Browsing Tag

India Australia test match

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ, ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଜୋଶରେ ଅଛି ଟିମ ଇଣ୍ଡିଆ

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ । ଦିଲ୍ଲୀରେ ନମ୍ବର ଓ୍ଵାନ୍‌ ଓ ନମ୍ବର ଟୁ ଟେଷ୍ଟ ଟିମ୍‌ ମଧ୍ୟରେ ହେବ ଟକ୍କର । ରୋହିତ ଶର୍ମା ବନାମ ପ୍ୟାଟ୍‌ କମିନ୍ସ । ବିଶ୍ୱ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ଏକ ନମ୍ବର ଆଉ ଭାରତ ଦୁଇ ନମ୍ବରରେ ରହିଛି ।…

ଭାରତ ଠାରୁ ହାରିବା ପରେ କଙ୍ଗାରୁ ଦଳକୁ ଆଉ ଏକ ଝଟକା, ଆଇସିସି ଲଗାଇଲା ଭାରି ଜରିମାନା

ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ଖେଳାଯାଉଥିବା ଚାରୋଟି ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ମନ୍ଥର ବୋଲିଂ କରି ଘରୋଇ ଅଷ୍ଟ୍ରେଲିଆ ଦଳ ତଣ୍ଡ ଗଣିଛି। ସ୍ଳୋ ଓଭର ରେଟ ଯୋଗୁଁ ଦଳର ୪୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ ପାଉଣା କାଟି ଜରିମାନା ଆକାରରେ କାଟିଦିଆଯାଇଛି। ଏହାବ୍ୟତୀତ…

ମ୍ୟାଚ୍‌ ଜିତିବାର ସୁଯୋଗ ଏବେ ଟିମ୍‌ ଇଣ୍ଡିଆ ହାତରେ, ଦ୍ୱିତୀୟ ଟେଷ୍ଟ ପ୍ରଥମ ପାଳିରେ ଅଷ୍ଟ୍ରେଲିଆକୁ ୧୩୧ ରନ୍‌ ପଛରେ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅଲଆଉଟ୍‌ ହୋଇଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନ କରି ସବୁ ଓ୍ଵିକେଟ ହରାଇଛି। ଫଳରେ ଅଷ୍ଟ୍ରେଲିୟା ଠାରୁ ଭାରତ ପ୍ରଥମ ପାଳିରେ ୧୩୧ ରନରେ ଆଗୁଆ ରହିଛି। ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ…

ମାନର୍ସ ଲାବୁଶେନଙ୍କୁ ଆଉଟ କରି କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଓ୍ଵିକେଟ ହାସଲ କଲେ ଯୁବ ଖେଳାଳି ମହମ୍ମଦ ଶିରାଜ

ମେଲବର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ ପ୍ରାରମ୍ଭିକ ସ୍ତରରେ କିଛିଟା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତ ପକ୍ଷରୁ ଅଶ୍ମୀନ ଓ ବୁମରା ୨ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି । ପ୍ରଥମେ…

ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ୱିତୀୟ ଟେଷ୍ଟ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ୱିତୀୟ ଟେଷ୍ଟ । ଟସ ଜିତି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଓପନର ସ୍ମିଥ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଭାରତ ପକ୍ଷରୁ ଅଶ୍ମୀନ ଓ ବୁମରା ୨ଟି ଲେଖାଏଁ…

ଆଜିଠୁ ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ , ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇଛନ୍ତି…

ମେଲବର୍ଣ୍ଣ(କେନ୍ୟୁଜ୍) : ଆଜିଠୁ ବକ୍ସିଂ ଡେ ଟେଷ୍ଟ । ମେଲବର୍ଣ୍ଣରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ । ସିରିଜ ୧-୧ରେ ବରାବର ସ୍ଥିତିରେ ରହିଥିବାରୁ ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇଛନ୍ତି । ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ ।…

ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ, ଜିତିବା ପାଇଁ ଭାରତକୁ ଦରକାର ଆଉ ୪ ଓ୍ଵିକେଟ

ଉଦୟପୁର(କେନ୍ୟୁଜ୍) : ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍‌ ଟେଷ୍ଟ । ଆଜି ଶେଷ ଦିନରେ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ଆଉ ୪ ଓ୍ଵିକେଟ ଆବଶ୍ୟକ ରହିଛି । ସେହିପରି ବିଜୟ ପାଇଁ ସଂଘର୍ଷ କରୁଛି ଅଷ୍ଟ୍ରେଲିଆ ଦଳ । ଗତକାଲି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୪ ଓ୍ଵିକେଟ…