Browsing Tag

income tax raid

ନାସିକ ସୁରାଣା ଜୁଏଲର୍ସ ଉପରେ ଆଇଟି ଚଢଉ: ମିଳିଲା ନଗଦ ୨୬ କୋଟି ଟଙ୍କା, ୯୦ କୋଟିର ବେଆଇନ ସମ୍ପତ୍ତି ଦସ୍ତାବିଜ

ମହାରାଷ୍ଟ୍ର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଆୟକର ବିଭାଗର ଚଢଉ । ଏହି ଚଢଉ ସମୟରେ ନଗଦ ୨୬ କୋଟି ଟଙ୍କା ସହିତ ୯୦ କୋଟି ଟଙ୍କାରେ ବେଆଇନ ସମ୍ପତ୍ତି ଦସ୍ତାବିଜ ଜବତ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ମୁତାବକ, ନାସିକର କାନାଡା କର୍ଣ୍ଣର ସ୍ଥିତ…

ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଘରେ ଇନକମ୍ ଟାକ୍ସର ଚଢାଉ, ଜବତ ହେଲା ୨ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଆୟକର ବିଭାଗର ବଡ ଚଢ଼ାଉ । ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଜବତ ହେଲା ଦୁଇ କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱରର ବୁଦ୍ଧେଶ୍ୱରୀ କଲୋନୀର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ…

ବେଙ୍ଗାଲୁରୁରେ ଆୟକର ଚଢ଼ାଉ, ଖଟ ତଳୁ ମିଳିଲା ୪୨ କୋଟି ଟଙ୍କା; ୫ ନିର୍ବାଚନୀ ରାଜ୍ୟରେ ହେବାକୁ ଥିଲା ଫଣ୍ଡିଂ

କୋଟିଏ କି ୨ କୋଟି ନୁହେଁ, ନଗଦ ୪୨ କୋଟି ଟଙ୍କା। ଆୟକର ବିଭାଗ ଚଢ଼ାଉରେ ଖଟ ତଳୁ ମିଳିଛି ୪୨ କୋଟି ଟଙ୍କା। କର୍ଣ୍ଣାଟକରେ ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ରାଶି ଜବତ କରାଯାଇଛି। ବିଭାଗ ପକ୍ଷରୁ ରାଜଧାନୀ ବେଙ୍ଗାଲୁରୁରେ ଚଢ଼ାଉ ବେଳେ ନଗଦ ୪୨ କୋଟି ଟଙ୍କା ଏକ ଫ୍ଲାଟ୍‌ରୁ…

ବଢି ଚାଲିଛି ସପା ନେତା ଆଜମ ଖାନଙ୍କ ଅଢୁଆ, ଆଜମ ଖାନଙ୍କ ୬ଟି ଠିକଣାରେ ଚଢଉ କରିଛି ଆୟକର ବିଭାଗ

ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ପାଇଁ ପୁଣି ବଢିଲା ସମସ୍ୟା । ରାମପୁର ଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆୟକର ବିଭାଗ ଚଢଉ କରିଛି । ଲକ୍ଷ୍ନୌ, ରାମପୁର, ମେରଠ, ଗାଜିଆବାଦ, ସହାରନପୁର, ସୀତାପୁରରେ ଚଢଉ ଜାରି ରହିଛି । ରାଜ୍ୟ…

ଆୟ କୋଟି କୋଟି ହେଲେ ଫାଙ୍କୁଥିଲେ ଟିକସ, ଏବେ ହେଉଛି ରେଡ୍‌

ରାଜନଗର (କେନ୍ୟୁଜ୍‌) : ରାଜନଗର ତାଳଚୁଆ ଅଂଚଳରେ ଆୟକର ବିଭାଗର ବଡ଼ ଚଢ଼ାଉ । ତିନି ଜଣ ପ୍ରମୁଖ ବ୍ୟବସାୟୀଙ୍କ ଘରେ ରେଡ୍‌୍‌ ହୋଇଛି । ମଦନ ଦେବନାଥ, ଅମଲ ପ୍ରଧାନ, ସୁଜେସ ମଣ୍ଡଳଙ୍କ ଘରେ ରେଡ କରାଯାଇଛି । ଏହି ଚଢ଼ାଉ ଗତକାଲି ଭୋର ୫ଟାରୁ ଆଜି ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିଛି ଆୟକର…

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ମତା: ଆୟକର ବିଭାଗର ରେଡ୍ ପରେ ବ୍ୟବସାୟିକ ଅନୁଷ୍ଠାନରେ ଚାଲିଛି ଚଢାଉ

ବରଗଡ଼ (କେନ୍ୟୁଜ): ପଦ୍ମପୁରରେ ରେଡ୍‌ ରାଜନୀତି । ଆଜି ସକାଳେ ଆୟକର ବିଭାଗ ପକ୍ଷରୁ ପଞ୍ଝା ମାରିଥିଲା । ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ରେଡ୍‌ । ଯାହା ପଦ୍ମପୁର ଉପନିର୍ବାଚନ ତାତିକୁ ଆହୁରି ଉଷ୍ଣ କରିଛି । ଜିଏସଟି ଫାଙ୍କିବା ଅଭିଯୋଗରେ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । ପଦ୍ମପୁରରେ…

ଆୟକର ବିଭାଗର ସବୁଠୁ ବଡ ଚଢାଉ, ମାସେ ହେବ ସରୁନି ଟଙ୍କା ଗଣା

ନୂଆଦିଲ୍ଲୀ(କେନ୍ୟୁଜ୍ ) : ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ସ ପ୍ରାଇଭେଟ ଲିମିଟେଡ୍ ପାଲଟିଛି ଆୟକର ବିଭାଗର ଘର । କଥାଟା ବୁଝି ହେଉନଥିଲେ ବି ସତ । ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀ ମାନେ ଏହି ସାବୁନ ଦୋକାନକୁ ନିଜର ଘର ବନାଇ ସାରିଥିବା କହିଲେ…