Below header
Browsing Tag

heatwave

ରାଜ୍ୟରେ ଉପର ମୁହାଁ ପାରଦ: ତାତିରେ ଜଳିବ ଏପ୍ରିଲ, ମେ’

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ଖରା ତାତି । ରାଜ୍ୟରେ ଉପର ମୁହାଁ ପାରଦ । ଆଗାମୀ ୩-୪ ଦିନ ଦିନ ତାପମାତ୍ରା ବଢ଼ିବ । ମାର୍ଚ୍ଚରେ ରାଜ୍ୟର କିଛି ଅଞ୍ଚଳରେ ହିଟୱେଭ ପରିସ୍ଥିତି ସୃଷ୍ଟି ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ଅଧିକ ରହିବ । ଦକ୍ଷିଣ ଓ…

କଲବଲ କଲାଣି ଖରା: ବଢୁଛି ତାତି; ଆଗକୁ ସ୍ଥିତି ହେବ ଆହୁରି ଅସମ୍ଭାଳ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦେଖାଦେଲାଣି ସୂର୍ଯ୍ୟକୋପ । ଲଗାତାର ବଢୁଛି ଖରା ତାତି । ଗତ ତିନି ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ରହୁଛି ୩୫ ଡିଗ୍ରୀ ଉପରେ । ଅଧା ଓଡ଼ିଶା ତାତିଲାଣି । ଆଜି ବି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ । କ୍ରମାଗତ ଦ୍ବିତୀୟ ଦିନ ପାଇଁ…

୨୦ ମିନିଟରେ ପିଇଦେଲେ ୨ ଲିଟର ପାଣି, ଦେଖୁ ଦେଖୁ ଚାଲିଗଲା ମହିଳାଙ୍କ ଜୀବନ, କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

ଅଧିକ ପାଣି ପିଇଦେବାରୁ ଚାଲିଗଲା ଜୀବନ । ଏ କି କଥା, ଏହାକୁ ଶୁଣିଲେ ଆପଣ ନିହାତି ଭାବୁଥିବେ ପାଣି ସମସ୍ତଙ୍କ ଜୀବନ ରକ୍ଷା କରୁଥିବାବେଳେ ଏବେ ଜୀବନ କେମିତି ନେଇଗଲା । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମେରିକା ରେ ଏଭଳି ଘଟଣା ଘଟିଥିବାବେଳେ ସବୁଠି ଏହାର ଚର୍ଚା ଧରିଛି । ଆପଣ…

ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି: ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ଭୀଷଣ ତାତି । ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି। ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୦ଡିଗ୍ରୀ ତାପମାତ୍ରା । ସମ୍ବଲପୁର ୪୫.୪ ଡିଗ୍ରୀ ଓ ଝାରସୁଗୁଡ଼ାରେ ୪୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୯, ଚାନ୍ଦବାଲିରେ ୩୬.୮ ଓ ବାଲେଶ୍ୱରରେ ୩୪…

ଆଷାଢ଼ରେ ବୈଶାଖର ତାତି; ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨ ପାର୍‌

ଭୁବନେଶ୍ୱର (କେନ୍ୟୁଜ): ପୁଣି ସକାଳୁ ସକାଳୁ ଜାଳିଲାଣି ଖରା । ଆଷାଢ଼ରେ ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା…

ସମଗ୍ର ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ସ୍ପେନ୍‌, ପର୍ତ୍ତୁଗାଲ ଓ ବ୍ରିଟେନରେ ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…

ଆସନ୍ତା ୧୬ ଯାଏ କଲବଲ କରିବ ତାତି, ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ବଢିଛି ଚିନ୍ତା

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ନାହିଁ ନିସ୍ତାର । ଆସନ୍ତା ୧୬ ତାରିଖ ଯାଏ କଲବଲ କରିବ ଖରା । ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ଗତକାଲି ଟିଟିଲାଗଡ଼ରେ ୪୫ ଡିଗ୍ରୀ ଥିଲା ତାପମାତ୍ରା । ବଲାଙ୍ଗିରରେ ୪୪.୯, ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ…

ଦେଶରେ ବିଦ୍ୟୁତ ସଙ୍କଟ ସହିତ ହେଲା କୋଇଲା ଅଭାବ: ଗତକାଲି ଅପରାହ୍ନ ୨ଟା ୫୦ରେ ବିଜୁଳିର ଚାହିଦା ଥିଲା ସର୍ବାଧିକ:…

ନୂଆଦିଲ୍ଲୀ : ବଢି ଚାଲିଛି ନିଅଣ୍ଟିଆ କୋଇଲା ଯୋଗାଣ ସମସ୍ୟା । ଫଳରେ ଘନ ଘନ ବିଜୁଳିକାଟ କରାଯାଉଛି । ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟର ଲୋକମାନେ ଆଜିକାଲି ବିଦ୍ୟୁତ କାଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ,ପଞ୍ଜାବ , ହରିୟାଣା,…

ଆଗାମୀ ୪-୫ ଦିନ ଭିତରେ ତାତିରୁ ନିସ୍ତାର ନାହିଁ, କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିପାରେ

କେନ୍ୟୁଜ୍(ବ୍ୟୁରୋ):ଡେଉଁଛି ପାରଦ, ଏବେ ତାତିରୁ ନିସ୍ତାର  ନାହିଁ। ଆଗାମୀ ୪-୫ ଦିନ ଭିତରେ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠୁ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ । କିଛି ସ୍ଥାନରେ ସର୍ବୋଚ୍ଚ…

୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା : ଭାରତୀୟ ପାଣିପାଗ ବିଭାଗର ସୂଚନା

କେନ୍ଯୁଜ୍: ୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ସତର୍କତା ଜାରି କରାଯାଇଥିବା ୧୧ଟି ଜିଲ୍ଲା ହେଲା, ସୋନପୁର, ବୌଦ୍ଧ,ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗିର,…

ଆହୁରି ତାତିଲା ପଶ୍ଚିମ ଓଡ଼ିଶା, ସୋନପୁରରେ ୪୨ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି । ସୋନପୁରରେ ତାତି ଥିଲା ୪୨.୨ ଡିଗ୍ରୀ ସେଲସିୟସ୍‌ । ମୋଟ୍‌ ୭ଟି ସହରରେ ଆଜି ପାରଦ ୪୦ ଡିଗ୍ରୀ ଉପରେ ଥିଲା । ବଲାଙ୍ଗିର ଓ ଅନୁଗୁଳରେ ୪୧.୫, ତାଳଚେର ୪୧.୪, ଟିଟିଲାଗଡ଼ ଓ ବୌଦ୍ଧରେ ୪୧.୨ ଡିଗ୍ରୀ,…