Browsing Tag

ITBP jawan

ପ୍ରବଳ ତୁଷାରପାତ, ହାତରେ ତ୍ରିରଙ୍ଗା: ITBP ଯବାନ ଜଣାଇଲେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ଦେଶ ଆଜି ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଚାଲିଛି ମୁଖ୍ୟ କାର୍ଯ୍ୟକ୍ରମ । ଏହା ବ୍ୟତୀତ ଦେଶର ବିଭିନ୍ନ କୋଣ ଅନୁକୋଣରୁ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଫଟୋ ସାମ୍ନାକୁ ଆସିଛି । ଭାରତ-ତବ୍ଦତ ସୀମା ପୋଲିସ ‘ଏକ୍ସ’ ଜରିଆରେ ଏକ ଭିଡିଓ…

ITBP କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ରାଲି ମାଧ୍ୟମରେ ହେବ ଚୟନ

ଆଇଟିବିପିରେ କନଷ୍ଟେବଳ ପଦବୀ ପାଇଁ ଇଚ୍ଛା ରଖୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ୬୨୦ କନଷ୍ଟେବଳ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ପାଇଁ ସିଲେକ୍ସନ ଓପନ ରିକ୍ର୍ୟୁଟମେଣ୍ଟ ରାଲି ମାଧ୍ୟମରେ ହେବ । ରାଲି ଅକ୍ଟୋବର ୫ ତାରିଖରେ ଆୟୋଜିତ ହେବ । ୫ ରୁ ୮ ତାରିଖ ପର୍ଯ୍ୟନ୍ତ ରାଲି ହେବ । ଏହି…

୧୭ ହଜାର ଫୁଟ ବରଫାବୃତ୍ତ ପାହାଡରେ ଯୋଗାଭ୍ୟାସ କଲେ ଆଇଟିବିପି ଯବାନ, ସେୟାର କଲେ ଫଟୋ

ଆଜି ସାରା ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଆଇଟିବିପିର ଯବାନମାନେ ଉତ୍ତରାଖଣ୍ଡରୁ ନେଇ ଅରୁଣାଚଳ ଯାଏଁ ହିମାଳୟର ବରଫାବୃତ୍ତ ପାହାଡ଼ ଉପରେ ଯୋଗାସନ କରି ସାରା ବିଶ୍ଵକୁ ବାର୍ତ୍ତା ଦେଇଛନ୍ତି। ଲଦ୍ଦାଖ ଏବଂ ସିକିମରେ ୧୭ ହଜାର ଫୁଟ ଉଚ୍ଚରେ ହୀମବୀରମାନେ ସୂର୍ଯ୍ୟ ନମସ୍କାର…

ମାଇନସ ୩୦ ଡିଗ୍ରୀ ତାପମାତ୍ରାରେ ୬୫ଥର ପୁସ୍‌ଅପ୍‌ ମାରିଲେ ୫୫ ବର୍ଷୀୟ ଯବାନ, ଦେଖନ୍ତୁ ଭିଡିଓ

ଯେକୌଣସି ପରିସ୍ଥିତିରେ ହେଉ ନା କାହିଁକି ଦେଶର ସେବା କରିବା ପାଇଁ ଯବାନମାନେ ପଛକୁ ହଟନ୍ତି ନାହିଁ। ଯବାନଙ୍କ ସାମ୍ନାରେ ଦେଶର ସମ୍ମାନ ପାଇଁ ବୟସ ଏବଂ ପରିସ୍ଥିତିକୁ ଖାତିର କରନ୍ତି ନାହିଁ। ସୀମାରେ ଥିବା ଯବାନ ନିଜର ଜୀବନକୁ ବାଜି ଲଗାଇ ଦେଶର ସେବା ପାଇଁ ରହିଥାନ୍ତି। ଯବାନମାନଙ୍କ ଏମିତି…

ଆଣ୍ଠୁଏ ଉଚ୍ଚା ବରଫରେ ପହରା ଦେଉଛନ୍ତି ITBP ଯବାନ; ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲିଉଠିବ

ଭାରତୀୟ ସେନା ସବୁବେଳେ ନିଜ ଜୀବନକୁ ବାଜିରେ ଲଗାଇ ଦେଶକୁ ସୁରକ୍ଷା ଦେଇ ଆସୁଛନ୍ତି। ସେନା ବାହିନୀଙ୍କ ଯୋଗୁ ହିଁ ଆମେ ଘରେ ଶାନ୍ତିରେ ଶୋଇପାରୁଛେ। ଏଣୁ ଯବାନଙ୍କ ସାହସିକତା ଦେଖିଲେ ଗର୍ବ ଅନୁଭବ ହୋଇଥାଏ। ତେବେ ବର୍ତ୍ତମାନ ଉତ୍ତରାଖଣ୍ଡର ହିମାଳୟରୁ ସେଭଳି କିଛି ଫଟୋ ଓ ଭିଡିଓ ସାମ୍ନାକୁ…

ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ, ଆହତ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ୪୦ କି.ମି. ଦୁର୍ଗମ ବାଟ କଲେ ଅତିକ୍ରମ

ଆଇଟିବିପି ଯବାନଙ୍କ ମହତ୍‌ କାର୍ଯ୍ୟ। ଉତ୍ତରାଖଣ୍ଡର ଏକ ସୁଦୂର ଗାଁରୁ ଜଣେ ଆହତ ମହିଳାଙ୍କୁ ଷ୍ଟ୍ରେଚରରେ କାନ୍ଧରେ ବୋହି ବୋହି ଉଦ୍ଧାର କରିଥିଲେ ଏହି ଯବାନମାନେ । ପିଥୋରାଗଡ଼ର ଲାପ୍‌ସାରୁ ମୁନସ୍ୟାରୀ, ୪୦ କିଲୋମିଟର ଦୁର୍ଗମ ବାଟ ଅତିକ୍ରମ କରିବାକୁ ଯବାନମାନଙ୍କୁ ଲାଗିଥିଲା ୧୫ ଘଣ୍ଟା।…