Browsing Tag

husband killed his wife

ନିଶାସକ୍ତ ସ୍ବାମୀର ନାରକୀୟ କାଣ୍ଡ: କୋଠରୀରେ ବନ୍ଦ କରି କିରୋସିନ ଢାଲି ଜାଳିଦେଲା ସ୍ତ୍ରୀକୁ

କୁଚିଣ୍ଡା(କେନ୍ୟୁଜ୍): ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ସମ୍ବଲପୁର ମହୁଲପାଲି ଥାନା କେଶେଇବାହାଲ ପଂଚାୟତ ଫଟାଟାଙ୍ଗର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ହେଲେ ଲିଲିମା ରଣା । ଅଭିଯୋଗ ଅନୁଯାୟୀ, ଲିଲିମାଙ୍କ ସ୍ୱାମୀ ରଘୁରଣା ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରିଥିଲେ ।…

କାଖରେ ଝିଅକୁ ଧରି ଏବଂ ସୁଟକେସରେ ସ୍ତ୍ରୀର ଶବକୁ ନେଇ ପୋଡିଦେଲା ସଇତାନ୍‌ ସ୍ୱାମୀ

ଆନ୍ଦ୍ରପ୍ରଦେଶ ତିରୁପତିରୁ ଆସିଛି ହୃଦୟ ଥରାଇବା ଭଳି ଘଟଣା। ସ୍ବାମୀ ନିଜ ସ୍ତ୍ରୀକୁ ମାରି ଆଟାଜରେ ଭର୍ତ୍ତି କରି ସରକାରୀ ହସ୍ପିଟାଲରେ ଫୋପାଡି ଦେଲା। ଖାଲି ଏତିକି ନୁହେଁ, ସୁଟ କେଶରେ ନିଆଁ ଲଗାଇ ଜଳାଇ ଦେଲା ସଇତାନ୍‌ ସ୍ବାମୀ। ପାଖ ପଡୋଶୀ ଓ ସଂପର୍କୀୟଙ୍କୁ କହିଲା କରୋନା ଡେଲଟା ପ୍ଲସରେ…

ଏ କେମିତିକା ସ୍ୱାମୀ ! ନିଜ ସ୍ତ୍ରୀର ତଣ୍ଟି ଚିପି ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି (କେନ୍ୟୁଜ) : ସୈତାନ ସ୍ୱାମୀ । ନିଜ ସ୍ତ୍ରୀକୁ ତଣ୍ଟି ଚିପି ର୍ନିମମ ଭାବେ ହତ୍ୟା କରିଛି ସ୍ୱାମୀ ଜୟରାମ ମାଝୀ । କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଉର୍ମିଳା ମାଝୀ । ବିଭିନ୍ନ ସମୟରେ ଜୟରାମ ଓ ଉର୍ମିଳାଙ୍କ ମଧ୍ୟରେ ଝଗଡା ଲାଗି…

ସମ୍ବଲପୁର ବାହାଲପଡ଼ାରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ, ଘରେ ତାଲା ପକାଇ ସ୍ୱାମୀ ଓ…

ସମ୍ବଲପୁର : ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ । ସମ୍ବଲପୁର ଧନୁପାଲି ଥାନା ବାହାଲପଡ଼ାରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରେ ତାଲା ପକାଇ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକ ଫେରାର ହୋଇଯାଇଛନ୍ତି । ଘର ଭିତରେ ପୋତା ଯାଇଥିବା ସନ୍ଦେହରେ ଏବେ ମାଟି…

ଅନ୍ୟ ବ୍ୟକ୍ତିଙ୍କ ସହ ଫୋନରେ କଥା ହେଉଥିଲେ ପତ୍ନୀ, ଅଲ ଆଉଟ୍ ପିଆଇ ଜୀବନ ନେଲେ ସ୍ୱାମୀ

ତାଜନଗରୀ ଆଗ୍ରାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଅତି ନିର୍ଦ୍ଦୟ ଭାବେ ଗଳାଚିପି ହତ୍ୟା କରିଛନ୍ତି । ଏହାପରେ ଏକ ଖାଲି ପଡିଥିବା ଫ୍ଲାଟରେ ଶବକୁ ଫୋପାଡ଼ି ଫେରାର ହୋଇଯାଇଛନ୍ତି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପତିଙ୍କୁ ଗିରଫ କରିଛି । ପଚରାଉଚୁରା ପରେ ବ୍ୟକ୍ତି ଜଣଙ୍କ ନିଜ ଦୋଷ…

ସୋର: ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍ବାମୀକୁ ଗିରଫ କଲା ପୋଲିସ।

ସୋର: କିଛିଦିନ ତଳେ ସୋର ମ୍ୟୁନିସିପାଲଟି ପାର ମହଲାରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ପୋଲିସ। ସ୍ତ୍ରୀ ବେବି ଖାତୁନକୁ ମାରିସାରିବା ପରେ ସ୍ବାମୀ ସେକ ମଣ୍ଟୁ ନିଜ ବେକ କାଟିଥିଲା।  ସେକ୍ ମଣ୍ଟୁକୁ ଗରୁତର ଅବସ୍ଥାରେ ସୋର…

ପତ୍ନୀ ଏବଂ ତିନି ଛୁଆଙ୍କୁ ହତ୍ୟା କରି ଇଞ୍ଜିନିୟର ଫେରାର, ଭିଡିଓ ସେୟାର କରି କହିଲେ-ମୁଁ ବି କରୁଛି ଆତ୍ମହତ୍ୟା

ଗାଜିଆବାଦ: ଇନ୍ଦିରାପୁରମର ଝାନଖଣ୍ଡରେ ଜଣେ ଇଞ୍ଜିନିୟର ନିଜର ପତ୍ନୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଖବର ଚର୍ଚ୍ଚାକୁ ଆସିଛି । ଇଞ୍ଜିନିୟର ଜଣଙ୍କ ଶନିବାର ରାତି ପ୍ରାୟ ତିନିଟାବେଳେ ଏହି କାଣ୍ଡ ଭିଆଇ ଏକ ବ୍ୟାଗ ନେଇ ଘରୁ ପଳାଇଥିଲେ । ରବିବାର ସଂନ୍ଧ୍ୟାରେ ଇଞ୍ଜିନିୟର…

ଶାଶୁର ମୃତ୍ୟୁରେ ଖୁସି ଥିଲା ବୋହୂ, ଏହା ଦେଖି ପୁଅ କଲା କିଛି ଏମିତି ଯାହାକୁ ଦେଖି ପୋଲିସ ହୋଇଗଲେ ଆଶ୍ଚର୍ଯ୍ୟ

ପଶ୍ଚିମ ମହାରାଷ୍ଟ୍ର କୋଲ୍ହାପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ସ୍ତ୍ରୀଙ୍କୁ ଏଥିପାଇଁ ହତ୍ୟା କରିଦେଲେ କାରଣ ତାଙ୍କୁ ଲାଗିଲା ଯେ ସେ ତାଙ୍କ ମା’ର ମୃତ୍ୟୁରେ ଖୁସି ଅଛି। ଆଜ୍ଞା ହଁ, ସ୍ବାମୀଙ୍କୁ ଏତେ କ୍ରୋଧ ଆସିଲା ଯେ ସେ ନିଜ ସ୍ତ୍ରୀଙ୍କୁ ମୃତ୍ୟୁର ଦ୍ବାରକୁ…