Below header
Browsing Tag

Haryana

ପତ୍ନୀଙ୍କ ସମର୍ଥନରେ ସବ୍-ଇନ୍ସପେକ୍ଟର କରୁଥିଲେ ପ୍ରଚାର, ଭିଡିଓ ଭାଇରାଲ ପରେ ଏବେ ନିଲମ୍ବିତ

ନୂଆଦିଲ୍ଲୀ : ହରିୟାଣାର ରେୱାରୀରେ ପତ୍ନୀଙ୍କ ସମର୍ଥନରେ ସବ୍-ଇନ୍ସପେକ୍ଟରଙ୍କ ପ୍ରଚାର କରିବା ପଡିଲା ମହଙ୍ଗା। ଗୁରୁଗ୍ରାମ ପୋଲିସ କମିଶନର ପଞ୍ଚାୟତ ନିର୍ବାଚନରେ ​​ଆଦର୍ଶ ଆଚରଣ ବିଧି ଅବମାନନା କରିଥିବା ଜାବୁଆ ଗ୍ରାମ ନିବାସୀ ସବ୍ ଇନ୍ସପେକ୍ଟର ନରେନ୍ଦ୍ରଙ୍କୁ ନିଲମ୍ବିତ କରିଛନ୍ତି। ଏହା…

ସୁଟକେସରେ ପଡିଛି ମୃତଦେହ : ଗୁପ୍ତାଙ୍ଗରେ ପୋଡାଦାଗ, ଦେହସାରା ଏକାଧିକ ଟାଟୁ କରି ଦିଆଯାଇଛି ନିର୍ଯାତନା

ହରିୟାଣାର ସାଇବର ସିଟି ଗୁରୁଗ୍ରାମର ଇଫକୋ ଛକ ନିକଟରୁ ଏକ ସୁଟକେସରୁ ଯୁବତୀଙ୍କ ମୃତଦେହମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ତେବେ ଯୁବତୀଙ୍କୁ ହତ୍ୟା ପୂର୍ବରୁ ଅତ୍ୟାଚାର, ଦୁଷ୍କର୍ମ ହୋଇଥିବା ଅନୁମାନ କରାଯାଉଛି। ଏହି ମାମଲାକୁ ପୋଲିସ ଗମ୍ଭୀରତାର ସହିତ…

କ’ଣ ସତରେ ଗାଁରେ ୩ ବିମାନବନ୍ଦର ନିର୍ମାଣ କରାଇବେ ଏହି ସରପଞ୍ଚ ପ୍ରାର୍ଥୀ! ସୀମା ଟପିଗଲା ନିର୍ବାଚନୀ ପ୍ରତିଶ୍ରୁତି;…

ଆଜିର ଯୁଗ ହେଉଛି ସୋସିଆଲ ମିଡିଆ ଯୁଗ। କିଛି ଗୋଟିଏ ଘଟଣା ଘଟିଲେ, ତାହା ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥାଏ। ବିଶ୍ୱର କୋଣ ଅନୁକୋଣରୁ ଏମିତି ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ, ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଏ। ଏବେ ନିକଟରେ ସୋସିଆଲ ମିଡିଆରେ ଏମିତି…

ଗଣେଶ ମୂର୍ତ୍ତି ବସର୍ଜନରେ ଅଘଟଣ: ଉତ୍ତର ପ୍ରଦେଶ ଓ ହରିୟାଣାରେ ୧୧ ମୃତ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ଧୂମ୍‌ଧାମରେ ଭଗବାନ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ମୁମ୍ବାଇ, ହାଇଦ୍ରାବାଦ ସମେତ ଦେଶର ଅନ୍ୟ ସହରରେ ମଧ୍ୟ ଶୁକ୍ରବାର ଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି । କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଜଣାଯାଇଛି । ହରିୟାଣାରେ ଶୁକ୍ରବାର ମୂର୍ତ୍ତି ବିସର୍ଜନ…

ଗୋଟେ ପରିବାରର ୬ ମୃତ : ରାତିରେ ସମସ୍ତେ ଖାଇବା ପରେ ଶୋଇଥିଲେ, ହେଲେ ସକାଳୁ କେହି ବି ଉଠିଲେନି

ହରିୟାଣାର ଅମ୍ବାଲା ଜିଲ୍ଲା ନିକଟସ୍ଥ ବଲାନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି…

ଆଜିଠୁ ବସ୍‌ରେ ମାଗଣା ଯାତ୍ରା କରିବେ ମହିଳା; ରକ୍ଷା ବନ୍ଧନରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଲେ ୩ ରାଜ୍ୟର ସରକାର…

ରକ୍ଷା ବନ୍ଧନ ଅବସରରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର ଯାନବାହାନଗୁଡ଼ିକରେ ମାଗଣା ଯାତ୍ରାର ଉପହାର ପ୍ରଦାନ କରିଛନ୍ତି। ଏହି ୩ ରାଜ୍ୟର ସମସ୍ତ ରୋଡ୍‌େଓ୍ଵଜ ବସ୍‌ରେ ମହିଳାମାନେ ଆଜିଠୁ ନିଃଶୁଳ୍କ ଯାତ୍ରା କରି ପାରିବେ। ୟୁପିର ଯୋଗୀ ସରକାର ବସ୍‌ଗୁଡ଼ିକରେ ମାଗଣା ଯାତ୍ରାର…

ସେନାରେ ଯିବାର ସ୍ୱପ୍ନ ଭାଙ୍ଗିଲା! ସକାଳୁ ସକାଳୁ ଦୌଡ଼ ଅଭ୍ୟାସ କରୁଥିବା ୫ ଯୁବକଙ୍କୁ ଧକ୍କା ଦେଲା କାର୍‌; ୨ ମୃତ, ୩…

ହରିୟାଣାର ଫରିଦାବାଦରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସୂଚନା ମୁତାବକ, ଏଠାରେ କୁଣ୍ଡଳୀ-ମାନେସର-ପଲଭଲ ରାସ୍ତାରେ ସକାଳୁ ସକାଳୁ ଦୌଡ଼ ଅଭ୍ୟାସ କରୁଥିବା ୫ ଜଣ ଯୁବକଙ୍କୁ ଏକ କାର୍‌ ଜୋର୍‌ରେ…

ମ୍ୟୁଜିକ୍‌ ଭିଡିଓ ଶୁଟିଂ ନାଁରେ ଗାୟିକାଙ୍କୁ ବୀଭତ୍ସ ହତ୍ୟା! ଓଭରବ୍ରିଜ୍‌ ମାଟି ତଳୁ ମିଳିଲା କ୍ଷତବିକ୍ଷତ ମୃତଦେହ

ମ୍ୟୁଜିକ୍‌ ଭିଡିଓ ଶୁଟିଂ ନାଁରେ ଜଣେ ହରିୟାଣୀ ଗାୟିକାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା ପରେ ତାଙ୍କ ମୃତଦେହକୁ ଏକ ଓଭରବ୍ରିଜ୍‌ ମାଟି ତଳେ ପୋତି ଦିଆଯାଇଛି। ମୃତା ଗାୟିକା ହେଲେ ସଙ୍ଗୀତା ଓରଫ୍‌ ଦିବ୍ୟା ଇନ୍ଦୋରା। ଦିବ୍ୟା ମେ’ ୧୧ରୁ ଘରୁ ନିଖୋଜ ଥିଲେ। ପରିବାର ଲୋକେ…

ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ମୃତ, ୧୨ରୁ ଅଧିକ ଆହତ

ହରୟାଣାର ରୋବାଡୀ ଜିଲ୍ଲାର ଏନଏଚ-୪୮ରେ ଏକ ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଏକ କ୍ରୁଜର ଗାଡ଼ି ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ଟ୍ରକକୁ ଧକ୍କା ଦେଇଥିଲା ।…

ବିବାହ ସମୟରେ ବରକୁ ମିଳିଲା କନ୍ୟାର ଦୁଷ୍କର୍ମ ଭିଡିଓ, ସବୁ ଖୁସି କ୍ଷଣକରେ ଗଲା ମଉଳି

ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ। କିନ୍ତୁ ହଠାତ୍‌ ଏମିତି କିଛି ଘଟିଲା, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାହାଘରର ସବୁ ଖୁସି କିଛି କ୍ଷଣକରେ ମଉଳିଗଲା। ଯେତେବେଳେ ବିବାହ ପରେ ପରେ ହଠାତ୍‌ ବର ମୋବାଇଲକୁ ନବବଧୂର ଦୁଷ୍କର୍ମ ଭିଡିଓ ଆସେ। ଆଉ ନିଜ ପତ୍ନୀଙ୍କ…

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ହରିୟାଣା ସରକାର

କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ତାଙ୍କୁ ନିର୍ମମ ହତ୍ୟା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ହରିୟାଣା ସରକାର ଟ୍ୟାକ୍ସ ଫ୍ରି ଘୋଷିତ କରିଛନ୍ତି। ରିଲିଜ୍‌ର ପ୍ରଥମ ଦିନ ଅର୍ଥାତ୍‌ ଶୁକ୍ରବାର ହିଁ ସରକାର ଏହି ଘୋଷଣା କରିଛନ୍ତି। ଏ ନେଇ ହରିୟାଣା ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।…

ସ୍ତ୍ରୀ ରଚିଲା ଷଡ଼ଯନ୍ତ୍ର; ଛୁଟିରେ ଘରକୁ ଆସିଥିବା ଯବାନ ସ୍ୱାମୀକୁ ତଣ୍ଟି ଚିପି କଲା ହତ୍ୟା! ପୁରୁଷ ବନ୍ଧୁ ସହ ମିଶି…

ହରିୟାଣାର ଚରଖୀ ଦାଦରୀରୁ ଅତି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚରମ ସୀମା ଅତିକ୍ରମ କରି ନିଜ ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ କଳଙ୍କିତ କରି ଦେଇଛନ୍ତି। ମହିଳା ଜଣକ ନିଜ ପୁରୁଷ ସାଙ୍ଗ ସହିତ ମିଶି ଫୌଜି ସ୍ୱାମୀକୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ବ୍ୟକ୍ତି…