Browsing Tag

international women’s day

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ଚଳିତ ବର୍ଷର ଥିମ୍‌ ରହିଛି ‘ଚୁଜ୍‌ ଟୁ ଚ୍ୟାଲେଞ୍ଜ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଜାତି ସଂଘ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହା ନାରୀ ଅଧିକାରର ଦିବସ । ବାଇଗଣୀ ରିବନ୍‌ ଏହି ଦିନର ପ୍ରତୀକ । ସାମାଜିକ କ୍ଷେତ୍ରରେ ମହିଳା ନିଜ ଅଧିକାର ଓ ଦକ୍ଷତା ପ୍ରତିପାଦିତ…

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବିଶ୍ୱର ୨୨ଟି ଦେଶରେ ଶାସନର ଡୋର ସମ୍ଭାଳୁଛନ୍ତି ମହିଳା

ଆଜି ହେଉଛି ମାର୍ଚ୍ଚ ୮ ତାରିଖ । ଅନ୍ତର୍ଜାତୀୟ ମହିଳା ଦିବସ । ନାରୀ ସର୍ବଂସହା, ଜଗତ ଜନନୀ। ମହିଳା ସଶକ୍ତୀକରଣ ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପ୍ରତିଧ୍ୱନିତ ହୋଇଚାଲିଛି । ସମାଜର ପ୍ରତିକ୍ଷେତ୍ରରେ ନାରୀର ଉପସ୍ଥାପନା ପୂର୍ବ ଅପେକ୍ଷା ବଢି ଚାଲିଛି । ଦୁନିଆର ପ୍ରତ୍ୟେକ କ୍ଷେତ୍ରରେ…

ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍‌ କରି ମହିଳା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନାରୀ ଶକ୍ତିକୁ ସଲାମ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳର ମହିଳାମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ମହିଳା ଦିବସ ଅବସରରେ ନାରୀ…

ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କୁ ଶୁଭେଛା ଜଣାଇଲେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ

ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କୁ ଶୁଭେଛା ଜଣାଇଲେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ। ଦେଶ ଓ ସମାଜ ଗଠନ ଦିଗରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମହିଳାଙ୍କ ସୁରକ୍ଷା,ସମ୍ମାନ ପାଇଁ ପ୍ରତିଶୃତିବଦ୍ଧ ହେବା ପାଇଁ ରାଷ୍ଟ୍ରପତି…

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ଘୋଷଣା, ଆଜି ଦେଶର ସବୁ ବଡ ବଡ କୀର୍ତ୍ତିରାଜିରେ ମହିଳାଙ୍କୁ…

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦେଶର ସବୁ ବଡ ବଡ କୀର୍ତ୍ତିରାଜିରେ ମହିଳାଙ୍କୁ ଲାଗିବନି ପରିଦର୍ଶନ ଫି’ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଏହି ଘୋଷଣା କରିଛନ୍ତି । ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ- ଏଏସ୍‌ଆଇ ଅଧିନରେ ଥିବା ଦେଶର ସମସ୍ତ…

ମହିଳାଙ୍କ ପାଇଁ ଦିନଟିଏ, ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ଏବର୍ଷର ଥିମ୍‌ ରହିଛି, I am Generation Equality: Realizing Women's Rights । ସମଗ୍ର ବିଶ୍ୱରେ ମହିଳାଙ୍କ ପ୍ରତି ସମ୍ମାନ ଓ ଭଲ…

ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ମୋ ବସ୍‌ରେ ମାଗଣା ସେବା, ନିଷ୍ପତି ନେଇଛି…

ଭୁବନେଶ୍ବର(କେନ୍ୟୁଜ୍): ମହିଳାଙ୍କ ପାଇଁ ଖୁସି ଖବର । ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ମୋ ବସ୍‌ରେ ମାଗଣା ସେବା ମିଳିବ । ମାଗଣା ସେବା ଦେବା ପାଇଁ କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ବା CRUT ନିଷ୍ପତି ନେଇଛି । ଏ ନେଇ ଜେନେରାଲ ମ୍ୟାନେଜର…

ନାରୀ ଅବଳା ନୁହେଁ, ପ୍ରବୀଣା: ସବୁ କ୍ଷେତ୍ରରେ ସମ୍ଭାଳିଥାଏ ଗୁରୁ ଦାୟିତ୍ୱ

ଭାରତୀୟ ସଂସ୍କୃତିରେ ନାରୀର ସମ୍ମାନକୁ ମହତ୍ତ୍ୱ ଦିଆଯାଇଛି। ଯେଉଁ ନାରୀକୁ ପୂଜା କରାଯାଏ, ସେଠି ସ୍ୱୟଂ ଦେବତା ବାସ କରନ୍ତି। କିନ୍ତୁ ବର୍ତ୍ତମାନ ଆମ ସମାଜରେ ଯେଭଳି ସ୍ଥିତି ଦେଖିବାକୁ ମିଳୁଛି, ସବୁ ଜାଗାରେ ନାରୀକୁ ଅପମାନ କରାଯାଉଛି। ତାକୁ ‘ଭୋଗ୍ୟ ବସ୍ତୁ’ ଭାବି ପୁରୁଷ ନିଜ ଇଚ୍ଛାରେ…

ଏଥର ‘ଲିଙ୍ଗଗତ ସମାନତା’ ଉପରେ ରହିବ ଫୋକସ୍‌, ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳିବ ଆନ୍ତର୍ଜାତିକ ମହିଳା ଦିବସ

ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳିବ ‘ଆନ୍ତର୍ଜାତିକ ମହିଳା ଦିବସ’। ଏଥିପାଇଁ ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଙ୍ଗଠନ, ସମସ୍ତେ ପ୍ରସ୍ତୁତି କାଯ୍ୟର୍ରେ ଲାଗିପଡ଼ିଛନ୍ତି। ଏହିଦିନ ସଚେତନତା ଅଭିଯାନକୁ ଜୋର୍‌ଦାର କରିବା ପାଇଁ ସବୁଠି ଚାଲିବ ସଭା, ସମିତି। କେତେକ ଜାଗାରେ ଅନ୍ୟ…