Browsing Tag

high court

ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ମାମଲାକୁ ଗ୍ରହଣ କରି ନିର୍ବାଚନ କମିସନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ହୋଇଛି। ନିର୍ବାଚନ ହେଲା ଶତାଧିକ ଲୋକ କୋଭିଡ…

ଏତଲା ଦେବା ପରେ ଥାନାରେ ରୁଜୁ ହେଉ ନଥିଲା ମାମଲା, IICଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ…

କଟକ(କେନ୍ୟୁଜ୍):  ଏତଲା ଦେବା ପରେ ବି ଥାନାରେ ରୁଜୁ ହେଉ ନଥିଲା ମାମଲା । ହାଇକୋର୍ଟରେ ଆବେଦନ ହେବା ପରେ ରୁଜୁ ହେଲା ମାମଲା । ହାଇକୋର୍ଟ ମାମଲାର ଶୁଣାଣି କରି ଥାନା ଅଧିକାରୀମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି । ଏକ ଚେକ ବାଉନ୍‌ସ ମାମଲାରେ ଜନୈକା…

ଏବେଠାରୁ ସବୁ ଶନିବାର ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଛୁଟି

କଟକ : ଶନିବାର ଅଦାଲତ ବନ୍ଦ ରହିବ। କାର୍ଯ୍ୟ ଦିବସ ଥିବା ସମସ୍ତ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଆଧାରରେ ହାଇକୋର୍ଟ…

ସ୍ୱାମୀଙ୍କୁ ହତ୍ୟା କରିଥିଲେ ମଧ୍ୟ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌, ଏଭଳି ଐତିହାସିକ ରାୟ ଶୁଣାଇଲେ ହାଇକୋର୍ଟ

ସ୍ୱାମୀକୁ ହତ୍ୟା କରିଦେଲେ ବି ସ୍ତ୍ରୀକୁ ମିଳିବ ପେନ୍‌ସନ୍‌। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନ୍‌ସନ୍‌କୁ ନେଇ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ସ୍ୱାମୀଙ୍କୁ ହତ୍ୟା ବି କରିଦିଏ ତେବେ ସେ ପାରିବାରିକ ପେନ୍‌ସନ୍‌ ପାଇବାକୁ ହକ୍‌ଦାର…

ଫେବୃଆରୀ ୧୫ ରୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ,୧୪ ତାରିଖ ପର୍ଯ୍ୟନ୍ତ ଭ୍ରଚୁଆଲ ମୋଡ଼ରେ ହାଇକୋର୍ଟ କାର୍ଯ୍ୟ ଚାଲିବ

କେନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଫେବୃଆରୀ ୧୫ ରୁ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ୧୪ ତାରିଖ ପର୍ଯ୍ୟନ୍ତ ଭ୍ରଚୁଆଲ ମୋଡ଼ରେ ହାଇକୋର୍ଟ କାର୍ଯ୍ୟ ଚାଲିବ । ୧୫ରୁ ହାଇକୋର୍ଟ ଯାଇ ଆଇନଜୀବୀ କାର୍ଯ୍ୟ କରିପାରିବେ । ସିଧାସଳଖ କୋର୍ଟ କାର୍ଯ୍ୟ ପାଇଁ ଏସଓପି…

ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

କଟକ: ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ତଲବ । ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ପ୍ରସ୍ତାବ ଉପରେ ସରକାର ପରବର୍ତ୍ତୀ…

ନବାଳିକାକୁ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା

କଟକ(କେନ୍ୟୁଜ୍):  ନବାଳିକାକୁ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ଜରିମାନା ଅନାଦେୟ ଆଉ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏହି ରାୟ ଶୁଣାଇଛନ୍ତି କଟକ ପକସୋ କୋର୍ଟ । ପୀଡିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ…

ପୁରୀ ହାଜତ ମୃତ୍ୟୁ ମାମଲା: କେ.ରମେଶଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ, ଆସନ୍ତା ୧୪ରେ…

ପୁରୀ : ପୁରୀ ହାଜତ ମୃତ୍ୟୁ ମାମଲାରେ କେ. ରମେଶଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଇଛି । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ଚାଲିଛି । ଆଗକୁ NHRC ଯାହା ନିର୍ଦ୍ଦେଶ ଦେବେ ମାନିବୁ । ଏନେଇ ହାଇକୋର୍ଟରେ ଜବାବ ରଖିଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର…

ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆନଯିବା ପ୍ରସଙ୍ଗ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କେନ୍ୟୁଜ ବ୍ୟୁରୋ : ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ ଅନର ଦିଆ ନଯିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ । ମାମଲାରେ ଜବାବ ଦାଖଲ କରିବାକୁ ସମୟ ନେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଆବେଦନରେ ଦର୍ଶାଯାଇଛି,…

ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କେନ୍ୟୁଜ ବ୍ୟୁରୋ : ଅନୁସୂଚିତ ଜାତି ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ମାମଲାର ଶୁଣାଣି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଖଣ୍ଡପୀଠ। ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ଓଡିଶା ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି। ସାତୋଟି ସ୍ଲାବରେ ଫି ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ରଖିଛନ୍ତି ପ୍ରସ୍ତାବ। ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ…

ମହଙ୍ଗା ପଡ଼ିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଦାଲତ ଅବମାନନା, ୩ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୫ ହଜାର ଲେଖାଏ…

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ତିନି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଦାଲତ ଅବମାନନା ମହଙ୍ଗା ପଡିଛି । ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଡିଇଓ କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ…