Browsing Tag

INDIA-PAKISTAN

ହ୍ୟାଣ୍ଡସେକ୍ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଶେଷରେ ହାତ ମିଳାଇଲେ ଭାରତ-ପାକିସ୍ତାନ ଖେଳାଳି

ଅବଶ୍ୟ କ୍ରିକେଟ୍ ନୁହେଁ ଅନ୍ୟ ଖେଳରେ, ଭାରତ-ପାକିସ୍ତାନ ଖେଳାଳି ଶେଷରେ ହାତ ମିଳାଇଛନ୍ତି । ମାଲେସିଆର ଜୋହରବାରୁ ଠାରେ ଆୟୋଜିତ ସୁଲତାନ ଜୋହର କପ୍ ହକିରେ ପାକିସ୍ତାନ ସହ ମ୍ୟାଚ୍ ବେଳେ ଭାରତୀୟ ଖେଳାଳି ହ୍ୟାଣ୍ଡସେକ କରିଛନ୍ତି । ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଖେଳାଳି ହାତ ମିଳାଇଥିବା ନେଇ…

ଯୁଦ୍ଧ ବନ୍ଦ ଦାବି ଦୋହରାଇଲେ ଆମେରିକା ରାଷ୍ଟ୍ରପତି, ଏହି ଦାବିକୁ ଭିତ୍ତିହୀନ ବୋଲି ଆରମ୍ଭରୁ କହି ଆସିଛି ଭାରତ

ନୂଆଦିଲ୍ଲୀ: ପୁଣି  ଭାରତ- ପାକ୍ ଯୁଦ୍ଧ ବନ୍ଦ ଶ୍ରେୟ ନେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରୟାସ ।  ଯୁଦ୍ଧ ବନ୍ଦ କରିଥିବା ଦାବି ଦୋହରାଇବା ସହ  କହିଛନ୍ତି ଟାରିଫର ଶକ୍ତି ଯୋଗୁଁ  ଏହା ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ଟ୍ରମ୍ପ । ଯଦି ମୋ ପାଖରେ ଟାରିଫର ଶକ୍ତି…

ମହିଳା ବିଶ୍ବକପ୍ ରେ ଆଜି ପାକିସ୍ତାନ ଆଗରେ ଭାରତ ରଖିଛି ୨୪୮ ରନର ଲକ୍ଷ୍ୟ

କଲମ୍ବୋ : ଆଜି ଶ୍ରୀଲଙ୍କା ପ୍ରେମଦାସା ଷ୍ଟାଡିୟମରେ ଚାଲିଛି ଭାରତ-ପାକିସ୍ତାନ ଲଢ଼େଇ । ଆଇସିସି ମହିଳା ବିଶ୍ବକପ୍ ପ୍ରତିଯୋଗିତାର ଆଜିର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ଠିକ୍ ୫୦ ଓଭରରେ ୧୦ ୱିକେଟ୍ ହରାଇ ୨୪୭ ରନ୍ କରିଛି । ଜବାବରେ ୨୪୮ ରନର ବଡ଼ ଲକ୍ଷ୍ୟ ନେଇ ଖେଳୁଥିବା ପାକିସ୍ତାନ…

ଏସିଆ କପ : ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା, ଏଥର ହ୍ୟାଣ୍ଡସେକ୍ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା

ଏସିଆ କପରେ ଆସନ୍ତା ରବିବାର ପୁଣି ଭାରତ-ପାକିସ୍ତାନ ମୁକାବିଲା । ସୁପର ଫୋରରେ ମୁହାଁମୁହିଁ ହେବେ ଦୁଇ ଦଳ । ଏଥର ହ୍ୟାଣ୍ଡସେକ୍ ହେବ କି ନାହିଁ, ତାକୁ ନେଇ ଚର୍ଚ୍ଚା । ହ୍ୟାଣ୍ଡସେକ୍ ନ ହେବାରୁ ଗ୍ରୁପ-ଏର ଲିଗ ପର୍ଯ୍ୟୟ ମ୍ୟାଚ୍ ବିବାଦ ପୂର୍ଣ୍ଣ ଥିଲା । ଗତ ରରିବାର ପାକିସ୍ତାନକୁ ହରାଇ ବଡ଼…

ମେ’ ୧୪ ଯାଏଁ ୩୨ ବିମାନବନ୍ଦର ବନ୍ଦ, ଯାତ୍ରୀଙ୍କ ପାଇଁ ନୂଆ ଆଡଭାଇଜରି ଜାରି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଉତ୍ତେଜନା ମଧ୍ୟରେ ଏବେ ଦେଶରେ ୩୨ଟି ବିମାନବନ୍ଦର ବନ୍ଦ ରହିଛି। ଏହି ବିମାନବନ୍ଦର ଆସନ୍ତା ମେ’ ୧୪ ତାରିଖ ସକାଳ ସାଢେ ୫ଟା ଯାଏଁ ପର୍ଯ୍ୟନ୍ତ ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ…

ମହିଳା ଟି-୨୦ ଏସିଆ କପ୍‌: ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ପାକସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ । ମହିଳା ଏସିଆ କପ ଟି-୨୦ କିରେଟରେ ପାକିସ୍ତାନକୁ ୭ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ କରି ଅଲଆଉଟ ହୋଇଯାଇଥିଲା । ଜବାବରେ ୧୦୯ ରନର ବିଜୟ ଲକ୍ଷ୍ୟକୁ ପିଛା…

ଭାରତରୁ ଉଡି ପାକିସ୍ତାନରେ ପଡିଲା ଏହି ବିଚିତ୍ର ବସ୍ତୁ : ପାକ୍ ସେନା ଦେଲା ଏପରି ମନ୍ତବ୍ୟ

ନୂଆଦିଲ୍ଲୀ : ଗୁରୁବାର ଦିନ ପାକିସ୍ତାନୀ ସେନା ଦାବି କରିଛି ଯେ ପଞ୍ଜାବ ପ୍ରଦେଶର ଖାନୱାଲ ଜିଲ୍ଲାର ମିଆନ ଚାନ୍ନୁରେ ଭାରତରୁ ଉଡିଆସିଥିବା ଏକ ବସ୍ତୁ ଖସିପଡି ଧ୍ୱଂସ ହୋଇଯାଇଛି। ମାର୍ଚ୍ଚ ୯, ବୁଧବାର ଦିନ ସନ୍ଧ୍ୟା ୭ଟା ବେଳେ ଏହି ଘଟଣା ଘଟିଛି।ପାକିସ୍ତାନୀ ସେନାର ମୁଖପାତ୍ର ମେଜର ଜେନେରାଲ…

ଆଫଗାନିସ୍ତାନ ପରେ ଜମ୍ମୁ କାଶ୍ମୀର ଉପରେ ନଜର ରଖିଛି ପାକିସ୍ତାନ, ସୀମାରେ ସକ୍ରିୟ ଅଛନ୍ତି ୨୦୦ ଆତଙ୍କୀ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଖେଳିବା ପରେ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇ ଏବେ ରହିଛି ଚର୍ଚ୍ଚାରେ। କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁଯାୟୀ,…

ଭାରତ ସୀମାରେ ପାକିସ୍ତାନର ଟ୍ୟାଙ୍କ ଓ ଏସ୍‌ଏସ୍‌ଜି କମାଣ୍ଡୋ, ଜବାବ ଦେବାକୁ ତୟାର ସେନା

ନୂଆଦିଲ୍ଲୀ : ସବୁବେଳେ କର୍ମ ଖରାପ, ସବୁବେଳେ ଚିନ୍ତାଧାରା ବି ଖରାପ । ତେଣୁ ଭାରତ ସୀମାରେ କିଛି ନା କିଛି ସମସ୍ୟା ସୃଷ୍ଟି କରି ଆସୁଛି ପାକିସ୍ତାନ । ନିୟମିତ ଭାବେ ଯୁଦ୍ଧ ବିରତି ଉଲ୍ଲଂଘନ କରିବା, ଆତଙ୍କବାଦୀଙ୍କୁ ଭାରତ ଭିତରେ ଅନୁପ୍ରବେଶ କରାଇବା ଆଦି ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ…

ଫୁଙ୍ଗୁଳା ପାଦ ଆଉ ରଙ୍ଗହୀନ ଚେହେରା, ବିଭାଜନ ସମୟରେ ଦେଖନ୍ତୁ କେମିତି ପାକିସ୍ତାନରୁ ହିନ୍ଦୁସ୍ତାନ ଆସିଥିଲେ ଲୋକ

ପ୍ରାୟ ୨୦୦ ବର୍ଷ ଶାସନ ପରେ ଇଂରେଜ କବଳରୁ ମୁକ୍ତ ହୋଇଥିଲା ଭାରତ । ହେଲେ ଯିବା ପୂର୍ବରୁ ବି ବଡ଼ ଧରଣର ଷଡଯନ୍ତ୍ର ରଚିଯାଇଥିଲେ ଇଂରେଜ । କିଛି ଏମିତି ଚକ୍ରାନ୍ତ କରିଯାଇଥିଲେ ଯେ ସ୍ୱାଧୀନତାର ଖୁସି ପାଇଁ ଆମକୁ ବିଭାଜନ ପରି ବଡ ମୂଲ୍ୟ ଦେବାକୁ ପଡିଥିଲା । ଅଖଣ୍ଡ ଭାରତ ବିଭାଜିତ ହୋଇଥିଲା…

ପଡୋଶୀ ପାକିସ୍ତାନକୁ ସପୋର୍ଟ କଲେ ଭାରତୀୟ ପ୍ରଶଂସକ, ସୋସିଆଲ ମିଡିଆରେ ଫଟୋ ହେଉଛି ଭାଇରାଲ୍

ନୂଆଦିଲ୍ଲୀ : ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେତେବେଳେ ଦୁଇ ଦେଶର ଫ୍ୟାନ୍ସଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ଫ୍ୟାନମାନେ ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା…

ପାକିସ୍ତାନରେ ଖତ ଖାଉଛି ଭାରତର ହଜାରେ କୋଟିର ସମ୍ପତ୍ତି

‘କାରଓ୍ଵାଁ’ ପତ୍ରିକାରେ ଦିଆଯାଇଥିବା ତଥ୍ୟ ଅନୁସାରେ କରାଚିରେ ଭାରତ ସରକାରଙ୍କ ୩ଟି ନୁହେଁ ବରଂ ୬ଟି ସ୍ଥାନରେ ସମ୍ପତ୍ତି ଅଛି । ଏହି ସମ୍ପତ୍ତି ଗୁଡିକ ରହିଛି ଫାତିମା ରୋଡସ୍ଥିତ ଇଣ୍ଡିଆ ହାଉସ୍‌, ୬୩-କ୍ଲିଫଟନର ଇଣ୍ଡିଆ ଲଜ୍‌, ୪୨-୪୩ କ୍ୟୁରୀରୋଡ୍‌ରେ ହିନ୍ଦୁସ୍ତାନ କୋର୍ଟ, ମ୍ୟାକନିଲ…