Browsing Tag

health problems

ଏନର୍ଜି ଡ୍ରିଙ୍କ ପିଉଥିଲେ ହୋଇ ଯାଆନ୍ତୁ ସାବଧାନ, ନଚେତ ଭୋଗିବେ ଏହି ସବୁ ସମସ୍ୟା

ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାରର ଏନର୍ଜି ଡ୍ରିଙ୍କ୍ ମିଳୁଛି । ଏହି ଡ୍ରିଙ୍କକୁ ପ୍ରାୟ ଛୋଟଛୁଆଙ୍କ ଠାର ଆରମ୍ଭ କରି ବଡ ଲୋକେମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଏହା ଏପରି ଏକ ଡ୍ରିଙ୍କ୍ ଯାହା ଲୋକମାନେ ସବୁ ସମୟରେ ପିଇଥାନ୍ତି । ଏହାକୁ ପିଇଲା ପରେ ସେମାନେ ରିଲାକ୍ସ ଅନୁଭବ…

ଦିନକୁ ୧୦ ଘଣ୍ଟା ବସିକି ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

ବହୁତ ଲୋକ ଅଛନ୍ତି ଯେଉଁମାନେ ପରିଶ୍ରମ କରିବାକୁ ଇଚ୍ଛା କରନ୍ତି ନାହିଁ । ଗୋଟିଏ ମଣିଷର ମୁଖ୍ୟ କାମ ହେଉଛି ପରିଶ୍ରମ କରିବା । ସଂସାରରେ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ କିଛି ନା କିଛି କାର୍ଯ୍ୟ କରିବାକୁ ପଡିବ । ବହୁତ ଲୋକ ଅଛନ୍ତି ଯେଉଁମାନେ କି ଜାଣିକି ବି କିଛି କାର୍ଯ୍ୟ କରି ନଥାଆନ୍ତି…

ଅତ୍ୟଧିକ ଭିଟାମିନ୍ C କନଜ୍ୟୁମ୍ କରୁଛନ୍ତି କି? ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଅନେକ ଖରାପ ପ୍ରଭାବ

ଯଦି ଶରୀରରେ କୌଣସି ଭିଟାମିନର ଅଭାବ ଥାଏ, ତେବେ ଆପଣଙ୍କ ସ୍ୱାସ୍ଥ୍ୟକୁ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ନିଜ ଶରୀରରେ ଆବଶ୍ୟକ ପରିମାଣର ଭିଟାମିନ୍ ଠାରୁ ଅଧିକ ଖାଆନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ…

କଳାଦାଗ ଥିବା ପିଆଜ ଖାଉଛନ୍ତି କି ? ସାବଧାନ୍‌ ହୋଇପାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା

ଆପଣମାନେ ଜାଣିଥିବେ ଯେ ପ୍ରତ୍ୟେକ ଘରେ ପିଆଜ ବ୍ୟବହାର କରାଯାଏ । ଯେକୌଣସି ତରକାରୀରେ ପିଆଜ ମିଶାଇବା ଦ୍ୱାରା କେବଳ ଏହାର ସ୍ୱାଦ ବଢେ ନାହିଁ ବରଂ ଗ୍ରେଭି ମଧ୍ୟ ହୋଇଯାଏ । ସାଲାଡରେ ମଧ୍ୟ ପିଆଜ ଅଧିକ ବ୍ୟବହାର କରାଯାଏ । ପିଆଜ କଞ୍ଚା କିମ୍ବା ରନ୍ଧା ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ…

ସକାଳେ ଖାଲି ପେଟରେ ଖାଆନ୍ତୁନି କଦଳୀ, ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

କଦଳୀ ଏକ ଚିର ସବୁଜ ଫଳ ଯାହା ପ୍ରତ୍ୟେକ ଋତୁରେ ସହଜରେ ଉପଲବ୍ଧ ହୋଇଥାଏ । କଦଳୀ ଏକ ଶସ୍ତା କିନ୍ତୁ ଏନର୍ଜିଯୁକ୍ତ ଫଳ । ଯେତେବେଳେ ଆପଣ ଭୋକିଲା ଅନୁଭବ କରୁଛନ୍ତି, କିଛି ଖାଇବା ପରିବର୍ତ୍ତେ କଦଳୀ ଖାଆନ୍ତୁ । ଏହା ପେଟକୁ ସହଜରେ ପୂର୍ଣ୍ଣ କରିବ ଏବଂ ଶରୀର ମଧ୍ୟ ତତକ୍ଷଣାତ୍ ଏନର୍ଜି ପାଇବ ।…

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ଟ୍ରଲିରେ ବୋହି ହସ୍ପିଟାଲକୁ ନେଉଥିବା ସମୟରେ ରାସ୍ତାରେ ପ୍ରସବ କଲେ ପ୍ରସୂତି

ପାରାଦ୍ୱୀପ(କେନ୍ୟୁଜ): ବନ୍ଦରନଗରୀ ପାରାଦ୍ୱୀପରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମହିଳାଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସକୁ ଫୋନ କରି ବିଫଳ ହେବାପରେ ପ୍ରସୂତିଙ୍କୁ ଟ୍ରଲିରେ ବୋହି ଆଣୁଥିବା ସମୟରେ ନୂଆବଜାର ରାଜରାସ୍ତାରେ ମହିଳା ଜଣଙ୍କ ପ୍ରସବ…

ସାବଧାନ ଆପଣଙ୍କ ତକିଆ ଯୋଗୁ ମଧ୍ୟ ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଯେତେବେଳେ ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଆରାମ ଏବଂ ଶାନ୍ତିରେ ବିଶ୍ରାମ କରିବାକୁ ଚାହିଁଥାଏ,ସେତେବେଳେ ତା ପାଇଁ ବିଛଣା ଓ ତକିଆଠାରୁ ଭଲ କିଛି ହୋଇନଥାଏ । ଏହି ଦୁଇଟି ଜିନିଷ ଯେତେ ଆରାମଦାୟକ ହୋଇଥାଏ, ସେତେବେଳେ ଜଣେ ବ୍ୟକ୍ତିକୁ ଭଲ ନିଦ ହୋଇଥାଏ । କିନ୍ତୁ ଯଦି ଆପଣ ଜାଣନ୍ତି ଯେ ଆପଣଙ୍କ ତକିଆ…

ଖାଆନ୍ତୁ ନାହିଁ ଚିନି, ତ୍ୱଚା ଏବଂ ଶରୀର ଉପରେ ପଡ଼ିବ ଏପରି ପ୍ରଭାବ

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ନିଜ ଶରୀର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ଏଥି ପାଇଁ ଲୋକମାନେ ଜିମ, ଏକ୍ସରସାଇଜ ଏବଂ ଯୋଗ କରୁଛନ୍ତି । କିନ୍ତୁ ଆଜି ଆପଣମାନେ ଏପରି କିଛି ଟିପ୍ସ ବିଷୟରେ ଜାଣିବେ, ଯାହା ଦ୍ୱାରା ଆପଣ ଘରେ ରହି ଓଜନ ହ୍ରାସ କରି ପାରିବେ ।…

ଷ୍ଟୋନ, ଡାଇବେଟିସ୍‌ ରୋଗୀ ଜମାରୁ ବି ଖାଆନ୍ତୁ ନାହିଁ ହଳଦୀ! ଜାଣି ରଖନ୍ତୁ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଯଦି ଖାଇବେ…

ହଳଦୀର ସେବନ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ବିଭିନ୍ନ ଔଷଧୀୟ ଗୁଣ ଭରି ରହିଛି। ହେଲେ ଆପଣ ଜାଣି ନ ଥିବେ ଯେ ଏହା ସମସ୍ତଙ୍କ ପାଇଁ ସମାନ ଫାଇଦା ପହଞ୍ଚାଇ ନ ଥାଏ। ଆମ ଭିତରୁ ଅନେକ ଲୋକ ଏମିତି ବି ଅଛନ୍ତି, ଯେଉଁମାନଙ୍କୁ ହଳଦୀ କ୍ଷତି ପହଞ୍ଚାଥାଏ। ଆଜି ଆମେ ଆପଣଙ୍କୁ କହିବୁ କି,…

ନଖର ରଙ୍ଗ ପରିବର୍ତ୍ତନରୁ ଜାଣିପାରିବେ ଆପଣଙ୍କୁ କେଉଁ ରୋଗ ହୋଇଛି

ସମସ୍ତେ ଚାହାଁନ୍ତି ଯେ ସେମାନଙ୍କ ହାତରେ ଥିବା ନଖଗୁଡ଼ିକ ସୁନ୍ଦର ଦେଖାଯାଉ, କିନ୍ତୁ ବେଳେବେଳେ ନଖର ରଙ୍ଗ ଏବଂ ଆକୃତି ବଦଳିଯାଏ । ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ବିଶେଷଜ୍ଞଙ୍କ ଅନୁଯାୟୀ, ନଖର ରଙ୍ଗ ପ୍ରାୟତଃ ପ୍ରମୁଖ ରୋଗ ବିଷୟରେ ସୂଚନା ଦେଇଥାଏ ।…

କ୍ୟାନସର ହେଉ କି ପାଚନ କ୍ରିୟା ଶରୀରର ଏହି ୫ଟି ସମସ୍ୟାକୁ ଠିକ କରିବାରେ ବହୁତ ଲାଭଦାୟକ ହୋଇଥାଏ କଦଳୀ ଫୁଲ

କଦଳୀ ଖାଇବାର ଫାଇଦା ବିଷୟରେ ତ ସମସ୍ତେ ଜାଣନ୍ତି। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି, କଦଳୀ ଫୁଲ ବା କଦଳୀ ଭଣ୍ଡାର ଫାଇଦା ବିଷୟରେ? ହଁ, କଦଳୀ ଭଣ୍ଡା ସ୍ଵାସ୍ଥ୍ୟ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ କଦଳୀ ଭଣ୍ଡା ଖାଇଲେ କିପରି ଆପଣ ଏହି ୫ଟି ସ୍ୱାସ୍ଥ୍ୟ ସମସ୍ୟାକୁ…

ଶୀତଦିନେ ଅଧିକ ରୁମ୍ ହିଟର ବ୍ୟବହାର କରନ୍ତୁ ନାହିଁ, ଦେଖାଦେଇପାରେ ଏସବୁ ସ୍ୱାସ୍ଥ୍ୟ ସମସ୍ୟା

ଏବେ ଦେଶରେ ଶୀତ ବଢ଼ିବାରେ ଲାଗିଛି। ତାପମାତ୍ରା କମୁଥିବାରୁ ଶୀତରୁ ମୁକ୍ତି ପାଇବାକୁ ଲୋକମାନେ ଘରେ ରୁମ୍ ହିଟର କିମ୍ବା ବ୍ଲୋୟର ବ୍ୟବହାର କରୁଛନ୍ତି। ଘରକୁ ଗରମ କରିବାକୁ ବ୍ୟବହାର କରାଯାଉଥିବା ରୁମ୍ ହିଟର ମାତ୍ର କିଛି ସମୟ ମଧ୍ୟରେ କାମ କରୁଥିବା ବେଳେ ଏହା ଦ୍ୱାରା କେତେକ ଶାରୀରିକ…