Browsing Tag

housefull 4

ତିନି ଦିନରେ ୫୦ କୋଟି କ୍ଲବରେ ସାମିଲ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଯାଇଛି। ଏହା ରବିବାର ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା ,…

“ହାଉସଫୁଲ 4″ର ପ୍ରିମିୟରରେ ଲେଟ କଲେ ବବି ଦେୱଲ ତ ଅକ୍ଷୟ କୁମାରଙ୍କୁ ଆସିଗଲା ରାଗ ଆଉ କଲେ ଏପରି ଗାଳି,…

ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ବବି ଦେୱଲଙ୍କ ଭଳି ପ୍ରସିଦ୍ଧ ଅଭିନେତାମାନଙ୍କ ଅଭିନୀତ ମଲ୍ଟିଷ୍ଟାର ଫିଲ୍ମ 'ହାଉସଫୁଲ 4' ଆଜି ରିଲିଜ ହୋଇଯାଇଛି । କମେଡି ଏବଂ ଡ୍ରାମାରେ ଭରପୁର ଫିଲ୍ମ 'ହାଉସଫୁଲ4' ନିକଟରେ ସ୍କ୍ରିନିଙ୍ଗ ହୋଇଛି ଯେଉଁଥିରେ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତା ଏବଂ…

‘‘ହାଉସ୍‌ଫୁଲ ୪’’ର ପ୍ରମୋସନ୍‌ କରୁଛି ରେଳ ବିଭାଗ, ଆରମ୍ଭ ହେଲା ‘‘ପ୍ରମୋସନ୍‌ ଅନ୍‌ ହ୍ଵିଲ୍‌’’

ଭାରତ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଟ୍ରେନ୍‌ କୌଣସି ଫିଲ୍ମର ପ୍ରମୋସନ୍‌ କରିଥିବା ଜଣାଯାଇଛି। ପୂର୍ବରୁ ଭାରତୀୟ ରେଳ ବିଭାଗ ଏଭଳି ଭାବେ କୌଣସି ଫିଲ୍ମର ପ୍ରମୋସନ୍‌ କରିନଥିଲା। ରେଲବାଇର ସର୍ବପୁରାତନ ନେଟଓ୍ଵାର୍କ ଭାରତୀୟ ରେଲେଓ୍ଵ‘‘ପ୍ରମୋସନ୍‌ ଅନ୍‌ ହ୍ଵିଲ୍‌’’ କାର୍ଯ୍ୟକ୍ରମର…

‘ହାଉସଫୁଲ୍ ୪’ ପ୍ରମୋସନ ବେଳେ ଘଟିଲା ଦୁଘର୍ଟଣା, ଆଟିଷ୍ଟଙ୍କ ଜୀବନ ବଞ୍ଚାଇଲେ ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ୍ ୪’ ୨୬ ଅକ୍ଟୋବରରେ ରିଲିଜ ହେବ । ଏବେ ଅକ୍ଷୟ କୁମାର ନିଜ ଟିମ୍ ସହିତ ମିଶି ଫିଲ୍ମର ପ୍ରମୋସନ୍ କରିବାରେ ଲାଗିଛନ୍ତି । ଏନେଇ ସେ ଗେମ୍ ଶୋ ‘ମୁଭି-ମସ୍ତି ୱିଦ୍ ମନୀଷ୍ ପଲ୍’ କୁ ଯାଇଥିଲେ । ସେଠାରେ କିଛି କଳାକାର ନିଜ ଷ୍ଟଣ୍ଟ ଦେଖାଇଥିଲେ । ଅଲ୍ଲୀ…

ରିଲିଜ ପୂର୍ବରୁ ଅଡୁଆରେ ହାଉସଫୁଲ ୪, ଲାଗିଲା ଏଭଳି ଗମ୍ଭୀର ଆରୋପ

ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ର ଟ୍ରେଲର ନିକଟରେ ରିଲିଜ ହୋଇଛି । ଏହି ଟ୍ରେଲରକୁ ଦର୍ଶକମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଓ ଅକ୍ଟୋବର ୨୬ ତାରିଖରେ ଏହା ରିଲିଜ ହେବାକୁ ଯାଉଛି କିନ୍ତୁ ଫିଲ୍ମର ରିଲିଜ ପୂର୍ବରୁ ହିଁ ଏହାକୁ ଏକ ବଡ଼ ଝଟକା ଲାଗିଛି । ହାଉସଫୁଲ ୪ ଫିଲ୍ମ ମେକର୍ସଙ୍କ ଉପରେ…

ବିବାଦର ବାରୁଦରେ ହାଉସଫୁଲ ୪ , ସୁଟିଂ ସେଟରେ ମହିଳା ଡ୍ଯାନ୍ସରଙ୍କ ସହ ଖୁଲମଖୁଲ୍ଲା ଅସଦାଚରଣ

ଫିଲ୍ମ ହାଉସଫୁଲ ୪ରେ ଲାଗିଯାଇଛି ଗ୍ରହଣ । ଲଗାତାର ବିବାଦ ଭିତରେ ରହିଛି ଏହି ସିନେମା । ପ୍ରଥମେ #MeToo ପାଇଁ ନାନା ପାଟେକର ଏବଂ ସାଜିଦ ଖାନଙ୍କୁ ଫିଲ୍ମରୁ ବିଦା ହେବାକୁ ପଡିଥିଲା । ଆଉ ଏବେ ଆସିଛି ଆଉ ଏକ ଅଭିଯୋଗ । ଫିଲ୍ମର ସୁଟିଂ ସମୟରେ ଏକ ବଡ଼ ଧରଣର ଘଟଣା ଘଟିଯାଇଛି । ଆଉ ମାମଲା ଏତେ…