Browsing Tag

high court hearing

ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ, ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ…

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉ ପାଣି ବୋତଲ ଓ ଜୁସ କମ୍ପାନୀ

ଓଡିଶା ହାଇକୋର୍ଟ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପାଣି ବୋତଲ କମ୍ପାନୀ ଓ ଜୁସ କମ୍ପାନୀରେ ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ | ରାଜ୍ୟରେ ଏକ୍ସପାଏରୀ ହୋଇଯାଇଥିବା ପାଣି ବୋତଲ ଓ ଜୁସ ବିକ୍ରି ଅବାଧ ଭାବେ ଚାଲିଛି। ରାଜ୍ୟ ସରକାରଙ୍କ…

ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରୀ ବିବାଦ ମାମଲାର ଶୁଣାଣି

ପୁରୀ: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରୀ ବିବାଦ ମାମଲାର ଶୁଣାଣି। ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ କରିଛନ୍ତି ଅଦାଲତ। ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ଜମି ବିକ୍ରୀ ଉପରେ ସ୍ଥିତାବସ୍ଥା…

ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆଜି ହେବ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଆଜି ହେବ ଶୁଣାଣି । ଗତ ୯ ତାରିଖରେ ଏନେଇ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ କରିଥିଲେ ରାଜ୍ୟ ସରକାର । ଆବେଦନକାରୀ ପ୍ରତି ଜବାବ ଦାଖଲ କରିବାକୁ ସେଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଓଡିଶା ହାଇକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା । ଗତ ୧ ତାରିଖରେ ଏହି ମାମଲାର…

କେତେ ରହିବ ମୂର୍ତ୍ତିର ଉଚ୍ଚତା? ଆଗତ ରିଟ୍‌ ପିଟିସନ୍ ଉପରେ ଆଜି ହାଇକୋର୍ଟରେ ଶୁଣାଣି

କଟକ: କଟକ ସହରର ଶାରଦୀୟ ପୂଜା ହଜାର ବର୍ଷ ଧରି ହୋଇ ଆସୁଥିବାବେଳେ ଚଳିତ ବର୍ଷର ପୂଜାରେ ସେଭଳି ଆକର୍ଷଣ ରହି ନପାରେ । ଆସନ୍ତା ୨୨ ତାରିଖରୁ କଟକ ସହରରେ ପୂଜା ହେବାର ଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଧିକାଂଶ ମଣ୍ଡପରେ ଦେବୀ ମୂର୍ତ୍ତି ପାଇଁ ନଡାବନ୍ଧା ବି ହୋଇ ନାହିଁ । ବାଲୁବଜାର ପୂଜା…

ନିଆରା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ, ତିନି ମାସ ମଧ୍ୟରେ ଏକ ଶହ ବୃକ୍ଷ ରୋପଣ କରିବାକୁ ଦେଲେ…

କଟକ: ନିଆରା ଢଙ୍ଗରେ ଅଭିଯୁକ୍ତକୁ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୩ ମାସ ମଧ୍ୟରେ ଅଭିଯୁକ୍ତ ନିଜ ଗ୍ରାମରେ ଏକ ଶହ ବୃକ୍ଷ ରୋପଣ କରିବାର ସର୍ତ୍ତ ରଖିଲେ ହାଇକୋର୍ଟ। ଅଭିଯୁକ୍ତ ଜଣଙ୍କ ବୃକ୍ଷ ରୋପଣ କଲେ କି ନାହିଁ ତାର ପ୍ରମାଣ ସହ ବିଚାରଧୀନ ଅଦାଲତରେ ଦାଖଲ କରିବାକୁ ତଦନ୍ତକାରୀ…

ଆଜି ବସୁଛି ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ, ଛୁଟି ଦିନରେ ହେବ ମାମଲାର ଶୁଣାଣି

କଟକ: ଆଜି ବସୁଛି ହାଇକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ । ଆଜି ଛୁଟି ଦିନରେ ମାମଲାର ଶୁଣାଣି ହେବ । ମାମଲା ଶୁଣାଣି ପ୍ରକ୍ରିୟା ତ୍ୱରାନ୍ଵିତ କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି ସ୍ୱତନ୍ତ୍ର ଖଣ୍ଡପୀଠରେ ବିଶେଷ କରି ଜେଲ କ୍ରିମିନାଲ ଅପିଲ ଗୁଡିକର ଶୁଣାଣି କରାଯିବ ।…

ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି, ହାଜର ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା

କେନ୍ୟୁଜ୍: ହାଇକୋର୍ଟରେ ଆର୍ଦ୍ରଭୂମି ସୁରକ୍ଷା ମାମଲାର ଶୁଣାଣି। ହାଜର ହେଲେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ହାଜର ହୋଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାହିଁକି କାର୍ଯ୍ୟ କରାଯାଉ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିଲେ।…