Browsing Tag

health tips

୩-୪ କଞ୍ଚା ଲଙ୍କାକୁ ରାତିରେ ଭିଜେଇ ସକାଳୁ ଏହାର ପାଣି ପିଇଲେ ହୋଇଥାଏ ଅଜବ ପ୍ରକାର ସ୍ୱାସ୍ଥ୍ୟ ଲାଭ

ସବୁ ଭାରତୀୟଙ୍କ ରୋଷେଇ ଘରେ କଞ୍ଚା ଲଙ୍କା ବ୍ୟବହାର ହୋଇଥାଏ। ବହୁତ ଲୋକ କଞ୍ଚା ଲଙ୍କା ଖାଇବାକୁ ପସନ୍ଦ ମଧ୍ୟ କରିଥାଆନ୍ତି। କଞ୍ଚା ଲଙ୍କାରେ ଭିଟାମିନ ବି ୬, ଭିଟାମିନ ଏ, ଆଇରନ, କପର୍‌, ପୋଟାସିୟମ୍‌ ଭରପୂର ମାତ୍ରାରେ ରହିଛି। ଏହା ନା କେବଳ ଖାଇବାର ସ୍ୱାଦ ବଢ଼ାଇଥାଏ, ବରଂ ଏଥିରୁ ଅଜବ…

ପେଟରେ ଗ୍ୟାସ୍‌ ସମସ୍ୟାକୁ ନେଇ ଆପଣ ଚିନ୍ତିତ କି, ତ କେବେ ବି କରନ୍ତୁ ନାହିଁ ଅଧିକ ଭୋଜନ, ନିହାତି ଖାଆନ୍ତୁ ସକାଳ…

ସ୍ୱାସ୍ଥ୍ୟ ସହିତ ଜଡ଼ିତ ସବୁଠୁ ସାଧାରଣ ସମସ୍ୟା ହେଉଛି ପେଟରେ ଗ୍ୟାସ୍‌ ସମସ୍ୟା। ବହୁତ ଲୋକ ଏହାକୁ ଅଣଦେଖା କରି ଦିଅନ୍ତି, ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ପେଟର ଗ୍ୟାସ୍‌କୁ ଛୁଟକାରା ଦେବା ପୂର୍ବରୁ ଏହାର କାରଣଗୁଡ଼ିକ ବିଷୟରେ ଜାଣିବା ନିହାତି…

କମଳା ସହିତ ଏହାର ଚୋପାକୁ ବି ଖାଇଲେ ମିଳିଥାଏ ଅନେକ ଫାଇଦା, ଜାଣନ୍ତୁ ଏହା କିଭଳି ଦେଇଥାଏ କାମ

କମଳାରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଛି। ଏହା ଆଣ୍ଟି ଅକ୍ସିଡେଣ୍ଟରେ ମଧ୍ୟ ଭରପୂର। କମଳା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କମଳା ଭଳି ଏହାର ଚୋପା ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଫ୍ଲେଭୋନୋଇଡସ୍‌…

ପୁରୁଣା କାଶ ଲାଗି ରହୁଥିଲେ କିମ୍ବା ଭୋକ ହେଉ ନ ଥିଲେ ଦୈନିକ ଖାଆନ୍ତୁ ଗୋଟିଏ ପିଜୁଳି, ବହୁତ ଜଲ୍‌ଦି ଏଥିରୁ…

ଶୀତଦିନେ ପିଜୁଳି ଖାଇବାର ଅନେକ ଫାଇଦା ରହିଛି। ବିଶେଷ କରି ଏହା ପେଟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଭଜା ପିଜୁଳି ବା ଫ୍ରାଏଡ୍‌ ପିଜୁଳି ଖାଇଲେ ପୁରୁଣା ରୋଗ ମୂଳରୁ ନାଶ ହୋଇପାରିବ? ଆଜି ଆମେ ଆପଣଙ୍କୁ ପିଜୁଳି ଖାଇବାର ୬ଟି ଫାଇଦା ବିଷୟରେ ଜଣାଇବୁ। ୧.…

ପିଲା ଜନ୍ମ ପରେ ଏହିଭଳି ଉପାୟରେ ଖାଆନ୍ତୁ ବଥୁଆ ଶାଗ, ଦୂର ହୋଇଯିବ ଅନେକ ରୋଗ

ବଥୁଆ ଶାଗ ପ୍ରତ୍ୟେକଙ୍କ ଘରେ ଖିଆଯାଏ। ପରଟା, ତରକାରୀ କିମ୍ବା ରାଇତା ବନାଇ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଥୁଆ ଅନେକ ଗମ୍ଭୀର ରୋଗକୁ ଦୂର କରିପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ। ୧. ପିଲା ଜନ୍ମ ପରେ ମହିଳାମାନଙ୍କୁ ଅନେକ ପ୍ରକାରର…

ଯଦି ଜୀବନରେ ରହିବାକୁ ଚାହୁଁଛନ୍ତି ସୁଖୀ, ତା’ହେଲେ ଜାଣନ୍ତୁ କାହା କାହା ଘରେ ଖାଇବା ଉଚିତ ନୁହେଁ ଲୁଣ

ଲୁଣ, କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ବରଂ ଆମ ଜୀବନରେ ଏହାର ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। କମ୍‌ କିମ୍ବା ଅଧିକ ଲୁଣ ଖାଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ତେବେ ଧାର୍ମିକ ମାନ୍ୟତା ଅନୁସାରେ ଲୁଣ ଖାଇବାରେ କେତେକ ନିୟମ ରହିଛି। ଲୁଣ ଖାଇବାରେ ଆମକୁ କିଛି…

କଣ ଆପଣଙ୍କ ପାଦ ଫୁଲିଛି କି, ତେବେ ଏହି ୫ଟି ଘରୋଇ ଉପାୟ ଦ୍ୱାରା ପାଆନ୍ତୁ ଆରାମ

ପାଦ ଫୁଲିବା ଏକ ସାଧାରଣ କଥା, ଏହା କୌଣସି ଏକ ବଡ ରୋଗ ନୁହେଁ। କିନ୍ତୁ ଏହି କାରଣରୁ ଅନେକ ପ୍ରକାର ସମସ୍ୟା ହୋଇପାରେ। ସାଧାରଣତଃ ଅଧିକ ଓଜନ ଉଠାଇବା, ଅଧିକ ସମୟ ଧରି ବସିରହିବା କିମ୍ବା ଅଧିକ ସମୟ ଧରି ଛିଡା ହେବା, ବର୍ଦ୍ଧିତ ବୟସ ଆଦି କାରଣରୁ ପାଦ ଫୁଲିଥାଏ। ତେବେ ଯଦି ଆପଣଙ୍କର ପାଦ…

କମ୍‌ କ୍ୟାଲୋରୀ ଏବଂ ଏକ୍ସରସାଇଜ୍‌ ସତ୍ତ୍ୱେ ହ୍ରାସ ପାଉନାହିଁ ଆପଣଙ୍କ ଓଜନ? ଜାଣନ୍ତୁ କ’ଣ ରହିଛି ଏହାର କାରଣ

ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହେଉଛି ମୋଟାପଣ। ଏହା ପଛରେ ରହିଛି ଅନେକ କାରଣ।  ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଭୁଲ୍‌ ଖାଦ୍ୟପେୟ, ରାତି ଅନିଦ୍ରା, ଚିନ୍ତା ଆଦି କେତେକ କାରଣ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ନିଜକୁ ଫିଟ୍‌ ରଖିବାକୁ ସମସ୍ତେ ଚାହୁଁଥିବା ବେଳେ କିଛି…

ଶୀତଦିନେ ଭୁଲ୍‌ରେ ବି କରନ୍ତୁ ନାହିଁ ଅଧିକ ମାତ୍ରାରେ ଅଦା ସେବନ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ: ରିସର୍ଚ୍ଚ

ଲୋକେ ଶୀତଦିନେ ଅଧିକ ମାତ୍ରାରେ ଅଦା ସେବନ କରିଥାଆନ୍ତି। କାରଣ, ଏଥିରେ ଥିବା ଔଷଧୀୟ ଗୁଣ ଆମକୁ ଥଣ୍ଡା, ସର୍ଦ୍ଦି, କାଶ ଆଦି ହେବାକୁ ଦେଇ ନ ଥାଏ। ତେଣୁ ପରିବା ତରକାରୀ ହେଉ କି ଡାଲମା କିମ୍ବା ଚାହାରେ ଲୋକେ ଅଦା ପକାଇ ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ…

ଯଦି ହେବାକୁ ଯାଉଛି ଆପଣଙ୍କ ବିବାହ, ତ ଭଲ ସ୍ୱାସ୍ଥ୍ୟ ପାଇଁ ନିଶ୍ଚିତ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ

ବର୍ତ୍ତମାନ ବିବାହ ଋତୁ ଚାଲିଛି, ଯାହାକି କୌଣସି ବି ବ୍ୟକ୍ତି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। କିନ୍ତୁ ଟିକିଏ ଭାବନ୍ତୁ ତ, ଯଦି ଆପଣ ଆପଣଙ୍କ ବିବାହ ଦିନ ଅସୁସ୍ଥ ହୋଇପଡ଼ିବେ, ତା’ହେଲେ କ’ଣ ହେବ? ଏହା ଭାବିଲେ ଆମେ ଚିନ୍ତିତ ହୋଇପଡ଼ିଥାଉ। ହେଲେ ବାସ୍ତବରେ, ବିବାହରେ ଏତେ…

ଏହି ୪ଟି କଥାକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା, ନହେଲେ ଲିଭର୍‌ ହୋଇଯିବ ନଷ୍ଟ

ଲିଭର୍‌ ବା ଯକୃତ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଆପଣ ଯାହା ବି ଖାଆନ୍ତି, ପିଅନ୍ତି ଏବଂ ନିଃଶ୍ୱାସ ମାଧ୍ୟମରେ ଅକ୍ସିଜେନ ନିଅନ୍ତି, ଏ ସବୁକୁ ଯକୃତ ପ୍ରୋସେସ୍‌ କରିଥାଏ। ଲିଭର୍‌ ଶରୀରରୁ ଟକ୍ସିନ୍ସ ବାହାର କରିଥାଏ। ଯେତେବେଳେ ଦରକାର ପଡ଼େ, ସେତେବେଳେ ଏହା ରକ୍ତକୁ ଜମାଟ ବାନ୍ଧିବାରେ…

ସକାଳୁ ଉଠି ଖାଲି ପେଟରେ ପାଣି ପିଇଲେ ଶରୀରକୁ ମିଳିଥାଏ ଏହି ଖାସ୍‌ ଲାଭ, ଗଳା ଓ କିଡ୍‌ନୀ ସମସ୍ୟାରୁ ଛୁଟକାରା ମିଳିବା…

ଖାଦ୍ୟ ଭଳି ପାଣି ମଧ୍ୟ ଆମ ଶରୀର ପାଇଁ ବହୁତ ଆବଶ୍ୟକ। ଏଥିରୁ ଆମେ ପୋଷକ ତତ୍ତ୍ୱ ପାଇଥାଉ। ଏହାଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ମଧ୍ୟ ସହଜରେ ବାହାରି ଯାଇଥାଏ। ନିୟମିତ ରୂପେ ପାଣି ପିଇ ଆମେ ଆମ ଶରୀରକୁ ଓଜନ ବଢ଼ିବାରୁ ରୋକି ପାରିବା। ଏତିକି ନୁହେଁ, ଅନେକ ରୋଗ ଦାଉରୁ ମଧ୍ୟ ରକ୍ଷା…