Browsing Tag

husband-wife

ସ୍ୱାମୀକୁ ଭଡ଼ାରେ ଲଗାଇ ସ୍ତ୍ରୀ ଦିନକୁ ରୋଜଗାର କରୁଛନ୍ତି ୭୦୦୦ ରୁ ଅଧିକ ଟଙ୍କା

ଯେତେବେଳେ ଘରର ବଜେଟ୍ କମ୍ ପଡେ, ମହିଳାମାନେ ଅଧିକ ଚିନ୍ତା କରନ୍ତି କିପରି ଘର ଚଳିବ। ଟଙ୍କା ସଞ୍ଚୟ କରିବାର ଓ ରଖିବାର ନୂଆ ଉପାୟ ବାଛନ୍ତି। କିନ୍ତୁ ନିଜ ସ୍ବାମୀଙ୍କୁ ଭଡ଼ା ଲଗାଇ କିଏ ଟଙ୍କା ରୋଜଗାର କରିବା କଥା ଆପଣ କେବେ ଶୁଣିଛନ୍ତି କି ? ହେଲେ ଏମିତି ଦେଖିବାକୁ ମିଳିଛି ଲଣ୍ଡନରେ,…

୫ ଲକ୍ଷ ଟଙ୍କାର ଡିଲ୍‌! ଅବୈଧ ସମ୍ପର୍କକୁ ବିରୋଧ କରୁଥିଲା ବୋଲି…ଘରେ ପଶି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲେ…

ଦିଲ୍ଲୀର ମାଲବୀୟ ନଗର ଥାନା ଅଧୀନ ଶେଖ ସରାୟ ଅଞ୍ଚଳରେ ୩୩ ବର୍ଷୀୟା ଜଣେ ମହିଳାଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସ୍ୱାମୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି କି, ସ୍ୱାମୀଙ୍କ ନିର୍ଦ୍ଦେଶରେ ହିଁ ମହିଳାଙ୍କୁ ହତ୍ୟା କରାଯାଇଛି। ଏଥିପାଇଁ ୫ ଲକ୍ଷ ଟଙ୍କାର ସୁପାରୀ…

‘ଜଲ୍‌ଦି ବନ୍ଦ କରି ଦିଅନ୍ତୁ ଓ୍ଵାର୍କ ଫ୍ରମ୍‌ ହୋମ୍‌, ନ ହେଲେ ଭାଙ୍ଗିଯିବ ଆମ ବିବାହ’; ଜାଣନ୍ତୁ ସ୍ୱାମୀଙ୍କ…

ସୋସିଆଲ ମିଡିଆରେ ଏକ ଚିଠି ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବସ୍‌ଙ୍କ ପାଖକୁ ଲେଖିଛନ୍ତି। ଏହି ଚିଠିରେ ସ୍ତ୍ରୀ, ସ୍ୱାମୀଙ୍କ ବସ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ସ୍ୱାମୀଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌କୁ ଶେଷ କରି ତୁରନ୍ତ ତାଙ୍କୁ ଅଫିସ୍‌ ଡକାନ୍ତୁ।…

ମହାରାଷ୍ଟ୍ର: ରାସ୍ତା ଖରାପ ଯୋଗୁ ଆସିଲାନି ଆମ୍ବୁଲାନ୍ସ, ବେମାର ସ୍ତ୍ରୀକୁ କାନ୍ଧରେ ପକାଇ ଡାକ୍ତରଖାନା ନେଇ ଯାଉଥିଲେ…

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତି ଗଲାଣି, ହେଲେ ଆଜି ବି ଭାରତର କେତେକ ଅଞ୍ଚଳ ଏତେ ପଛୁଆ ରହିଛି ଯେ ଏଠାରେ ଆବଶ୍ୟକ ସୁବିଧା ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିପାରି ନାହିଁ। ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନନ୍ଦୁରବାର ଅଞ୍ଚଳରେ। ଏଠାରେ ରାସ୍ତା ଖରାପ ଥିବା କାରଣରୁ…

ହୃଦୟ ବିଦାରକ! ପୁତ୍ର ସନ୍ତାନ ଜନ୍ମ କଲାନି ବୋଲି ଫୁଟନ୍ତା ପାଣିରେ ସ୍ତ୍ରୀକୁ ଗାଧୋଇ ଦେଲା ସ୍ୱାମୀ, ଦିନ ଦିନ ଧରି ଦେଉ…

ଉତ୍ତର ପ୍ରଦେଶର ଶାହଜହାଁପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ମାନବିକତାର ସବୁ ସୀମା ପାର୍‌ କରି ଦେଇଛନ୍ତି। ଖବରରୁ ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଫୁଟନ୍ତା ତତଲା ପାଣିରେ ଗୋଧାଇ ଦେଇଛନ୍ତି। ଅଭିଯୁକ୍ତ ଜଣକ ସ୍ତ୍ରୀଙ୍କ ଉପରେ ଏଥିପାଇଁ…

ବୃଦ୍ଧ କରୁଥିଲେ ଡିଜେ ଡ୍ୟାନ୍ସ ପଛପଟୁ ବାଡି ଧରି ଆସିଲେ ବୃଦ୍ଧା, ତାପରେ ପରିସ୍ଥିତି କଣ ହେଲା ଆପଣ ନିଜେ ଦେଖନ୍ତୁ

c ତେବେ ଏହି ଫନି ଭିଡିଓ ଦେଖାଇବା ପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ଏହି ଜବରଦସ୍ତ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ବୃଦ୍ଧଙ୍କୁ ଡିଜେ ସଙ୍ଗର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ତେବେ ବୃଦ୍ଧଙ୍କୁ…

ସ୍ତ୍ରୀକୁ ହତ୍ୟା କରି ନଦୀରେ ଭସାଇବାକୁ ଯାଉଥିଲେ ସ୍ୱାମୀ, କିନ୍ତୁ ହେଲା କିଛି ଅଲଗା ନିଜେ ବୁଡି ମଲେ ପାଣିରେ

ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ସବୁବେଳେ ସ୍ତ୍ରୀ ପତ୍ନୀ ଧର୍ମ ପାଳନ କରି ବ୍ରତ ରଖନ୍ତି। କିନ୍ତୁ ସେହି ସ୍ତ୍ରୀ ଯଦି ନ ରୁହେ ତେବେ ବିଚାରୀ ସ୍ୱାମୀଙ୍କ ଲମ୍ବା ଆୟୁଷ ବିଷୟରେ କିଏ ଚିନ୍ତା କରିବ? ଆପଣ ଏମିତି ବହୁତ ମାମାଲା ଦେଖିଥିବେ ଯେ ପ୍ରାଣପ୍ରିୟା ପତ୍ନୀଙ୍କ ମୃତ୍ୟୁର ତୁରନ୍ତ ପରେ…

ବିବାହ ପରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଆସିପାରେ ତିକ୍ତତା

ଉତ୍ତମ ଜୀବନସାଥୀ ମିଳିବା ସବୁ ଭାଗ୍ୟ ଉପରେ ନିର୍ଭର କରିଥାଏ। କିନ୍ତୁ ସମ୍ପର୍କକୁ ଠିକ୍‌ ଭାବେ ନିଭାଇବା ଏବଂ ଏଥିରେ ପ୍ରେମ, ଆକର୍ଷଣ ଓ ମଧୁରତା ବଜାୟ ରଖିବା ଖୋଦ୍‌ ସ୍ୱାମୀସ୍ତ୍ରୀଙ୍କ ହାତରେ ଥାଏ। ହେଲେ ଅନେକ କ୍ଷେତ୍ରରେ ଦେଖାଯାଇଛି, ବିବାହର କିଛି ବର୍ଷ ପରେ ସମ୍ପର୍କରେ ତିକ୍ତତା ଆସିବା…

ସ୍ତ୍ରୀକୁ ସନ୍ଦେହ କରିବା ପଡିଲା ମହଙ୍ଗା : ବିଚ୍‌ ରାସ୍ତାରେ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପତ୍ନୀ

ଉତ୍ତରପ୍ରଦେଶ : କାନପୁରର କିଦବଇନଗରରେ ଏକ ସାମାନ୍ୟ ଘଟଣାକୁ ନେଇ ରାସ୍ତା ଉପରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପଛରେ ଲୁଚି ଲୁଚି ଅନୁସନ୍ଧାନ କରିବା ଫଳରେ ମହିଳା ଜଣକ ରାଗି ଯାଇ ଗାଁ ଲୋକଙ୍କ ସାହାଯ୍ୟ ନେଇ ନିଜ ସ୍ୱାମୀକୁ ଖୁମ୍ଭରେ ବାନ୍ଧି ଧୁମ୍…