ସୁନ୍ଦର ଦେଖାଯିବା ପାଇଁ ଘର ବିକିଲେ ମହିଳା, ସେହି ଟଙ୍କାରେ କଲେ ପ୍ଲାଷ୍ଟିକ ସର୍ଜରୀ
ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ ନିଜ ଫିଗରକୁ ନେଇ ବହୁତ ସଚେତନ ରହୁଛନ୍ତି । ଏଥିପାଇଁ ଲୋକମାନେ ନିଜ ଫିଗର ଠିକ୍ କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାଯ୍ୟ ନେଉଛନ୍ତି । ଯେଉଁ ଲୋକମାନେ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି, ସେମାନେ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି ।
କିଛି ଦିନ…