Browsing Tag

India

ଇଜ୍‌ ଅଫ ଡୁଇଙ୍ଗ ବିଜିନେସ୍‌ ର‍୍ୟାଙ୍କ, ୭୭ତମ ସ୍ଥାନରେ ଭାରତ 

ନୂଆଦିଲ୍ଲୀ : ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ ତାଲିକାର ୭୭ତମ ସ୍ଥାନରେ ଭାରତ । ତାଲିକାର ୨୩ଟି ସ୍ଥାନ ଉପରକୁ ଉଠି ଭାରତ ୭୭ତମ ସ୍ଥାନରେ ପହଞ୍ଚିଛି । ୧୯୦ଟି ଦେଶ ଭିତରେ ଭାରତ ଏହି ସଫଳତା ହାସଲ କରିଛି । ଏଥିସହ ପ୍ରଥମ ଥର ପାଇଁ ଓ୍ଵାର୍ଲଡ ବ୍ୟାଙ୍କର ଇଜ୍‌ ଅଫ ଡୁଇଙ୍ଗ ବିଜନେସ ର‍୍ୟାଙ୍କରେ…

ଭୋକିଲା ଭାରତ, ଗତବର୍ଷ ଅପେକ୍ଷା ବଢ଼ିଲା ଭୋକିଲାଙ୍କ ସଂଖ୍ଯା

ନୂଆଦିଲ୍ଲୀ : ଭାରତରେ ବଢୁଛନ୍ତି ଭୋକିଲା । ଗତବର୍ଷ ଅପେକ୍ଷା ଏବର୍ଷ ଦେଶରେ ଭୋକିଲାଙ୍କ ସଂଖ୍ୟା ଅଧିକ । ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସକୁ ଏକଥା ସୃଷ୍ଟ ହୋଇଛି । ନିକଟରେ ଆସିଛି ବର୍ଷ ୨୦୧୮ ପାଇଁ ଗ୍ଲୋବାଲ୍‌ ହଙ୍ଗର ଇଣ୍ଡେକ୍ସ । ଏଥିରେ ଭାରତର ସ୍ଥାନ ରହିଛି ୧୦୩ । ଗତବର୍ଷ ଗ୍ଲୋବାଲ୍‌…

 ଭାରତରେ ବିକ୍ରି ହେଉଥିବା ଏହି ଜିନିଷ ଅନ୍ଯ ଦେଶରେ ହୋଇଛି ବ୍ଯାନ୍

ଭାରତ ଏବେ ଏତିକି ସକ୍ଷମ ହୋଇଗଲାଣି କି ତାହାକୁ ଅନ୍ଯ ସମସ୍ତ ଦେଶ ପ୍ରତିଯୋଗୀ ଭାବେ ଦେଖୁଛନ୍ତି। ଏପରି ମଧ୍ୟ କୁହାଯାଉଛି ଆଗାମୀ ସମୟରେ ଭାରତ ଅର୍ଥନୈତିକ ସ୍ତରରେ ଚାଇନାକୁ ମଧ୍ୟ ପଛରେ ପକାଇଦେବ। ଏକ ସମୟ ଥିଲା ଯେବେ ଭାରତକୁ ପଛୁଆ ରାଷ୍ଟ୍ର ଭାବେ ଦେଖାଯାଉଥିଲା। କିନ୍ତୁ ଏବେ ସମୟ ବଦଳି…

ଏସିଆ କପରେ ଆଜି ହାଇଭୋଲଟେଜ୍ ମୁକାବିଲା, ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ

ଦୁବାଇ : ସୁପର ସଣ୍ଡେରେ ସୁପର ମୁକାବିଲା । ଏସିଆ କପରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଗତ ମ୍ୟାଚରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ପାକିସ୍ତାନ । ସମସ୍ତ…

ବର୍ଷେ ପରେ କାଲି ଭାରତ-ପାକ୍ ଫାଇଟ୍, ଦୁବାଇରେ ୧୨ ବର୍ଷ ପରେ

ନୂଆଦିଲ୍ଳୀ : ଆସନ୍ତାକାଲି ଏସିଆ କପରେ ହାଇଭୋଲଟେଜ୍‌ ମୁକାବିଲା । ଭାରତ-ପାକିସ୍ତାନ ମୁକାବିଲା । ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହେଉଛନ୍ତି ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଉଭୟ ଦଳରେ ଅଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ…

ବିପଦରେ ଭାରତ : ପରମାଣୁ ହତିୟାର୍ ତିଆରି କରିବା ରେସରେ ହିନ୍ଦୁସ୍ତାନକୁ ଟପିଲା ପାକିସ୍ତାନ

ବିପଦରେ ଭାରତ । ପରମାଣୁ ହତିୟାର୍ ତିଆରି କରିବା ରେସରେ ଭାରତକୁ ଟପିଲା ପାକିସ୍ତାନ । ଏହି ମାମଲାରେ ବିଶ୍ବରେ ଭାରତର ସ୍ଥାନ ୭ ନମ୍ବରରେ ଥିବା ବେଳେ ପାକିସ୍ତାନ ରହିଛି ୬ ନମ୍ବରରେ । ପରମାଣୁ ହତିୟାର୍ ବିକାଶ କରିବାରେ ଲାଗିଛି ପଡୋଶୀ ପାକିସ୍ତାନ । ଅନେକ ଏଜେନ୍ସିଙ୍କ ମୂତାବକ…

ଭାରତରେ ଜନ୍ମ ଦୈନନ୍ଦିନ ବ୍ୟବହାର ଜିନିଷ , ଯାହା ଆପଣଙ୍କୁ ମଧ୍ୟ ନଥିବ ଜଣା

ପୌରାଣିକ ତଥ୍ୟ ଏବଂ ସଂସ୍କୃତିର ଅନେକ ଝଲକ ଭାରତରେ ଦେଖିବାକୁ ମିଳିଥାଏ। ଏପରିକି ଇଂରାଜୀର ଅନେକ ଶବ୍ଦର ଆରମ୍ଭ ମଧ୍ୟ ସଂସ୍କୃତରୁ ସୃଷ୍ଟି ହୋଇଥିବା ପ୍ରାମଣିତ ହୋଇସାରିଛି। ତେବେ ଆପଣ ଜାଣିଛନ୍ତି କି ଦେଶବିଦେଶରେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଏପରି ଅନେକ ଜିନିଷ ରହିଛି ଯାହାର…

ଜଣେ ହିନ୍ଦୁ ଜଣେ ମୁସଲମାନ୍ ! କିଏ ସେହି ଦୁଇ ବ୍ୟକ୍ତି ଯିଏ କରିଥିଲେ ହିନ୍ଦୁସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପତ୍ତି…

ଭାରତ ସ୍ୱାଧୀନତା ପାଇବାର ୭୧ ବର୍ଷ ପୁରା ହେଉଛି । ଏହି ସମୟ ଭିତରେ ଦେଶ ଅନେକ ଉତ୍ଥାନ ପତନର ସାମ୍ନା କରିଛି । ରାଜନୀତି, ଅର୍ଥନୀତି କ୍ଷେତ୍ରରେ ଦେଶ ଆଗକୁ ଯାଇଛି । ଆଜି ସାରା ବିଶ୍ୱରେ ଅନ୍ୟ ଦେଶମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆହୋଇପାରୁଛି ଆମ ଦେଶ । ଲମ୍ବା ସଂଘର୍ଷ ପରେ ଇଂରେଜଙ୍କ…

ସ୍ବାଧୀନତା ପୂର୍ବରୁ ଭାରତର ନିଜର ନଥିଲା ନିର୍ଦ୍ଧିଷ୍ଟ ପତାକା : କିଛି ଏଭଳି ଭାବରେ ବଦଳୁଥିଲା ଦେଶର ଜାତୀୟ ପତାକା

ଆଉ କିଛି ଦିନ ପରେ ଭାରତ ପାଳିବ ଏହାର ୭୨ତମ ସ୍ବାଧୀନତା ଦିବସ । ସାରା ଦେଶରେ ଉଡିବ ତ୍ରିରଙ୍ଗା । ହେଲେ କଣ ଆପଣ ଜାଣନ୍ତି ସ୍ବାଧୀନତା ପୂର୍ବରୁ ଭାରତର ନିଜର କୌଣସି ନିର୍ଦ୍ଧିଷ୍ଟ ପତାକା ନଥିଲା । ସେତେବେଳେ କ୍ରାନ୍ତିକାରୀ ନିଜ ମୁତାବକ ସମୟ ଅନୁସାରେ ଅଲଗା ଅଲଗା ପତାକା ଉଡାଉଥିଲେ । ୧୫…

ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ଭାଲେନ୍ସିଆ : ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଶେଷରେ ଏକ ବଡ଼ ସଫଳତା ହାସଲ କରିଛି ଭାରତ । ସେ ଜୁନିୟର ହେଉ ପଛେ ଏକ ବୃହତ୍‌ ବିଜୟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତୀୟ ଦଳ । ଭାଲେନ୍ସିଆରେ ଖେଳା ଯାଉଥିବା ୨୦ ବର୍ଷରୁ କମ୍‌ କୋଟିଫ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ଭାରତ ଛଅ ଥର…

ଭାରତ ସହ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା : ଆଦିଲ ରସିଦଙ୍କୁ ଡାକରା

ଆସନ୍ତା ଅଗଷ୍ଟ ୧ ତାରିଖରୁ ଏଜବାଷ୍ଟନରେ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ । ଏଥିଲାଗି ଇଂଲଣ୍ଡ ଦଳ ଘୋଷଣା ହୋଇଛି । ୨୦୧୬ରେ ଭାରତରେ ସିରିଜ୍‌ ଖେଳିବା ପରେ ପ୍ରଥମଥର ଲାଗି ଦଳରେ ସାମିଲ ହୋଇଛନ୍ତି ସ୍ପିନର ଆଦିଲ ରସିଦ । ସେହିପରି ମୋଇନ୍‌ ଅଲୀ ମଧ୍ୟ ଦଳକୁ ଫେରିଛନ୍ତି । ୧୩…

ଇତିହାସର ଆଇନାରେ ଜୁଲାଇ ୧୫ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୬୬୨ : ଦ୍ବିତୀୟ କିଙ୍ଗ୍ ଚାର୍ଲ୍ସ  ଲଣ୍ଡନରେ ରୟାଲ୍ ସୋସାଇଟିକୁ ଅଧିନିୟମ କରିଥିଲେ ୧୭୯୫ : ମାର୍ସେଲିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା ୧୮୬୪ : ଆମେରିକାରେ କଏଦୀ ମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ୬୫ ଜଣଙ୍କ…