Browsing Tag

hijab

ଉଗ୍ର ହେଉଛି ହିଜାବ ବିବାଦ: କଲେଜରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ

ହିଜାବ ବିବାଦରେ ଧାରଣା ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଓ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କର୍ଣ୍ଣାଟକ ପୋଲିସ ତୁମକରରେ ପ୍ରଦର୍ଶନରେ ଅଂଶ ଗ୍ରହଣ କରିଥିବା ୧୦ ଜଣ ଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେହିପରି ଶିବମୋଗା ଜିଲ୍ଲାରେ ଏକ ପ୍ରି-ୟୁନିଭର୍ସିଟି…

କର୍ଣ୍ଣାଟକର ସଂଖ୍ୟାଲଘୁ ବିଦ୍ୟାଳୟରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର

ବର୍ତ୍ତମାନ ହିଜାବକୁ କର୍ଣ୍ଣାଟକରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ସଂଖ୍ୟାଲଘୁ ବିଦ୍ୟାଳୟରେ ହିଜାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି ତାହାକୁ ମାନିବାକୁ ସମସ୍ତେ ବାଧ୍ୟ । ଗୁରୁବାର ଦିନ ବୋମ୍ମାଇ ସରକାର ଏହି ବିଷୟରେ…

କର୍ଣ୍ଣାଟକ ସ୍କୁଲରେ ବିନା ହିଜାବରେ ଛାତ୍ରୀଙ୍କ ଏଣ୍ଟ୍ରି , କାଲିଠୁ ଖୋଲିବ ଶିକ୍ଷାନୁଷ୍ଠାନ

ଦୀର୍ଘ ସପ୍ତାହେ ହେଲାଣି ଉଡ୍ଡୁପି ଓ ବାଙ୍ଗାଲୋରରେ ହିଜାବ୍‌କୁ ନେଇ ଚାଲିଥିବା ହିଂସା ଓ ବିରୋଧ ପରେ ସୋମବାର ପୁଣି ଥରେ କର୍ଣ୍ଣାଟକରେ ହାଇସ୍କୁଲ୍‌ ଖୋଲିଛି। ଶିକ୍ଷା ସଂସ୍ଥା ଓ ଧାର୍ମିକ ଅନୁଷ୍ଠାନ ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇବା ପରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବାକୁ…

ତାଲିବାନର ଆଦେଶ! ଆଫଗାନିସ୍ତାନ ମହିଳାଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ; ହିଜାବ ନ ପିନ୍ଧିଲେ ମିଳିବ ନାହିଁ ଶିକ୍ଷା…

କର୍ଣ୍ଣାଟକରେ ମୁସଲମାନ ଝିଅମାନେ ହିଜାବ୍‌ ପିନ୍ଧି ସ୍କୁଲ ଆସିବାକୁ ନେଇ ବିବାଦ ଲାଗି ରହିଛି। ଏହାରି ଭିତରେ ତାଲିବାନ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛି। ତାଲିବାନ କହିଛି ଯେ ଆଫଗାନିସ୍ତାନର ମହିଳାମାନଙ୍କୁ ପରଦା ତଳେ ହିଁ ରହିବାକୁ ପଡ଼ିବ। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି…

କର୍ଣ୍ଣାଟକର ହିଜାବ ବିବାଦ: ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : କର୍ଣ୍ଣାଟକର ହିଜାବ ବିବାଦ ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ…

ହିଜାବ ସହ ଶିଖ୍‌ ପଗଡ଼ିର ତୁଳନା କଲେ ସୋନମ୍‌ କପୁର, ସୋସିଆଲ ମିଡିଆରେ ଚାଲିଛି ପ୍ରବଳ ବୟାନବାଜି

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ନେଇ ସାରା ଦେଶରେ ଏବେ ବିବାଦୀୟ ସ୍ଥିତି ଲାଗି ରହିଛି। କିଛି ଲୋକ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରୁଛନ୍ତି। ଇତି ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର ସୋସିଆଲ ମିଡିଆ ଜରିଆରେ ଏହି ମାମଲାରେ ନିଜ ରାୟ ରଖିଛନ୍ତି। ଏଭଳି…

ହିଜାବକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ କିନ୍ତୁ ଏହିସବୁ ଦେଶରେ ମୁହଁ ଢ଼ାଙ୍କିବା ମନା

(କେନ୍ୟୁଜ ବ୍ୟୁରୋ) : ଏବେ କର୍ଣ୍ଣାଟକରେ ହିଜାବ ବ୍ୟାନ ବିବାଦ ଏବେ ସୁପ୍ରିମକୋର୍ଟରେ ପହଁଚିଛି । ଯଦିଓ ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଛନ୍ତି ତଥାପି ସୋସିଆଲ ମିଡିଆରେ ଏହାକୁ ନେଇ ଯୋରଦାର ଚର୍ଚ୍ଚା, ବିତର୍କ, ଘମାସାନ ଓ ଆଲୋଚନା । ରାଜନୈତିକ…

କର୍ଣ୍ଣାଟକ ହିଜାବ ବିବାଦରେ ମଲାଲା ୟୁସୁଫଜାଇ ଦେଲେ ନିଜ ମନ୍ତବ୍ୟ, ଶିକ୍ଷା ଗ୍ରହଣ କରିବା ସମସ୍ତଙ୍କ ଅଧିକାର

ବର୍ତ୍ତମାନ କର୍ଣ୍ଣାଟକରେ ମୁସଲମାନ୍ ଛାତ୍ରୀମାନେ ପିନ୍ଧୁଥିବା ହିଜାବକୁ ନେଇ ଆନ୍ଦୋଳନ ଚାଲିଛି। କର୍ଣ୍ଣାଟକରେ ହିଜାବ ବିବାଦ ବର୍ତ୍ତମାନ ସାରା ଦେଶରେ ବ୍ୟାପିଗଲାଣି । ଏହି ବିବାଦ ଉପରେ ଅନେକ ମତ ଦେଉଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା ମଧ୍ୟ କରୁଛନ୍ତି। କର୍ଣ୍ଣାଟକରେ ଏହି ହିଜାବ…

ପାକିସ୍ତାନୀ ମିଡିଆ ଉପରେ ତାଲିବାନର ବଢ଼ିଲା ପ୍ରଭାବ, ନ୍ୟୁଜ୍‌ ଆଙ୍କର ଲାଇଭ୍‌ ଶୋ’ରେ ପିନ୍ଧିଲେ ହିଜାବ୍‌

ଆଫଗାନିସ୍ତାନ କବ୍‌ଜା କରିବା ପରେ ଏବେ ତାଲିବାନର ପ୍ରଭାବ ପାକିସ୍ତାନ ଉପରେ ବଢ଼ିବାରେ ଲାଗିଛି। ପାକିସ୍ତାନୀ ମିଡିଆ ଉପରେ ମଧ୍ୟ ତାଲିବାନୀ ବିଚାରର ପ୍ରଭାବ ଦେଖିବାକୁ ମିଳିଛି। ୧୬ ସେପ୍ଟେମ୍ବରରେ ଏକ ପାକିସ୍ତାନୀ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ହିଜାବକୁ ଯଥାର୍ଥତା ଦର୍ଶାଇ ଲାଇଭ୍‌ କ୍ୟାମେରା…

ମୁସ୍‌ଲିମ୍‌ ମହିଳାଙ୍କୁ ନ୍ୟୁଜିଲାଣ୍ଡ ପୋଲିସର ବଡ଼ ଉପହାର, ୟୁନିଫର୍ମରେ ସାମିଲ ହେଲା ହିଜାବ୍‌

ମୁସଲିମ୍‌ ମହିଳାଙ୍କ ପାଇଁ ନ୍ୟୁଜିଲାଣ୍ଡ ପୋଲିସ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏବେ ନ୍ୟୁଜିଲାଣ୍ଡ ପୋଲିସରେ କାର୍ଯ୍ୟରତ ମୁସଲମାନ ମହିଳାଙ୍କୁ ୟୁନିଫର୍ମରେ ହିଜାବ୍‌କୁ ଅନୁମତି ମିଳିଛି। ଏହି ନିୟମ ଲାଗୁ ହେବା ପରେ କନେଷ୍ଟବଳ ଜୀନା ଅଲ୍ଲୀ ନ୍ୟୁଜିଲାଣ୍ଡ ପୋଲିସର ପ୍ରଥମ କର୍ମଚାରୀଭାବେ…