Below header
Browsing Tag

international news

ଲଣ୍ଡନରେ ସିରିୟଲ ସେକ୍ସ ଆକ୍ରମଣକାରୀର ଉତ୍ପାତ, ପଛେ ପଛେ ଆସି ମହିଳାଙ୍କୁ କରୁଛି ଶିକାର; ଗୋଟିଏ ମାସରେ ୭ ମହିଳା…

କିଛିଦିନ ହେବ ଲଣ୍ଡନରେ ସିରିୟଲ୍‌ ସେକ୍ସ ଆକ୍ରମଣକାରୀର ଉତ୍ପାତ ବଢ଼ି ଯାଇଛି। ସେ ବିଭିନ୍ନ ସ୍ଥାନରେ ଆତଙ୍କରାଜ ଚଳାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣକାରୀକୁ ଧରିବା ପାଇଁ ପୋଲିସ ସଜାଗ ରହିଥିବା ବେଳେ ଏ ପର୍ଯ୍ୟନ୍ତ କିନ୍ତୁ କୌଣସି ବି ସୂଚନା ମିଳିପାରି ନାହିଁ। ଖବର ରହିଛି…

ଟ୍ଵିଟରକୁ ପୁଣି ଫେରିବାକୁ ଚାହୁଁଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କୋର୍ଟଙ୍କୁ କଲେ ଅନୁରୋଧ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଫ୍ଲୋରିଡାରେ ଜଣେ ସଂଘୀୟ ନ୍ୟାୟାଧୀଶଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃସ୍ଥାପନ କରିବାକୁ କହିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିଛି। ଫ୍ଲୋରିଡା ଜିଲ୍ଲା…

ଜର୍ମାନୀ ଅଦାଲତ ୯୬ ବର୍ଷୀୟା ନାଜି ମହିଳାଙ୍କ ବିରୋଧରେ ଜାରି କଲା ଗିରଫ ପରଓ୍ଵାନା, ୧୧,୪୧୨ ଲୋକଙ୍କ ହତ୍ୟାରେ ଥିଲେ…

ଜର୍ମାନର ଏକ ଜିଲ୍ଲା କୋର୍ଟ ଜଣେ ୯୬ ବର୍ଷୀୟା ମହିଳାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି, ଯାହା ପରଠାରୁ ଏହି ମାମଲା ଚର୍ଚ୍ଚାରେ ରହିଛି। ବାସ୍ତବରେ, ନାଜି ଯୁଦ୍ଧ ସମୟରେ ହୋଇଥିବା ହତ୍ୟାକାଣ୍ଡରେ ଏହି ମହିଳାଙ୍କ ଭୂମିକା ସନ୍ଦେହଜନକ ରହିଥିଲା ଏବଂ ଏବେ ମକଦ୍ଦମା ଆରମ୍ଭ ହେବା…

ପ୍ରେମ ପାଇଁ ଛାଡ଼ି ଦେଲେ କୋଟି କୋଟି ଟଙ୍କା, ଏହି ସାଧାରଣ ଯୁବକଙ୍କୁ ବିବାହ କରିବାକୁ ଯାଉଛନ୍ତି ଜାପାନର ରାଜକୁମାରୀ

ଜାପାନର ରାଜକୁମାରୀ ମାକୋ ଆସନ୍ତା ମାସରେ ତାଙ୍କ ଭାବୀ ସ୍ୱାମୀଙ୍କୁ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ବିବାହ ଉତ୍ସବ ପାଇଁ ଏ ପର୍ଯ୍ୟନ୍ତ କୌଣସି ଯୋଜନା ହୋଇ ନାହିଁ। ତେବେ ଏହି ବିବାହ ଉପରେ ସାରା ବିଶ୍ୱର ନଜର ରହିଛି। କାରଣ ରାଜକୁମାରୀ ଯେଉଁ ବ୍ୟକ୍ତିଙ୍କୁ ବିବାହ କରୁଛନ୍ତି ସେ ଜଣେ…

ସ୍ୱିଡେନ୍‌ ସରକାରଙ୍କୁ ପସନ୍ଦ ଆସିଲାନି ପିଲାର ନାମ, ଦମ୍ପତିଙ୍କୁ ଦେଲେ ଏପରି ଆଦେଶ; ଜାଣନ୍ତୁ ଦେଶରେ କ’ଣ ରହିଛି…

ସବୁ ପିତାମାତାଙ୍କର ଇଚ୍ଛା ଥାଏ କି, ସେମାନେ ତାଙ୍କ ସନ୍ତାନର ନାମ ଏକଦମ୍‌ ନିଆରା ରଖନ୍ତୁ। ଏଥିପାଇଁ ସେମାନେ ଅନେକ ଦିନ ଧରି ନାମ ବାଛିବାରେ ଲାଗି ପଡ଼ନ୍ତି। ଅନେକ ବାର ଏମିତି ହୋଇଥାଏ କି, ବାପାମାଆ ନିଜ ପସନ୍ଦର ବ୍ୟକ୍ତିଙ୍କ ନାମ ଅନୁସାରେ ପିଲାର ନାମ ରଖି ଦିଅନ୍ତି। କିନ୍ତୁ ସ୍ୱିଡେନର…

ଆତଙ୍କୀଙ୍କ ଦ୍ୱାରା ହୋଇପାରୁ ନାହିଁ କି କାମ? ଏବେ ପୂର୍ବ ସରକାରଙ୍କ ତାଲିମପ୍ରାପ୍ତ ଯବାନଙ୍କ ସାହାରାରେ ନୂଆ ସେନା…

ଆଫଗାନିସ୍ତାନରେ ନିଜ ସରକାର ବନାଇବା ପରେ ଏବେ ତାଲିବାନ ଦେଶରେ ସେନା ଗଠନ ଉପରେ ମଧ୍ୟ ବିଚାର କରୁଛି। ଏହି ସେନାରେ ଆଫ୍‌ଗାନର ପୂର୍ବ ସରକାର ଅଧୀନରେ ରହିଥିବା ଆର୍ମି ଅଫିସରମାନଙ୍କୁ ସାମିଲ କରାଯିବ। ଅର୍ଥାତ୍‌ ସେହି ଅଧିକାରୀମାନଙ୍କୁ ସାମିଲ କରାଯିବ, ଯେଉଁମାନେ କିଛି ମାସ ପୂର୍ବେ ତାଲିବାନ…

ମହିଳା କର୍ମଚାରୀ ବାରମ୍ବାର ଯାଉଥିଲେ ପରିସ୍ରା, ତ ଚାକିରିରୁ ବାହାର କରିଦେଲା Amazon, ଏବେ କମ୍ପାନୀକୁ ୭୫ ହଜାର ଡଲାର…

ଏବେ ଏକ ମାମଲା ସାମ୍ନାକୁ ଆସିଛି କି, ବାରମ୍ବାର ପରିସ୍ରା ଯିବା କାରଣରୁ ଆମାଜନର ଜଣେ ମହିଳା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରି ଦିଆଯାଇଛି। ସେପଟେ ମହିଳା ଜଣକ ଏ ନେଇ କମ୍ପାନୀ ବିରୋଧରେ ଏତଲା ଦାୟର କରିଛନ୍ତି। ମହିଳାଙ୍କ ଅଭିଯୋଗ ହେଲା, ଅଧିକ ଥର ଲୁ ବ୍ରେକ୍‌ ନେବାରୁ କମ୍ପାନୀ…

ଫିଲିପାଇନ୍ସ ବିମାନ ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ, ୪୯ ଆହତ; ତଦନ୍ତ ନିର୍ଦ୍ଦେଶ ଦେଲେ ରକ୍ଷା ସଚିବ, ବିମାନରେ ଯାତ୍ରୀ…

ଫିଲିପାଇନ୍ସରେ ରବିବାର ଘଟିଥିବା ବିମାନ ଦୁର୍ଘଟଣାରେ ମୋଟ ୪୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୪୯ଜଣ ଆହତ ହୋଇଛନ୍ତି। ରକ୍ଷା ସଚିବ ଡେଲ୍‌ଫିନ ଲୋରେଁଜାନାଙ୍କ କହିବା ଅନୁସାରେ, ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଉଦ୍ଧାର ଅଭିଯାନ ପୂରା ହେବା ପରେ ଆରମ୍ଭ ହେବ।…

ଜାପାନୀ ଜାହାଜ ଫସିବା ପରେ ପଶିଲା ଚେତା: ଏଣିକି ସ୍ବେଜ କେନାଲରେ ଫସିବ ନାହିଁ କୌଣସି ଜାହାଜ, କରାଯାଉଛି ଅଧିକ ଗଭୀର ଓ…

ଅନ୍ତର୍ଜାତୀୟ ଜଳ ପରିବହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ବେଜ କେନାଲକୁ ଏବେ ଚଉଡ଼ା ଏବଂ ଗଭୀର କରାଯାଉଛି। ଏ ବିଷୟରେ ଇଜିପ୍ଟ ମଙ୍ଗଳବାର ସୂଚନା ଦେଇଛି। ଗତ ମାର୍ଚ୍ଚରେ ସ୍ବେଜ କେନାଲର ଏକ ସଂକୀର୍ଣ୍ଣ ସ୍ଥାନରେ ବଡ଼ ଜାହାଜ ଫସିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି।…

ଆଶ୍ଚର୍ଯ୍ୟ! ଉଡାଣ ସମୟରେ ବିମାନରେ ଶିଶୁ ଜନ୍ମ, ମହିଳାଙ୍କୁ ନ ଥିଲା ଗର୍ଭବତୀ ହେବାର ସୂଚନା

ଦେଶ ଦୁନିଆରୁ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଥାଏ, ଯାହା ବିଷୟରେ ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଠି ଜଣେ ମହିଳା ଉଡାଣ ସମୟରେ ବିମାନରେ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ଏଠି ଆପଣ ଭାବୁଥିବେ, ଏଥିରେ ଆଶ୍ଚର୍ଯ୍ୟଜନକ ଘଟଣା କ'ଣ?…

ପିଲା ଉପରେ ଢାଳିଗଲା ଗରମ ଚା’, ତ ମା’ ଠୁକି ଦେଲେ ମକଦ୍ଦମା, ଅନେକ ବର୍ଷ ପରେ ମିଳିଲା କ୍ଷତିପୂରଣ ବାବଦ ୫୮ ଲକ୍ଷ…

ଚା’ ଏମିତି ଜିନିଷ, ଯାହାକୁ ପରଷିବା ସମୟରେ ଯଦି ଅଳ୍ପ ବହୁତ ବି ତଳେ ପଡ଼ିଯାଏ, ତ ଲୋକେ ଖରାପ ଭାବି ନ ଥାଆନ୍ତି। କିନ୍ତୁ ସେହି ଚା’ ଯଦି ଜଣେ ହେୟାର ହୋଷ୍ଟେସ୍‌ଙ୍କ ହାତରୁ ଗଳିପଡ଼େ, ତ ମାମଲା ଆଗକୁ ବଢ଼ିଯାଇଥାଏ। ଶେଷରେ କମ୍ପାନୀକୁ ହିଁ ଏହାର କ୍ଷତିପୂରଣ ଦେବାକୁ ପଡ଼ିଥାଏ। ଏଭଳି ଏକ ଅଜବ…

ପୁଅ ଜନ୍ମଦିନରେ ଅଭିନେତ୍ରୀ କରାଇଲେ ନ୍ୟୁଡ୍‌ ଫଟୋଶୁଟ, ୯୦ ଦିନ ପାଇଁ ଜେଲ୍‌ ପଠାଇ ଦେଲେ କୋର୍ଟ

ଆଫ୍ରିକୀୟ ଦେଶ ଘାନାର ଜଣେ ଅଭିନେତ୍ରୀଙ୍କୁ ନିଜ ପୁଅ ସହିତ ନ୍ୟୁଡ୍‌ ଫଟୋ କରେଇବା ଭାରି ପଡ଼ିଛି। କୋର୍ଟ ଏହି ମାମଲାରେ ଅଭିନେତ୍ରୀଙ୍କୁ ୩ ମାସର ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲେ ସେପଟେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଆଡ଼ୁ ବିରୋଧ କରାଯାଇଛି। ଆମେରିକୀୟ ର‍୍ୟାପ୍‌ ଷ୍ଟାର୍‌…