Browsing Tag

health department

ହୀରାକୁଦରେ ଅଣାୟତ୍ତ ହେଉଛି ଡାଇରିଆ, ସ୍ଥିତି ପରଖିବାକୁ ଗଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍

ସମ୍ବଲପୁର (କେନ୍ୟୁଜ): ହୀରାକୁଦ ଗଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ । ହୀରାକୁଦ ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ଥିତି ପରଖିବାକୁ ହୀରାକୁଦ ଯାଇଛି ସ୍ବାସ୍ଥ୍ୟ ବିଭାଗ । ହୀରାକୁଦରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଅନୁଧ୍ୟାନ ପରେ ରାଜ୍ୟ…

ସ୍ଥାୟୀ ନିଯୁକ୍ତି ଦାବିରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ରାଜରାସ୍ତାରେ

ପୁରୀ : ସ୍ଥାୟୀ ନିଯୁକ୍ତି ଦାବି କରି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ରାଜରାସ୍ତାରେ। ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ ତାହା ହେଲେ କାର୍ଯ୍ୟକ୍ଷେତ୍ରରେ ଅସହଯୋଗ କରି କାମ ବନ୍ଦ କରିବେ ବୋଲି ଅଡି ବସିଛନ୍ତି କର୍ମଚାରୀ। ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘର କର୍ମ ତରଫରୁ…

ବେଆଇନ ଲିଙ୍ଗ ନିରୂପଣ: ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ଆପତିଜନକ ଯନ୍ତ୍ରପାତି ଠାବ

କଟକ (କେନ୍ୟୁଜ): ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କଟକ ବାଦାମବାଡ଼ି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ ଚଢାଉ ଜାରି ରଖିଛି। ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ ଚାଲିଛି। ଚଢାଉ ବେଳେ କିଛି ଆପତ୍ତି ଜନକ ଯନ୍ତ୍ରପାତି ଠାବ ହୋଇଥିବା ସୂଚନା ମିଳିଛି।…

ବ୍ୟାପୁଛି ଆଖିଧରା ରୋଗ : ଚଳିତ ମାସ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବର୍ତ୍ତମାନ ଆଖି ଧାରା ରୋଗ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି । ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି।…

ବଢୁଛି କୋଭିଡ କେସ୍‌: ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର (କେନ୍ୟୁଜ): ବିଭିନ୍ନ ରାଜ୍ୟରେ କୋଭିଡ କେସ୍‌ ବଢୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍‌ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା େଓ୍ଵବସାଇଟରେ ଅପଲୋଡେ କରାଯିବ ।…

ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ, ପାଇଲଟ ପ୍ରକଳ୍ପ ଭାବେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ

କେନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ୧୬ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିଭିନ୍ନ ଡାକ୍ତରଖାନାରେ ଡାକ୍ତରମାନେ ସଠିକ ସମୟରେ ଆସୁନଥିବା ଅଭିଯୋଗ ଆସିଛି । ଏଥିପାଇଁ ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ୨୦୨୩-୨୪ ଆର୍ଥିକ ବର୍ଷରୁ…

କୋଭିଡ ମୁକାବିଲା ପାଇଁ ଆଲର୍ଟରେ ରାଜ୍ୟ ସରକାର: ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପ୍ରସ୍ତୁତ ହୋଇ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ । କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରାଯିବା ସହ ସବୁ ପଜିଟିଭ କେସ୍‌ର ଜିନମ ସିକ୍ୟୁଏନସିଂ ହେବ ।…

କାୟା ମେଲାଉଛି କରୋନା: ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

(କେନ୍ୟୁଜ): କାୟା ମେଲାଉଛି କରୋନା । ଫେରିଛି ମାସ୍କ । ପାର୍ଲାମେଣ୍ଟ ଅଧିବେଶନରେ ବାଚସ୍ପତି, ଉପରାଷ୍ଟ୍ରପତି, ସାଂସଦ, ମନ୍ତ୍ରୀ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ସେହିପରି ଆଜିଠୁ ମାସ୍କ ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ,…

ଓମିକ୍ରନକୁ ନେଇ ବିଦେଶୀ ବୈଜ୍ଞାନିକଙ୍କ ବଡ ବୟାନ, ସତର୍କ ନ ହେଲେ ହୋଇ ପାରେ ବ୍ରିଟେନ ପରି ପରିସ୍ଥିତି

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ…

ନବରଙ୍ଗପୁର: ସ୍ବାସ୍ଥ୍ଯ ବିଭାଗରୁ ୮ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନବରଙ୍ଗପୁର(କେନ୍ଯୁଜ୍): କରୋନା ମହାମାରୀ ସମୟରେ ଯୋଦ୍ଧା ହେଉଛନ୍ତି ସ୍ବାସ୍ଥ୍ଯ ବିଭାଗର କର୍ମଚାରୀ। କିନ୍ତୁ ଏହି କର୍ମଚାରୀଙ୍କୁ କାର୍ଯ୍ଯରୁ ଛଟେଇ କରିଛନ୍ତି ଜିଲ୍ଳା ପ୍ରଶାସନ। ସୂଚନା ମୁତାବକ ୨ଟି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ହେଲ୍ପ ଡେସ୍କରେ କାର୍ଯ୍ଯରତ ଥିବା ୮ଜଣ ଅସ୍ଥାୟୀ…

ସ୍ୱାସ୍ଥ୍ୟ ବିଭାଗର ସୂଚନା: ଟେଷ୍ଟିଂ ବେଳେ ୮୫ ପ୍ରତିଶତ ରୋଗୀଙ୍କ ପାଖରେ ନଥିଲା ଲକ୍ଷଣ, ଆକ୍ରାନ୍ତଙ୍କ ଭିତରେ ୧୦୧…

ଭୁବନେଶ୍ବର : କରୋନା ଲକ୍ଷଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟେଷ୍ଟିଂ ବେଳେ କେବଳ ୧୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି । ସେହିପରି ୮୫ ପ୍ରତିଶତ ସଂକ୍ରମିତଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା, ଗୋଟିଏ ଦିନରେ ହୋଇଛି  ୨ ହଜାର ୨୭ଟି ଟେଷ୍ଟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି । ଗୋଟିଏ ଦିନରେ ୨ ହଜାର ୨୭ଟି ନମୂନା ପରୀକ୍ଷା ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆରଏମ୍‌ଆରସିରେ ସର୍ବାଧିକ ୧୨୩୪, ଏସ୍‌ସିବିରେ ୩୭୮, ଆଇଏଲ୍‌ଏସ୍‌ରେ…