ଇଣ୍ଡିଆନ କୋଷ୍ଟ ଗାର୍ଡରେ ଅଫିସର ହେବା ପାଇଁ ସୁବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ
ଯଦି ଆପଣ ସମୁଦ୍ର ସୀମା ସୁରକ୍ଷାରେ ବା ଜଳ ବାହିନୀରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ବର୍ତ୍ତମାନ ଭାରତୀୟ ତଟରକ୍ଷ ବାହିନୀ(Indian Coast guard)ରେ ସାମିଲ ହେବାକୁ ବଡ଼ ସୁଯୋଗ ରହିଛି । ତଟରକ୍ଷ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ବ୍ୟାଚ…