର ଲୋକପ୍ରିୟ ଯୋଡ଼ି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ କରୋନାରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଛନ୍ତି। ଏହି ଯୋଡ଼ି ଶୁକ୍ରବାର ଦିନ ପ୍ଲାଜ୍‌ମା ଡୋନେଟ୍‌ କରିଛନ୍ତି। କିଛି ଦିନ ତଳେ ଉଭୟେ କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ଉଭୟେ ଏବେ ପୂରା ଫିଟ୍‌ ଅଛନ୍ତି। My…

ଟିଭି ଜଗତର ଲୋକପ୍ରିୟ ଯୋଡ଼ି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ କରୋନା ପଜିଟିଭ

ଟିଭି ଜଗତର ଲୋକପ୍ରିୟ ଅଭିନେତା ଗୁରମିତ ଚୌଧୁରୀ ଓ ତାଙ୍କ ସ୍ତ୍ରୀ ଦେବିନା ବାନାର୍ଜୀଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ଗୁରମିତ ବୁଧବାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେମାନେ ଆଇସୋଲେଶନରେ ଥିବା କହିଛନ୍ତି। ଗୁରମିତ ଚୌଧୁରୀ ଇନଷ୍ଟାଗ୍ରାମରେ…