Browsing Tag

haider

ଗ୍ୟାଙ୍ଗ ଗଢ଼ିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ହାଇଦର, ଜେଲ ଭିତରେ ଏକାଠି କରୁଥିଲା ସହଯୋଗୀ

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗ ଗଢ଼ିବାକୁ ଯୋଜନା କରିଥିଲା ହାଇଦର । ଗୋଟିଏ ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ଅଧିକ ଦିନ ରହିବା ପରେ ସେଠାରେ ଗ୍ୟାଙ୍ଗ କରିବାର ଆଶଙ୍କା ରହୁଛି । ହାଇଦର ଘର କେନ୍ଦ୍ରାପଡାରେ ହୋଇଥିବା ବେଳେ ଚୌଦ୍ୱାର ଜେଲରେ ତାର କିଛି ପୁରୁଣା ସହଯୋଗୀ ରହୁଛନ୍ତି ।ଚୌଦ୍ୱାରା…

ସାଧାରଣ ରିକ୍ସା ବାଲାରୁ କେମିତି ବନିଗଲା ଗ୍ୟାଙ୍ଗଷ୍ଟର ହାଇଦର, ଜାଣନ୍ତୁ ହାଇଦରର କେମିତି ମଜବୁତ ହୋଇଥିଲା କ୍ରାଇମ…

କେନ୍ୟୁଜ୍(ବ୍ୟୁରୋ): ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । କେନ୍ଦ୍ରାପଡ଼ା ସହରର ରଣାପଡ଼ାରେ ଜନ୍ମଗ୍ରହଣ କରିଥିଲା ହାଇଦର । ବାପା ଶେକ୍‌ ଐଉତ ଖାଁ । ୫ ଭାଇ ଭଉଣୀରେ ସେ ଘରର ବଡ଼ ପୁଅ । ବାପା ମୂଲ ଲାଗି ପରିବାର ଚଳାନ୍ତି । ବାପାଙ୍କୁ ସହାୟତା କରିବା ପାଇଁ ହାଇଦର ମୂଲିଆ କାମ କରିବା ସହ ରିକ୍ସା ବି…

ଭୁବନେଶ୍ୱରରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦର, ସ୍ୱତନ୍ତ୍ର ସୁରକ୍ଷା ବଳୟରେ ନିଆଯାଉଛି କଟକ

ଭୁବନେଶ୍ୱର(କେନ୍ୟୁଜ): ଗିରଫ ପରେ ଓଡିଶା ଫେରିଛି ଗ୍ୟାଙ୍ଗଷ୍ଟର ହାଇଦର । କିଛି ସମୟ ତଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଗ୍ୟାଙ୍ଗଷ୍ଟର । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଛିି କମିସନରେଟ ପୋଲିସର ସ୍ୱତନ୍ତ୍ର…

ମିଳୁନି ହାଇଦରର ପତ୍ତା, ଲଜ୍‌ ଛାଡିଲେ ହାଇଦରକୁ ଜଗୁଥିବା ୬ ସୁରକ୍ଷା କର୍ମଚାରୀ

କଟକ (କେ.ନ୍ୟୁଜ): ଲଜ୍‌ ଛାଡିଲେ ୬ ସୁରକ୍ଷା କର୍ମଚାରୀ। ପୋଲିସ କର୍ମୀମାନେ କଟକ ମଙ୍ଗଳାବାଗ ଅହଲ୍ୟା ଲଜରୁ ବିଳମ୍ବିତ ରାତିରେ ଚେକ୍‌ ଆଉଟ୍‌ କରିଥିବା ସୂଚନା ଦେଇଛନ୍ତି ଲଜ୍‌ର କର୍ମଚାରୀ। ଏସସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ସମ୍ବଲପୁର ଜେଲରୁ କଟକ ଆଣି ଆସିଥିବା ପୋଲିସ…

କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ? ପରିବାର ସହିତ ବାଂଲାଦେଶ ଚମ୍ପଟ୍‌ ମାରିଥିବା ଆଶଙ୍କା

ଭୁବନେଶ୍ୱର (କେ.ନ୍ୟୁଜ): ଫେରାର ପରେ କେଉଁଠି ଲୁଚିଛି ଗ୍ୟାଙ୍ଗଷ୍ଟର ହାଇଦର ? ବାଂଲାଦେଶ, ହାଇଦ୍ରାବାଦ ନା ପଶ୍ଚିମବଙ୍ଗ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଜମ୍ବୁ ବାଟ ଦେଇ ବାଂଲାଦେଶ ପରିବାର ସହିତ ଚମ୍ପଟ୍‌ ମାରିଥିବା ଆଶଙ୍କା ବଢିବାରେ ଲାଗିଛି । ହାଇଦର ବାଂଲାଦେଶ ଚାଲିଗଲେ ତାକୁ ଧରିବା ସହଜ…