ସାଉଥ ଷ୍ଟାର ବିକ୍ରମଙ୍କ ସ୍ୱାସ୍ଥ୍ୟବସ୍ଥାରେ ହେଉଛି ଉନ୍ନତି, ହାର୍ଟ ଆଟାକ୍ ଯୋଗୁ ହସପିଟାଲରେ ହୋଇଥିଲେ ଭର୍ତ୍ତି
ସାଉଥ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଗତକାଲି ହାର୍ଟ ଆଟାକର ଶିକାର ହେବା ପରେ ତାମିଲ୍ ଅଭିନେତା ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତାଙ୍କୁ କାୱେରୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି।…