Browsing Tag

guru purnima

ଗୁରୁପୂର୍ଣ୍ଣିମା ଖାସ୍ କାହିଁକି, ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ ଏବଂ ମହତ୍ତ୍ବ

ଗୁରୁପୂର୍ଣ୍ଣିମା ପର୍ବ ପ୍ରତ୍ଯେକ ବର୍ଷ ଆଷାଢ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଯାହା ଚଳିତ ବର୍ଷ ଆଜି ପାଳନ କରାଯାଉଛି। ଏହି ଅବସରରେ ମହାଭାରତର ରଚୟିତା କୃଷ୍ଣ ଦୌପାୟନ ବ୍ଯାସଙ୍କର ଜନ୍ମ ହୋଇଥିଲା। ସେ ସଂସ୍କୃତରେ ମହାନ ବିଦ୍ବାନ ଥିଲେ। ବ୍ଯାସ ଦେବ ମହାଭାରତ ଭଳି ମହାକାବ୍ଯର ରଚନା…

ଗୁରୁ ପୂର୍ଣ୍ଣିମା ଏହିସବୁ ରାଶି ପାଇଁ ଆଣିଦେବ ସୌଭାଗ୍ୟ, ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ ରହିଛି

ଆଷାଢ଼ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଦିନରେ ଗୁରୁ ନିଜ ରାଶିରେ ରହିବେ, ଏହାଛଡା ଶନି ମକର ରାଶିରେ ପ୍ରବେଶ କରିସାରିଛନ୍ତି। ଗୁରୁ ପୂର୍ଣ୍ଣିମାରେ ସବୁ ଗ୍ରହର ସ୍ଥିତି ବହୁତ ଉତ୍ତମ ରହିଛି। ଆଉ ଏହିସବୁ ଗ୍ରହର ସ୍ଥିତି ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବ।…

ଏଥରକ ଗୁରୁ ପୂର୍ଣ୍ଣିମାରେ ପଡ଼ୁଛି ୪ଟି ଶୁଭ ଯୋଗ, ଜାଣନ୍ତୁ ତିଥି ଓ ପୂଜା ବିଧି

ହିନ୍ଦୁ ଧର୍ମରେ ଗୁରୁ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଶିଷ୍ୟମାନେ ନିଜ ନିଜ ଗୁରୁଙ୍କୁ ପୂଜା କରିଥାନ୍ତି। ଏହାକୁ ବ୍ୟାସ ପୂର୍ଣ୍ଣିମା ଓ ବେଦବ୍ୟାସ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ, ବେଦ ବ୍ୟାସ ମନୁଷ୍ୟଙ୍କୁ ଚାରି ବେଦ ସହ ପରିଚିତ କରାଇଥିଲେ।…

ଆଜି ଗୁରୁ ପୂର୍ଣ୍ଣିମାରେ କରନ୍ତୁ ଏହି ମହାଉପାୟ, ବିବାହଠୁ ଚାକିରି ଯାଏଁ ଦୂର ହେବ ସବୁ ସମସ୍ୟା

ଆଜି ଗୁରୁ ପୂର୍ଣ୍ଣିମା। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଗୁରୁଙ୍କ ସମ୍ମାନ ପାଇଁ ଏହି ଉତ୍ସବ ପାଳିତ ହୋଇଥାଏ। ଜ୍ୟୋତିଷଙ୍କ ମୁତାବକ, ଏହି ଦିନ କେତେକ ସ୍ୱତନ୍ତ୍ର କାମ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ।…

ଲଗାତାର ତୃତୀୟ ବର୍ଷ ପାଇଁ ପୁଣି ଗୁରୁପୂର୍ଣ୍ଣିମାରେ ଲାଗୁଛି ଗ୍ରହଣ

ଆଷାଢ ମାସର ପୂର୍ଣ୍ଣିମା ତିଥିରେ ଅର୍ଥାତ ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେବ। ଆସନ୍ତା ୫ ଜୁଲାଇରେ ଗୁରୁପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ ଏକାଠି ହେବ। ଏଭଳି ଘଟଣା ଲଗାତାର ତୃତୀୟ ଥର ପାଇଁ ହେବାକୁ ଯାଉଛି। ଦେଶରେ ଗୁରୁପୂର୍ଣ୍ଣିମା ପର୍ବ ଅତ୍ଯନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ…

ବାରାଣସୀ: ଗୁରୁ ପୂର୍ଣ୍ଣିମାରେ ମୁସଲମାନ ମହିଳା କଲେ ପାତାଲପୁରୀ ମଠ ପୀଠାଧୀଶ୍ବରଙ୍କ ପୂଜା

ଗୁରୁଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ବାରାଣସୀର ମୁସଲମାନ ମହିଳା ପାତାଲପୁରୀ ମଠ ପହଞ୍ଚିଥିଲେ। ଏଠାରେ ସେମାନେ ରୀତିନୀତି ଅନୁସାରେ ମଠର ପୀଠାଧୀଶ୍ବର ମହନ୍ତ ବାଳକ ଦାସଙ୍କ ପୂଜା କରିଥିଲେ। ମୁସଲମାନ ମହିଳା ଫାଉଣ୍ଡେଶନର ନ୍ୟାଶନାଲ ସଦର ନାଜନିନ୍ ଅଂସାରୀ ଅନ୍ୟ ମୁସଲମାନ ମହିଳାଙ୍କ ସହ…

ଆସନ୍ତାକାଲି ବିଳମ୍ବିତ ରାତିରେ ଚନ୍ଦ୍ରଗ୍ରହଣ

ଆସନ୍ତାକାଲି ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶର ଅନେକ ଅଞ୍ଚଳ ସହ ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ରହିବ। ସାମନ୍ତ…

ଗୁରୁ ପୂର୍ଣ୍ଣିମାର ମହତ୍ତ୍ବ

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ଶିକ୍ଷା ଦାନ କରି ଜୀବନରୁ ଅଶିକ୍ଷା ଅନ୍ଧକାର ଦୂର କରୁଥିବା ତଥା ସମାଜରେ ଜୀବନ ଧାରଣ ପାଇଁ ପଥ ପ୍ରଦର୍ଶନ କରୁଥିବା ଗୁରୁଙ୍କ ଠାରେ ତିନି ଦେବତା ବ୍ରହ୍ମା, ବିଷ୍ଣୁ ଓ…