Browsing Tag

Hero Motocorp

ଜୁଲାଇ ୧ ରୁ ମହଙ୍ଗା ହେବାକୁ ଯାଉଛି ହିରୋ ବାଇକ୍ ଏବଂ ସ୍କୁଟର

କରୋନା ମହାମାରୀ ଅଟୋମୋବାଇଲ୍ ସ୍ପେକ୍ଟ୍ରମ ଉପରେ ଅନେକ ସମୟ ଧରି ପ୍ରଭାବ ପକାଉଛି । ଅଟୋ ମ୍ୟାନୁଫ୍ୟାକ୍ଚର୍ସ ନିଜ ଗାଡିର ଦାମରେ ବୃଦ୍ଧି କରୁଛନ୍ତି । ଏହି ତାଲିକାରେ ଏବେ ହିରୋ ମୋଟୋକର୍ପ ମଧ୍ୟ ସାମିଲ ହୋଇଯାଇଛି । ଦୁଇଚକିଆ ଯାନ କମ୍ପାନୀ ହିରୋ ମୋଟୋକର୍ପ ୧ ଜୁଲାଇରୁ ନିଜ ଗାଡିର ଦାମ୍…

Hero ଲଞ୍ଚ୍‌ କଲା ଗ୍ଲାମରର ବ୍ଲେଜ୍‌ ଏଡିସନ୍‌, ଦାମ୍‌ ରହିଛି ମାତ୍ର ୭୨,୦୦୦ ଟଙ୍କା

ହିରୋ ମୋଟରକର୍ପ ଭାରତରେ ଲଞ୍ଚ୍‌ କରିଛି ଗ୍ଲାମରର ବ୍ଲେଜ୍‌ ଏଡିସନ୍‌। ଏହାର ଦାମ୍‌ ରହିଛି ୭୨,୦୦୦(ଏକ୍ସ ଶୋ’ରୁମ୍‌) ଟଙ୍କା। ହିରୋ ତରଫରୁ କୁହାଯାଇଛି ଯେ ଏହି ଗ୍ଲାମର ବ୍ଲେଜ ଏଡିସନ୍‌ରେ ଗ୍ରାହକଙ୍କୁ ଷ୍ଟାଇଲ, ପରଫର୍ମାନ୍ସ ଓ କମ୍‌ଫର୍ଟ ମିଳିବ। ଏହାକୁ ନୂଆ ରଙ୍ଗ ବର୍ଣ୍ଣିୟର ଗ୍ରେରେ…

ଲକ୍‌ଡାଉନ୍‌ରେ ବି ଲୋକମାନେ କିଣୁଛନ୍ତି ଗାଡ଼ି, ସପ୍ତାହେ ଭିତରେ Hero ବିକିଛି ୧୦ ହଜାର ବାଇକ

ସବୁଠୁ ବଡ଼ ଦୁଇ ଚକିଆ ଯାନ କମ୍ପାନୀ ହିରୋ ମୋଟୋକୋର୍‌ପ ରବିବାର ଘୋଷଣା କରିଛି ଯେ ଦୋକାନ ଖୋଲିବାର ମାତ୍ର ସପ୍ତାହକ ମଧ୍ୟରେ କମ୍ପାନୀ ୧୦ ହଜାର ୟୁନିଟ୍‌ ବିକ୍ରି କରିଛି। ପ୍ରକାଶ ଯେ ଦେଶରେ କମ୍ପାନୀର ଡିଲରସିପ୍‌ ଓ ସର୍ଭିସ୍‌ ସେଣ୍ଟର ସହ ମୋଟ ୧୫୦୦ରୁ ଅଧିକ କଷ୍ଟମର ଟଚ୍‌ ପଏଣ୍ଟ ରହିଛି।…

ଜାନୁୟାରୀରୁ ମହଙ୍ଗା ହେବ Hero MotoCorpର ବାଇକ୍‌ ଏବଂ ସ୍କୁଟର!

ଆସନ୍ତା ନୂଆବର୍ଷରୁ ହିରୋ ମୋଟୋକର୍ପ ନିଜ ମୋଟରସାଇକେଲ ଏବଂ ସ୍କୁଟର ମୂଲ୍ୟକୁ ୨ ହଜାର ଟଙ୍କା ପଯ୍ୟର୍ନ୍ତ ବୃଦ୍ଧି କରିବାକୁ ଯାଉଛି। ସୋମବାର କମ୍ପାନୀ ଏ ବିଷୟରେ ଘୋଷଣା କରିଛି। କମ୍ପାନୀର କହିବା ଅନୁସାରେ, ଏହି ବର୍ଦ୍ଧିତ ମୂଲ୍ୟ ସବୁ ଗାଡ଼ି ଉପରେ ଲାଗୁ ହେବ ଏବଂ ମଡେଲ ଓ ବଜାର ହିସାବରେ…

କେବଳ ୯୯୯ ଟଙ୍କା ଦେଇ ନେଇ ଯାଆନ୍ତୁ ଏହି କମ୍ପାନୀର ଯେକୌଣସି ସ୍କୁଟର

ଅଗଷ୍ଟ ମାସରେ Hero Motocorp ନିଜର ଗ୍ରାହାକ ମାନଙ୍କ ପାଇଁ "ହିରୋ ସ୍କୁଟର୍ସ ମହା କାର୍ନିଭାଲ" ନାମରେ ନିଜର ସମସ୍ତ ସ୍କୁଟର ଉପରେ ଆକର୍ଷକ ଡ଼ିସକାଉଣ୍ଟ ଅଫର ଦେଉଛି । ଏହି ଅଫରରେ ଗ୍ରାହକମାନଙ୍କୁ ଡ଼ିସକାଉଣ୍ଟ, ଲୋୟାଲ୍ଟି ଏବଂ ଏକ୍ସଚେଂଜ ବୋନସର ସୁବିଧା ମଧ୍ୟ ମିଳିବ । ୯୯୯ ଟଙ୍କାରେ…