ବହିଷ୍କୃତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଘରେ ଡକାୟତି, ଚାକର କରିଥିଲା ଏପରି କାଣ୍ଡ
ବହିଷ୍କୃତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଘରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପୁନେରେ ତାଙ୍କ ଘରେ ଡକାୟତି ହୋଇଛି । ଅଭିଯୋଗ ହୋଇଛି ଯେ ଜଣେ ଘରୋଇ ଚାକର ପୂଜା ଖେଡକରଙ୍କ ପିତାମାତାଙ୍କୁ ଅଚେତ୍ କରି ଦେଇଥିଲେ ଏବଂ ପରେ ତାଙ୍କୁ ବାନ୍ଧି ଡକାୟତି କରିଥିଲେ ।
ଘଟଣାଟି…