Below header
Browsing Tag

international news

ପୋଷା କୁକୁରକୁ କାର୍‌ ଭିତରେ ବନ୍ଦ କରି ଚାଲିଗଲେ ମାଲିକ, ତା’ ପରେ ହେଲା କ’ଣ? ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଲାଗୁଛି, ଏକ କୁକୁରର ମାଲିକ କୁକୁରଟିକୁ କାର ଭିତରେ ବନ୍ଦ କରି କୁଆଡ଼େ ଚାଲିଯାଇଛନ୍ତି। ଏହାପରେ ଡଗି ଏତେ ଜୋର୍‌ରେ ହର୍ନ ମାରୁଛି ଯେ ଶେଷରେ ମାଲିକକୁ ହର୍ନ ଶବ୍ଦ ଶୁଣି ଦୌଡ଼ି ଆସିବାକୁ ପଡ଼ିଛି।…

ଇରାନ୍‌-ଆମେରିକା ଯୁଦ୍ଧ ସଙ୍କଟ: ଭାରତୀୟଙ୍କୁ ସାବଧାନ ରହିବାକୁ ସତର୍କ କଲା ବୈଦେଶିକ ମନ୍ତ୍ରାଳୟ, ସବୁ କିଛି ହୋଇପାରେ…

ଇରାକ୍‌ରେ ଥିବା ଆମେରିକାର ସାମରିକ ଘାଟି ଉପରେ ୧ ଡର୍ଜନେରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ ପରେ ଭାରତ ସମେତ ଦୁନିଆର ସମସ୍ତ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଏଭଳି ସଙ୍କଟ ଯୋଗୁ ଭାରତରେ ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସହ ସୁନା ଏବଂ ବିମାନ ଭଡ଼ା ମଧ୍ୟ ବୃଦ୍ଧି ଘଟିପାରେ। ଅଶୋଧିତ…

ସୁଇମିଂ ପୁଲ୍‌ ଭିତରେ ପଶିଗଲା କାର୍‌, ସୋସିଆଲ ମିଡିଆରେ ୟୁଜର ଦେଲେ ଏମିତି କମେଣ୍ଟ

ଫ୍ଲୋରିଡାର ଏକ ହୋଟେଲ ସୁଇମିଂ ପୁଲ୍‌ରେ ବୁଡ଼ିଯାଇଥିବା ଏକ କାର୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହି ବିଚିତ୍ର ଘଟଣାକୁ ଦେଖିଲେ ଆପଣ ବି ଆପଣଙ୍କ ହସ ରୋକିପାରିବେ ନାହିଁ। େଓ୍ଵଷ୍ଟ ପାମ୍‌ ବିଚ୍‌ ପୋଲିସ ଟିମ୍‌ ୪ ଜାନୁୟାରୀରେ ଫେସ୍‌ବୁକରେ ଏହି ଫଟୋଗୁଡ଼ିକୁ ଶେୟାର…

ଏୟାରପୋର୍ଟର ୱେଟିଂ ଏରିଆରେ ବସି ବସି ଅଶ୍ଳୀଳ ଢଙ୍ଗରେ ପରିସ୍ରା କଲେ ଯାତ୍ରୀ, ଦେଖନ୍ତୁ ଭାଇରାଲ ଭିଡିଓ

ଅନେକ ସମୟରେ ବିମାନ ଯାତ୍ରା ସମୟରେ ଅଜବ କଥା ସବୁ ଶୁଣିବାକୁ ମିଳେ। ଏମିତି ହିଁ ଏକ ଖବର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜଣେ ବ୍ୟକ୍ତି ଏକ ଏୟାରପୋର୍ଟ ଟର୍ମିନାଲରେ ଥିବା ୱେଟିଂ ଏରିଆରେ ବସି ସର୍ବସମ୍ମୁଖରେ ଅଶ୍ଳୀଳ ଢଙ୍ଗରେ ପରିସ୍ରା କରୁଛନ୍ତି। ସେଠାରେ ଉପସ୍ଥିତ କିଛି ଲୋକ…

ମହିଳା ଶ୍ରଦ୍ଧାଳୁ ହାତ ଭିଡ଼ି ଦେବାରୁ ରାଗରେ ଜଳିଉଠିଲେ ପୋପ୍‌, କଲେ ଏଭଳି କାମ, ଭିଡିଓ ଭାଇରାଲ

ଇସାଇ ଧର୍ମରେ ତାଙ୍କ ଧର୍ମଦେବତାଙ୍କ ଉପରେ ପୋପ୍‌ଙ୍କୁ ହିଁ ସର୍ବୋଚ୍ଚ ବୋଲି ବିଶ୍ୱାସ କରାଯାଏ। ପୋପ୍‌ଙ୍କ ଏକ ଝଲକ୍‌ ପାଇବାକୁ ଲୋକେ ଆତୁର ହୋଇ ରହିଥାଆନ୍ତି। ତାଙ୍କୁ ଶ୍ରଦ୍ଧାଳୁମାନେ ଶାଳୀନ ଏବଂ ସୋମ୍ୟ ବୋଲି ବୁଝିଥାଆନ୍ତି। କିନ୍ତୁ ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ…

ଏମିତି ବି ଆସେ ମୃତ୍ୟୁ: ଲୋକଙ୍କୁ ହେଲ୍‌ଥ ଟିପ୍ସ ଦେଉ ଦେଉ ମଞ୍ଚରେ ଟଳିପଡ଼ିଲେ କମ୍ପାନୀର ସିଇଓ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କମ୍ପାନୀର ଚେୟାରମ୍ୟାନ୍‌ ଷ୍ଟେଜ୍‌ରେ ଲମ୍ବା ଜୀବନ ଜିଇଁବାର ଟିପ୍ସ ଦେଉଥିବା ବେଳେ ହଠାତ୍‌ ତାଙ୍କର ମୃତ୍ୟୁ ଘଟୁଛି। ଘଟଣାଟି ଚୀନ୍‌ର। ଏଠାକାର ଏକ ହେଲ୍‌ଥ କମ୍ପାନୀର ୬୫…

ଲୋକଙ୍କ ହୃଦୟ ଭାଙ୍ଗିଲେ ଜଳିଉଠିଥାଏ ଏହି ବଲ୍‌ବ, ଜାଣନ୍ତୁ କେଉଁ ଦେଶ ଆବିଷ୍କାର କଲା ଏଭଳି ଅଦ୍ଭୁତ ଟେକ୍ନୋଲୋଜି

ଆଜିକାଲି ନୂତନ ଟେକ୍ନୋଲୋଜି ଦ୍ୱାରା ଗୋଟିଏ ପରେ ଗୋଟିଏ ଆବିଷ୍କାର କରାଯାଉଛି, ଯେପରି ଲୋକଙ୍କ ଜୀବନ ଆହୁରି ଆରାମଦାୟକ ହୋଇପାରିବ। କିନ୍ତୁ କେବେ କେବେ ଏମିତି ବି ଜିନିଷର ଆବିଷ୍କାର କରାଯାଏ, ଯାହା ବିଷୟରେ ଶୁଣିଲେ ଆମେ ଆଶ୍ଚଯ୍ୟର୍ ହୋଇ ରହିଯାଉ। ଏମିତି ଏକ ବଲ୍‌ବ ଏବେ ସୋସିଆଲ ମିଡିଆରେ…

କ୍ରିସ୍‌ମାସ ପୂର୍ବରୁ ଲାଗିଲା ମା’, ବାପାଙ୍କୁ ଝଟ୍‌କା, ପିଲାମାନେ ମଜାରେ ମଜାରେ କରିନେଲେ ହଜାର ହଜାର ଟଙ୍କାର ଶପିଂ!

କ୍ରିସ୍‌ମାସକୁ ଆଉ ମାତ୍ର ୩ ଦିନ ରହିଲା। ଏହି ଖାସ୍‌ ଦିନଟି କୁନି କୁନି ପିଲାଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। କାରଣ, ଏହି ଦିନ ସେମାନଙ୍କ ବାପା, ମା’, ବନ୍ଧୁବାନ୍ଧବ, ନିକଟ ସମ୍ପର୍କୀୟମାନେ ସାନ୍ତାକ୍ଲଜ ହୋଇ ସେମାନଙ୍କ ଲାଗି ପସନ୍ଦର ଗିଫ୍ଟସବୁ ଆଣିଦିଅନ୍ତି। ଏହା ଏମିତି ଏକ ଉତ୍ସବ,…

ବିଲେଇର ପିଛା କରି ଗଛ ଉପରକୁ ଚଢ଼ିଗଲା ଜର୍ମାନ ଶେଫର୍ଡ, ତା’ ପରେ ହେଲା ଏମିତି କିଛି, ହସିବାକୁ ଲାଗିଲେ ରେସ୍‌କ୍ୟୁ…

ଆମେରିକାର କାଲିଫର୍ଣ୍ଣିଆରେ ଲେଥ୍ରୋପ୍‌ ମେଣ୍ଟେକା ଫାୟାର୍‌ ଡିଷ୍ଟ୍ରିକ୍ଟର ଏକ ଫେସ୍‌ବୁକ ପୋଷ୍ଟ୍‍ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟକୁ ଦେଖି ୟୁଜରମାନଙ୍କୁ ଖୁବ୍‌ ମଜା ଆସୁଛି। ଏପରି କି, ଆପଣ ମଧ୍ୟ ପୋଷ୍ଟଟିକୁ ଦେଖିଲେ, ନିଜର ହସକୁ କେଣ୍ଟ୍ରାଲ କରିପାରିବେ ନାହିଁ। ଫେସ୍‌ବୁକରେ…

ଆମେରିକାରେ ୭ ମାସର ଶିଶୁ ହେଲେ ମେୟର, ପାଟିରୁ ଲାଳ ଗଡ଼ୁଥିବା ବେଳେ ନେଲେ ଶପଥ!

ଜଣେ ସବୁଠାରୁ କମ୍‌ ବୟସର ମେୟର କେତେ ବର୍ଷର ହୋଇପାରେ? ଅତି କମ୍‌ରେ ୨୫ରୁ ୩୦ ବର୍ଷ। କିନ୍ତୁ ଆମେରିକାର ଟେକ୍ସସ୍‌ ସହରରେ ଜଣେ ୭ ମାସର ଶିଶୁ ମେୟର ହୋଇପାରିଛି। ଶିଶୁଟିର ନାଁ ‘ଓି୍ଵଲିୟମ୍‌ ଚାର୍ଲସ ଚାର୍ଲି ମେକାମିଲିୟନ୍‌’। ତାଙ୍କୁ ହ୍ଵାଇଟ୍‌ ହଲ୍‌ର ମେୟର କରାଯାଇଛି। ଏହି ଶିଶୁ…

ପାକିସ୍ତାନୀ ଟିକ୍‌ ଟକ୍‌ ଷ୍ଟାର୍‌ ମଲ୍‌ ଭିତରେ ଖାଇଲେ ଛେଚା, ଯୁବକମାନେ ମାରିଲେ ଲାତ! ଦେଖନ୍ତୁ ଭିଡିଓ

ପାକିସ୍ତାନର ଟିକ୍‌ ଟକ୍‌ ଷ୍ଟାର୍‌ ହରିମ୍‌ ଶାହ ପୁଣିଥରେ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥର ସେ ନିଜ ଭିଡିଓ ଯୋଗୁ ନୁହେଁ, ବରଂ ମାଡ଼ ମରାଯିବା କାରଣରୁ ଚର୍ଚ୍ଚାକୁ ଆସିଛନ୍ତି। ହରିମ୍‌ ନିଜେ ଭିଡିଓରେ ଏ ନେଇ ସୂଚନା ଦେଇଛନ୍ତି। ଦୁବାଇରେ ଲୋକେ କିଭଳି ତାଙ୍କୁ ପିଟିଛନ୍ତି ଏବଂ ଲାତ ମାରିଛନ୍ତି,…

ଗରମରେ ଛଟପଟ ହେଉଛନ୍ତି ଏହି ଦେଶର ଲୋକେ, ବିନା ଷ୍ଟୋଭ୍‌ରେ କାର୍‌ ଭିତରେ ସିଝୁଛି ମାଂସ!

ଉତ୍ତର ଭାରତରେ ଯେଉଁଠି ଲୋକେ ଥଣ୍ଡାରେ ଥରୁଛନ୍ତି, ସେଠି ଅଷ୍ଟ୍ରେଲିଆରେ ଲୋକେ ଗରମରେ ଛଟପଟ ହେଉଛନ୍ତି। ଭାରତରେ ଶୀତ ପ୍ରଚଣ୍ଡ ରୂପ ଧାରଣ କରିଥିବା ବେଳେ ସେଠି ପ୍ରବଳ ରାତି ସମସ୍ତ ରେକର୍ଡ ଭାଙ୍ଗିଦେଇଛି। ଅଷ୍ଟ୍ରେଲିଆରେ ଏତେ ଗରମ ଅନୁଭୂତ ହେଉଛି ଯେ ଲୋକେ ନିଜ କାର୍‌ ସିଟ୍‌ରେ ମାଂସ…