Browsing Tag

jaipur

ସଚେତନତା ସୃଷ୍ଟି କରୁଛନ୍ତି ଜୟପୁରର ଏହି ମହିଳା, ଚାଉଳ ଦାନା ଉପରେ ଲେଖିଲେ, ‘ଆପଣଙ୍କ ଭୋଟ୍‌ ଆପଣଙ୍କ ଶକ୍ତି’

ରାଜସ୍ଥାନର ଜୟପୁରରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ନିଜର କଳା ଜରିଆରେ ଲୋକମାନଙ୍କୁ ମତଦାନ ନେଇ ସଚେତନ କରୁଛନ୍ତି । ଗୋଟିଏ ପଟେ ଦେଶରେ ଲୋକସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ବିଜୟ ପାଇଁ ଜନତାଙ୍କୁ ମନାଉଥିବା ବେଳେ ଅନ୍ୟପଟେ ଏହି ମହିଳାଙ୍କୁ ନେଇ…

ଜୟପୁର: ଘରେ ନିଆଁ ଲାଗିବାରୁ ଜୀବନ୍ତ ଜଳିଗଲେ ୩ ଶିଶୁଙ୍କ ସମେତ ୫ ମୃତ

ରାଜସ୍ଥାନ ଜୟପୁରରେ ଏକ ଘରେ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ଘଟିଛି । ବିଶ୍ୱକର୍ମାର ଜୈସଲ୍ୟା ଗାଁରେ ନିଆଁ ଲାଗିବା ହେତୁ ୩ ଜଣ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି । କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି । ପୋଲିସ ଏଫଏସଏଲ ଟିମକୁ…

ଜୟପୁର: ହୋଟେଲ ଭିତରକୁ ପଶି ଆସିଲା କଲରାପତରିଆ ବାଘ, ବନ ବିଭାଗ ଟିମ୍‌ ନାକେଦମ୍‌

ରାଜସ୍ଥାନର ଜୟପୁରରେ ଏକ ଘରୋଇ ହୋଟେଲ ଭିତରକୁ କଲରାପତରିଆ ବାଘ ପଶି ଆସିଥିଲା । ଏଠାରେ ଥିବା କ୍ୟାସଲ କାନୋତା ହେରିଟେଜ୍‌ ହୋଟେଲ ଭିତରକୁ ବାଘଟି ପଶି ଆସିବା ଫଳରେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ବହୁ ପରିଶ୍ରମ ପରେ ବାଘକୁ ସେଠାରୁ ବାହାର କରାଯାଇଥିଲା । ଯଦିଓ ବାଘଟି ହୋଟେଲର କୌଣସି…

ପୁଣି ନିର୍ଭୟା କାଣ୍ଡ, ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଡ୍ରାଇଭର ଏବଂ କଣ୍ଡକ୍ଟର

ପୁଣି ନିର୍ଭୟା କାଣ୍ଡ । ଏଥର କିନ୍ତୁ ରାଜଧାନୀ ଦିଲ୍ଲୀ ନୁହେଁ ଜୟପୁରରେ ଘଟିଛି ଏଭଳି ଘଟଣା । ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ । ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୀଡିତା ଜଣକ ଥାନାରେ ଅଭିଯୋଗ ଦାଏର କରିଛନ୍ତି । ଖବର…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ହତ୍ୟା, କିଛିଦିନ ତଳେ ଲରେନ୍ସ ବିଷ୍ନୋଇ…

ରାଷ୍ଟ୍ରୀୟ ରାଜପୁତ କରଣୀ ସେନାର ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସୁଖଦେବ ସିଂ ଗୋଗାମେଡ଼ି ଓ ତାଙ୍କ ବନ୍ଧୁକଧାରୀ ସୁରକ୍ଷାକର୍ମୀ ନରେନ୍ଦ୍ରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ସ୍ଥାନୀୟ…

ଦୀପାବଳି ପାଳନ ଅଧାରେ ରହିଗଲା, ଘରକୁ ଯାଉଥିବା ବେଳେ କାର୍‌ ଏବଂ ପିକ୍‌ଅପ୍‌ ଧକ୍କା : ୪ ମୃତ

ଦିଲ୍ଲୀ-ଜୟପୁର ହାଇୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଶୁକ୍ରବାର ରାତିରେ ଦିଲ୍ଲୀ-ଜୟପୁର ହାଇୱେରେ ଗୁରୁଗ୍ରାମର ସିଦ୍ଧ୍ରାୱାଲି ଗ୍ରାମ ନିକଟରେ ଏକ ତେଲ ଟ୍ୟାଙ୍କର ଡିଭାଇଡର ସହିତ ପିଟି ହୋଇଥିଲା । ଗାଡିଟି ଡିଭାଇଡରରେ ପିଟି ହୋଇ ଏକ କାର ଏବଂ ପିକଅପ୍ ଭ୍ୟାନକୁ ଧକ୍କା ଦେଇଛି। ଘଟଣାରେ ୪…

ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ, ଆସନ୍ତା ୬ରୁ ଆରମ୍ଭ ହେବ ସେବା

କୋରାପୁଟ (କେନ୍ୟୁଜ): ଜୟପୁର ବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ। ଆସନ୍ତା ୬ ତାରିଖରୁ ଦ୍ବିତୀୟ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ। ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ବିମାନ ସେବା ଯୋଗାଇବ।…

ଜୟପୁରରେ ୧୦୦ ବ୍ୟକ୍ତିଗତ ଲକର୍‌ରେ ରହିଛି ୫୦୦ କୋଟିର କଳାଧନ ଓ ୫୦ କିଲୋ ସୁନା; ନେତା ଆଣିଲେ ବଡ଼ ଅଭିଯୋଗ

ଜୟପୁରରେ ୧୦୦ ବ୍ୟକ୍ତିଗତ ଲକର୍‌ରେ ରଖାଯାଇଛି ୫୦୦ କୋଟି ଟଙ୍କାର କଳାଧନ ଏବଂ ୫୦ କିଲୋଗ୍ରାମ୍‌ ସୁନା। ଏଭଳି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ବିଜେପିର ରାଜ୍ୟସଭା ସଦସ୍ୟ କିରୋଡି ଲାଲ୍‌ ମିଣା। ସେ ପୋଲିସ ଉପସ୍ଥିତିରେ ଲକର୍‌ ଖୋଲିବାକୁ ଦାବି କରିଛନ୍ତି। ବିଧାନସଭା ନିର୍ବାଚନ ଘୋଷଣା…

ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଆଉ କାହା ସହିତ ଫେରାର ହୋଇଗଲେ ଯୁବତୀ, ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

ବିବାହର ୭ ଦିନ ପରେ ସ୍ୱାମୀ ସହିତ ହନିମୁନ କରିବାକୁ ଯାଇ ହୋଟେଲରୁ ଗାଏବ ହୋଇଗଲା କନ୍ୟା । ଶେଷରେ ଥାନାର ଦ୍ୱାରସ୍ଥ ହେଲେ ଯୁବକ । ରାଜସ୍ଥାନ ଜୟପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ମୁତାବକ, ମଧ୍ୟପ୍ରଦେଶରୁ ରାଜସ୍ଥାନ ଜୟପୁରକୁ ହନିମୁନ ମନାଇବା ପାଇଁ ଆସିଥିଲେ ଦମ୍ପତି । ଦୁହେଁ…

ଜୟପୁରରେ ବିଦେଶୀ ମହିଳାଙ୍କ ସହ ଅଶ୍ଳୀଳ ହରକତ, ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ଖୋଜୁଛି ପୋଲିସ

ରାଜସ୍ଥାନ ଜୟପୁରରେ ବିଦେଶୀ ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଇଁବା ଏବଂ ଅସଦାଚରଣ କରିବାର ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ନାଁରେ ଏପରି ଅଭିଯୋଗ ହୋଇଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସୂଚନା ରହିଛି ଯେ ହୋଟେଲରୁ ଚାଲି ଚାଲି…

ସରକାରୀ କାର୍ଯ୍ୟାଳୟ ଆଲମାରିରୁ ବାହାରିଲା ୨.୩୧ କୋଟି ଟଙ୍କା ଏବଂ ୧ କେଜିର ସୁନା ବିସ୍କୁଟ, ନଗଦ ଟଙ୍କା ଦେଖି…

ଜୟପୁର ସରକାରୀ କାର୍ଯ୍ୟାଳୟରୁ ବାହାରିଲା ଟଙ୍କା ଓ ସୁନା । ୨.୩୧ କୋଟି ଟଙ୍କା ଏବଂ କେଜିଏ ସୁନା ବିସ୍କୁଟ ମିଳିଥିବା ଖବର ମିଳିଛି । ଯାହାକୁ ଗଣି ଗଣି ହାଲିଆ ହୋଇପଡିଲେ ଅଧିକାରୀ । ରାଜସ୍ଥାନର ସଚିବାଳୟ ନିକଟରେ ଥିବା ଏକ ସରକାରୀ କାର୍ଯ୍ୟାଳୟରୁ ଏହି ଟଙ୍କା ବାହାରିଛି । ପୋଲିସ ଏହାର…

ହୋଟେଲ ଲବିରେ ଉଲଗ୍ନ ହୋଇ ବୁଲିଲେ ବିଦେଶୀ ମହିଳା, କର୍ମଚାରୀ ମନା କରିବାରୁ ଓଲଟା କଲେ ଆକ୍ରମଣ : ଭିଡିଓ ଭାଇରଲ

ଶୀତଦିନେ ଆସିଯିବା ମାତ୍ରେ ଲୋକେ ବୁଲିବାକୁ ଇଚ୍ଛା କରନ୍ତି। ବାହାରକୁ ବୁଲିଯିବା ସମୟରେ ଅନେକ ଲୋକ ହୋଟେଲ ବୁକ୍‌ କରି ମଧ୍ୟ ରୁହନ୍ତି। ଆଉ ହୋଟେଲରେ ବେଳେ ବେଳେ ଏମିତି କାମ କରନ୍ତି, ଯେଉଁଥିପାଇଁ ଲଜ୍ୟା ଅନୁଭବ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରଲ ହେଉଛି। ଯେଉଁଥିରେ…