Below header
Browsing Tag

israel

ଇସ୍ରାଏଲକୁ ମୋଦିଙ୍କ ସହ ବିଶ୍ବ ନେତାଙ୍କ ସମର୍ଥନ, ତେଲ ଆଭିଭକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ଇସ୍ରାଏଲକୁ ସମର୍ଥନ ଜଣାଇଲେ ମୋଦି। ଇସ୍ରାଏଲ ଉପରେ ହମାସ ଆକ୍ରମଣକୁ ନିନ୍ଦା କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଭଳି କଠିନ ସମୟରେ ଇସ୍ରାଏଲ ସହ ଭାରତ ଛିଡ଼ା ହୋଇଛି ବୋଲି କହିଛନ୍ତି ମୋଦି। ଟ୍ବିଟ କରି ମୋଦି ଇସ୍ରାଏଲକୁ ସମର୍ଥନ ପ୍ରକାଶ କରିଛନ୍ତି। ମୋଦିଙ୍କ ସମେତ…

ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ ମାଡ କଲା ଗାଜା ପାଲେଷ୍ଟାଇନ, ଯୁଦ୍ଧ ଘୋଷଣା କଲା ଇସ୍ରାଏଲ

ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟାଇନ ଆତଙ୍କବାଦୀ ଇସ୍ରାଏଲ ଉପରେ ରକେଟ ମାଡ କରିଛି । ଇସ୍ରାଇଲକୁ ୫୦୦୦ ରୁ ଅଧିକ ରକେଟ ମାଡ ହୋଇଛି । ଏହି ଆକ୍ରମଣରେ ବହୁତ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତି ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ୍‌ । ଆତଙ୍କୀ ହାମଲା ଦେଖି ଇସ୍ରାଏଲରେ…

ଦିନେ ଜଳ ସଙ୍କଟରେ ଥିଲା ଇସ୍ରାଇଲ ହେଲେ ଏବେ ଚାରିଆଡେ ପାଣି ହିଁ ପାଣି

୧୦ବର୍ଷ ତଳେ ଇସ୍ରାଇଲ ଖୁବ ଜଳ ସମସ୍ୟାରେ ଥିଲା। ହଜାର ବର୍ଷ ତଳୁ ଜଳ ସମସ୍ୟା ପିଛା ଛାଡ଼ୁନଥିଲା ଇସ୍ରାଇଲର। ହେଲେ ଆଜି ସବୁ ସମସ୍ୟାରୁ ବାହାରି ଯାଇଛି ଇସ୍ରାଇଲ । ବିନା କୌଣସି ନଦୀ କି ସମୁଦ୍ର ଥାଇ ପାଣି ସମସ୍ୟାରୁ କେମିତି ଉପରକୁ ଉଠିଲା ଦେଶ ତାହା ହିଁ ସବୁଠୁ ବଡ଼ ଚକିତ କଲାଭଳି କଥା।…

ସ୍ପର୍ମ ନୁହେଁ ଏବେ ସେଲ୍ସ ଦ୍ୱାରା ଜନ୍ମ ହେବ ସନ୍ତାନ, ଦୁନିଆର ପ୍ରଥମ କୁତ୍ରିମ ଭ୍ରୁଣର ତିଆରି କଲା ଇସ୍ରାଏଲ….

ଆମେ ଜାଣିଛେ କି ବର୍ତ୍ତମାନ ବିଶ୍ୱରେ ଟେକ୍ନୋଲୋଜିରେ ଆମେରିକା ସବୁଠୁ ଆଗରେ ରହିଛି । ଆଉ ତା ସହ ଚିନ ମଧ୍ୟ ପ୍ରତିଯୋଗୀ ଭାବରେ ପଛକୁ ପଛ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଏବେ ଆଉ ଏକ ଖବର ଜାଣନ୍ତୁ କି ଇସ୍ରାଏଲ ଭଳି ଦେଶ ଏବେ ଆମେରିକା ସହ ପ୍ରତିଯୋଗୀତା କରିବାକୁ ବସିଲାଣି । ସେ ପୁଣି…

ରୁଷ୍‌ ସହ ଆଲୋଚନା ବେଳେ ଇସ୍ରାଇଲ୍‌ ମଧ୍ୟସ୍ଥି କରୁ, ଆମେ ସମର୍ପଣ କରିବୁନି: ଜେଲେନ୍‌ସ୍କି

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୮ ଦିନରେ ପହଞ୍ଚିଛି। ଇତି ମଧ୍ୟରେ ୟୁକ୍ରେନ୍‌ର କେତେକ ବଡ଼ ବଡ଼ ସହର ଧ୍ୱସ୍ତ ସ୍ତୁପରେ ପରିଣତ ହୋଇଛି। ତେବେ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ରୁଷ ଓ ତାଙ୍କ ଆଲୋଚନା ମଧ୍ୟରେ ଇସ୍ରାଇଲ୍‌ ମଧ୍ୟସ୍ଥତା କରୁ…

ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟିଂ, ଭୟରେ ଥରିବେ ଶତ୍ରୁ

ଶତ୍ରୁ ଦେଶକୁ କଡ଼ା ଜବାବ ଦେବାକୁ ତୟାରି । ପ୍ରସ୍ତୁତି ଏମିତି ହେବା ଦରକାର । ଲାଗିବା, ଲଢ଼ିବା କିମ୍ବା ଆଖି ଉଠାଇ ଚାହିଁବା ପୂର୍ବରୁ ଡରିବେ ଶତ୍ରୁ । ପୃଥିବୀ ବାୟୁମଣ୍ଡଳ ବାହାରେ ଇସ୍ରାଏଲ କରିଛି ମିସାଇଲ୍ ଟେଷ୍ଟିଂ । ଆରୋ-୩ ଆଣ୍ଟି ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ ସିଷ୍ଟମର…

ଇସ୍ରାଏଲରେ ଫ୍ଲୋରୋନାର ପ୍ରଥମ କେସ୍, ଲୋକଙ୍କୁ ଦିଆଯିବ ଭ୍ୟାକ୍ସିନର ଚତୁର୍ଥ ଡୋଜ୍‌ !

ଇସ୍ରାଏଲ:ଇସ୍ରାଏଲରେ ଫ୍ଲୋରୋନାର ପ୍ରଥମ କେସ । ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ଇସ୍ରାଏଲରେ ଜଣେ ଫ୍ଲୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫ୍ଲୋରୋନା ରୋଗ ହେଉଛି କୋଭିଡ-୧୯ ଓ ଇନଫ୍ଲୁଏଞ୍ଜା ବା ଫ୍ଲୁର ଡବଲ ଇନଫେକ୍ସନ । ଏଭିତରେ କରୋନା ବିରୋଧରେ ଲଢ଼େଇ ପାଇଁ…

ଜାଣନ୍ତୁ ପାକିସ୍ତାନର ୬ଟି ଅଜବ ନିୟମ କାନୁନ, ଯାହା ଅନ୍ୟ ଦେଶରେ ଦେଖିବାକୁ ମିଳେନି

ପାକିସ୍ତାନରେ କିଛି ମାସ ପୂର୍ବରୁ ଏକ ନିୟମ ଲାଗୁ କରାଯାଇଥିଲା। ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ଏକ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ନେଇ ସାରା ଦୁନିଆରେ ଖୁବ ଚର୍ଚ୍ଚା ହୋଇଥିଲା। ତେବେ ଏହି କାନୁନକୁ ଅବମାନନା କଲେ ଦଣ୍ଡ ଭୋଗିବା ଭଳି ନିୟମ ମଧ୍ୟ ରଖାଯାଇଛି। ପ୍ରଥମ ଦଣ୍ଡଟି ପିଲାଙ୍କର…

ସମୁଦ୍ର ଗର୍ଭରୁ ମିଳିଲା ୯୦୦ ବର୍ଷର ପୁରୁଣା ଭୟଙ୍କର ଖଣ୍ଡା, ଧର୍ମଯୁଦ୍ଧ ସମୟରେ ବ୍ୟବହାର କରିଥିଲେ ଯୋଦ୍ଧା

ବିଶ୍ୱ ଇତିହାସରେ ଅନେକ ଘଟଣା ଘଟି ଯାଇଛି। ଏହି ଘଟଣା ସବୁର ଅବଶେଷ କେଉଁଠି ନା କେଉଁଠି ଅଳ୍ପ କିଛି ମାତ୍ରାରେ ହେଉନା କାହିଁକି ସୁରକ୍ଷିତ ରହିଛି, ଯାହାକୁ ଦେଖିଲେ ସାଧାରଣତଃ ଆମ ମନ ଭିତରକୁ ସେହି ସମୟର ଘଟଣା ଛବି ହୋଇ ଚାଲି ଆସିଥାଏ। ଏବେ ଇସ୍ରାଏଲରେ ଅନେକ ପୁରୁଣା ଜିନିଷ ଉଦ୍ଧାର ହେବାରେ…

ଇସ୍ରାଏଲ: ଇମ୍ୟୁନିଟି ପାଓ୍ଵାର ହ୍ରାସ ହେବା କାରଣରୁ ଆରମ୍ଭ ହେଲା ବୁଷ୍ଟର ଡୋଜ

କରୋନାକୁ ମାତ୍‌ ଦେବା ପାଇଁ ଭ୍ୟାକସିନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଇମ୍ୟୁନିଟି ପାଓ୍ଵାରକୁ ଶକ୍ତିଶାଳୀ କରିଥାଏ। କିନ୍ତୁ ଲୋକସଂଖ୍ୟାକୁ ଦେଖିଲେ ଏବେ ଭ୍ୟାକସିନର ମାତ୍ରା କମିଯାଇଛି। ଏହାର ଅଧିକ ଉତ୍ପାଦନ ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। ଭାରତରେ ଏହାର ଗୋଟିଏରୁ ୨ଟି ଡୋଜ…

ଖନନରୁ ମିଳିଲା ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା, ଏଥିପାଇଁ ରହିଥିଲା ସୁରକ୍ଷିତ

ଇସ୍ରାଇଲରେ ଖନନ ସମୟରେ ୧୦୦୦ ବର୍ଷ ପୁରୁଣା କୁକୁଡ଼ା ଅଣ୍ଡା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ଏହା ଦୁନିଆର ସବୁଠାରୁ ପୁରୁଣା ଅଣ୍ଡା ମଧ୍ୟରୁ ଅନ୍ୟତମ। କିନ୍ତୁ ସଫା କରାଯିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଥିବାର ଜଣାପଡ଼ିଛି। କୁହାଯାଉଛି, ଏହି ଅଣ୍ଡାଟି ଦଶମ ଶତାବ୍ଦୀର। ତେବେ କେନ୍ଦ୍ରୀୟ…

ଉଗ୍ର ରୂପରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ: ଗୋଟେ ଦିନରେ ହମାସର ୧୩୦ ରକେଟ ଆକ୍ରମଣ, ଭାରତୀୟ ମହିଳାଙ୍କ ମୃତ୍ୟୁ

ଇସ୍ରାଏଲର ପାଲେଷ୍ଟାଇନ ମଧ୍ୟରେ ଉଗ୍ର ରୂପ ଧାରଣ କରିଛି। ଫଳରେ ଗୋଟେ ଦିନରେ ହମାସ ୧୩୦ ରକେଟ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି । ପରିବାର ସଦସ୍ୟ କହିବା…