କାଳିଆର ମୃତ୍ୟୁ ପରେ ଏବେ ମା ବାପା ଚାହୁଁଛନ୍ତି ଜଗାକୁ କନ୍ଧମାଳ ନେଇଯିବା ପାଇଁ
କଟକ: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଛି । ଏବେବି ଜଗା କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ରହିଛି । ବର୍ତ୍ତମାନ ତାର ମା ବାପା ଚାହୁଁଛନ୍ତି ଜଗାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ । ଏ ନେଇ ବାପା ଭୂୟାଁ…