ଖରାଦିନରେ ବରଦାନ ସଦୃଶ ଆଖୁରସ, ଫାଇଦା ଜାଣିଲେ ପ୍ରତିଦିନ ପିଇବେ ଆପଣ…
ଏହି ପ୍ରବଳ ଉତ୍ତାପରେ ଥଣ୍ଡା ଆଖୁ ରସକୁ କିଏ ବା ପସନ୍ଦ ନ କରେ ? ଏହା କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଆଖୁ ରସ କେବଳ ଶୋଷ ମେଣ୍ଟାଏ ନାହିଁ ବରଂ ଆପଣଙ୍କୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ । ଆଖୁ ରସରେ ପୋଷକ ତତ୍ତ୍ୱ ଭରପୂର ରହିଛି ।
ଥାର…