Browsing Tag

IND vs SA

ଆଜି ହେବ ଭାରତ-ସାଉଥ ଆଫ୍ରିକା ନିର୍ଣ୍ଣାୟକ ମୁକାବିଲା, କର ବା ମର ସ୍ଥିତିରେ ଉଭୟ ଦଳ

ଟି-୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ ଖେଳୁଛି। ସିରିଜ ଏବେ ୧-୧ରେ ବରାବର ରହିଛି। ତେବେ ଆଜି ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ମଧ୍ୟରେ ହେବ ନିର୍ଣ୍ଣାୟକ ଲଢେଇ। ସାଉଥ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ…

ମିଲରଙ୍କୁ ରନଆଉଟ୍‌ କରିବା ପାଇଁ ଚାଲାକି କରି ସଫଳତା ପାଇନଥିଲେ ସିରାଜ, ଏହାକୁ ନେଇ ଫିଲ୍ଡରେ ଅମ୍ପାୟାରଙ୍କ ସହିତ କଲେ…

ରାଞ୍ଚିରେ ରବିବାର ହୋଇଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚକୁ ଭାରତ ସହଜରେ ଜିତିନେଇଥିଲା। ମାତ୍ର ୩ ଓ୍ଵିକେଟ ହରାଇ ଟିମ୍‌ ୪୫.୫ ଓଭରରେ ୨୮୧ ରନ୍‌ କରିଥିଲା ଭାରତ। ତେବେ ଏହି ମ୍ୟାଚରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଫିଲ୍ଡରେ ଥିବା ଅମ୍ପାୟାରଙ୍କ…

ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍‌ ପଡିଲେ ଦୀପକ ଚହର, ଓ୍ଵାଶିଂଟନ ସୁନ୍ଦରଙ୍କୁ ମିଳିଲା ସୁଯୋଗ

ଟିମ୍‌ ଇଣ୍ଡିଆ ଲାଗିଲା ପୁଣି ଏକ ବଡ ଝଟକା। ସାଉଥ ଆଫ୍ରିକା ଦିନିକିଆ ସିରିଜର ବାକି ମ୍ୟାଚ୍‌ ପାଇଁ ଦଳରୁ ବାଦ୍‌ ପଡିଲେ ଦୀପକ ଚହର। ଦୀପକଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହେଲେ ଓ୍ଵାଶିଂଟନ ସୁନ୍ଦର। ଲକ୍ଷ୍ମୌରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ୍ ପୂର୍ବରୁ ଟ୍ରେନିଂ ସମୟରେ ଦୀପକ…

ସିରାଜଙ୍କ ଭୁଲରେ ରାଗିଗଲେ ଦୀପକ ଚହର, ସମସ୍ତଙ୍କ ସାମ୍ନାରେ ଦେଲେ ଗାଳି: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ଦୀପକ ଚହର ପଡିଆରେ ହସ ହସ ଅନ୍ଦାଜରେ ନଜର ଆସିଥାନ୍ତି। କିନ୍ତୁ ଇନ୍ଦୋର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ନଜର ଆସିଥିଲେ। ରାଗରେ ସାଥି ଖେଳାଳି ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ…

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚକୁ ୪୯ ରନରେ ହାରିଲା ଭାରତ, କମାଲ କଲେ ଦକ୍ଷିଣ ଆଫ୍ରିକା ବୋଲର

ଭାରତ ଓ ଦକ୍ଷିଣ ଆଫ୍ରିକା ଶେଷ ତଥା ତୃତୀୟ ଟି -୨୦ ରେ ପରାଜୟର ସାମ୍ନା କରିଛି ଭାରତ। ଦକ୍ଷିଣ ଆଫ୍ରିକା ଟିମ୍ ୪୯ରନରେ ଶେଷ ଟି -୨୦ ମ୍ୟାଚ୍ ଜିତିଛି। ମ୍ୟାଚ୍ ହାରି ମଧ୍ୟ ଟି -୨୦ ସିରଜକୁ ୨-୧ ରେ ଜିତିଛି ଭାରତ। ଦକ୍ଷିଣ ଆଫ୍ରିକା ଟିମର ବିଶାଳ ସ୍କୋରକୁ ପିଛା କରି ପ୍ରଥମରୁ ୱିକେଟ…

ଭାରତ ଏବଂ ସାଉଥ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ ବେଳେ ପଡିଆକୁ ପଶିଲା ସାପ, ୧୦ ମିନିଟ୍‌ ପାଇଁ ହୋଇଥିଲା ମ୍ୟାଚ୍‌…

ଭାରତ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ସମୟରେ ପଡିଆରେ ପଶି ଯାଇଥିଲା ବଡ ସାପ। ଗୌହ୍ଵାଟୀର ବରସାପାରା କ୍ରିକେଟ ଷ୍ଟାଡୟମରେ ମ୍ୟାଚ୍‌ ଚାଲିଥିବା ବେଳେ ହଠାତ୍‌ ପଡିଆ ମଝିକୁ ଏକ ବଡ ସାପ ପଶିଆସିଥିଲା। ସାପକୁ ହଠାତ୍‌ ଦେଖି ଖେଳାଳି ଡରିଯାଇଥିଲେ। ଏଥିପାଇଁ ଖେଳକୁ ମଝିରୁ ୧୦…

ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବର୍ଷିଲା ଚଉକା ଓ ଛକା, ଦ୍ୱିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ

ଦକ୍ଷିଣ  ଆଫ୍ରିକା ବିପକ୍ଷ ଦ୍ଵିତୀୟ ଟି -୨୦ ମ୍ୟାଚ୍ ୧୬ ରନରେ ଜିତିଲା ଭାରତ। ବିଜୟ ସହିତ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମ ଥର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ସିରିଜ୍ ଜିତିଛି ଭାରତ। ମିଲରଙ୍କ ଧୂଆଁଧାର ଅପରାଜିତ ୧୦୬ ରନ…

 ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି -୨୦ ମ୍ୟାଚରେ ହରାଇଲା ଭାରତ, କମାଲ କରି ଦେଖାଇଲେ ଭାରତୀୟ ବୋଲର

ତିରୁଅନନ୍ତପୁରମ ପ୍ରଥମ ଟି-୨୦ କମାଲ ଦେଖାଇଲେ ଭାରତୀୟ ଦଳ । ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ହରାଇଲା ଭାରତ । ୧୦୭ ରନ୍‌ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୨ ଓ୍ଵିକେଟ ହରାଇ ମ୍ୟାଚ ଜିତି ନେଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ରୋହିତ ବାହିନୀ । ଆରମ୍ଭରୁ ବ୍ୟାଟିଂ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ଵାର୍ଡରେ ସାମିଲ ହୋଇନାହାନ୍ତି ସଞ୍ଜୁ ସାମସନ, ହେଲେ ଷ୍ଟାଡିୟମ ବାହାରେ ଫ୍ୟାନ୍ସ…

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍‌ ଥିରୁଅନ୍ତନପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କରାଯିବ। ଏଥିପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଟିମରୁ ସଞ୍ଜୁ ସାମସନ ବାଦ୍‌ ପଡିଛନ୍ତି ହେଲେ ଷ୍ଟାଡିୟମ ବାହାରେ ସଞ୍ଜୁ ସାମସନଙ୍କ…

ଟି-୨୦ ବିଶ୍ୱକପ ପୂର୍ବରୁ ସାଉଥ ଆଫ୍ରିକାକୁ ବଡ ଝଟକା, ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର

ଆଇସିସି ଟି-୨୦ ବିଶ୍ୱକପ୍‌ ପୂର୍ବରୁ ସାଉଥ ଆଫ୍ରିକାଙ୍କୁ ଲାଗିଲା ବଡ ଝଟକା। ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବେ ମାର୍କ ବାଉଚର। ନିଜ ପଦରୁ ଇସ୍ତଫା ଦେବେ ବୋଲି ବାଉଚର ନିଷ୍ପତ୍ତି ନେଇସାରିଛନ୍ତି। କ୍ରିକେଟ ସାଉଥ ଆଫ୍ରିକା ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟ କୋଚ୍‌ ମାର୍କ ବାଉଚର ଅଷ୍ଟ୍ରେଲିଆରେ…

ଆଜି ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ କରିବାର ସୁଯୋଗ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ କେବେ ବି ଜିତିନି ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜର ନିର୍ଣ୍ଣାୟକ ପଞ୍ଚମ ଟି-୨୦ ମ୍ୟାଚ୍‌। ବାଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ମ୍ୟାଚ ଖେଳାଯିବ। ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତିସାରିଛନ୍ତି । ଆଜିର ମ୍ୟାଚ ନିର୍ଣ୍ଣାୟକ ହେବ। ଆଉ ଯଦି ଭାରତୀୟ ଟିମ୍‌ର…

ଦିନେଶ କାର୍ତ୍ତିକ ଏବଂ ଆଭେଶ ଖାନଙ୍କ ପାଇଁ ଏମିତି ମେସେଜ କଲେ ସେହ୍ଵାଗ, ଟ୍ଵିଟରରେ ହେଉଛି ଭାଇରଲ

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଧୂଆଁଦାର ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହ୍ଵାଗ କ୍ରିକେଟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ସତ କିନ୍ତୁ ସୋସିଆଲ ମିଡିଆ ଜରିଆରେ ପିଚ୍‌ରେ ଚଉକା ଛକ୍କା ଲଗାନ୍ତି। ଟିମ୍‌ ଇଣ୍ଡିଆ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ…