Browsing Tag

jajapur

ବିରଜାଶ୍ରୀ ପଲିଶ୍ରୀ ମେଳାକୁ ନେଇ ବିବାଦ, ପ୍ରତିବାଦରେ ଯାଜପୁର ପୌରପାଳିକା ପକ୍ଷରୁ ରାସ୍ତାରୋକ

ଯାଜପୁର : ଯାଜପୁର ପୌରପାଳିକା ପକ୍ଷରୁ କୁସୁମା ନିକଟରେ ଆୟୋଜନ କରାଯାଉଥିବା ବିରଜାଶ୍ରୀ ପଲିଶ୍ରୀ ମେଳାକୁ ନେଇ ବିବାଦ ।  ଚଳିତ ବର୍ଷ ଏହି ମେଳା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପୌର ପ୍ରଶାସନକୁ ଅନୁମତି ନ ଦେଇ ଅନ୍ୟ ଘରୋଇ ବ୍ୟବସାୟୀକୁ ବ୍ୟବସାୟ କରିବାକୁ ଅନୁମତି ଦେଇଛି । ପ୍ରତିବାଦରେ…

ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ

ଯାଜପୁର: ଜଳିଗଲା ଚଳନ୍ତା ବସ୍ । ବାଇକ ଚାଳକ ମୃତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ଘଟିଛି ଦୁର୍ଘଟଣା । ବସଟି ବାଲେଶ୍ବରରୁ ଭୁବନେଶ୍ବରକୁ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ବସରେ ନିଆଁ…

ଦିନକୁ ଦିନ ବଢ଼ିବାରେ ଲାଗିଛି କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା, କାରଣ ଖୋଜୁଛି ପ୍ରଶାସନ

ଯାଜପୁର: ବଢୁଛି କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା । ଜଣେ କି ଦୁଇ ଜଣ ନୁହେଁ, ଗୋଟିଏ ଗାଁର ୭ଜଣରୁ ଅଧିକ ଯୁବକ, ବୃଦ୍ଧ, ବୃଦ୍ଧା ଏହି କିଡନୀ ରୋଗରେ ଆକ୍ରାନ୍ତ । ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଧାନମଣ୍ଡଳକୁ ଲାଗି ରହିଛି ସଂଜୟନଗର ଗାଁ । ଏହି ଗାଁରେ ଅନେକ ଆଦିବାସୀ ପରିବାର ବସବାସ କରନ୍ତି । ଏହି…

ଘରେ ସବୁ ଶୋଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୁତ୍ତ, ବିଭିନ୍ନ ଜିଲ୍ଲାରେ ଚଳାଇଛନ୍ତି ଆତଙ୍କରାଜ୍‌

ଘରେ ସବୁ ଶୋଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଦେଖୁନାହାନ୍ତି ଘରର ଝରକାକୁ ଅତି ଚାଲାକିରେ କେମିତି ତଡା ହୋଇଛି । ଏହି ବାଟ ଦେଇ ଘରେ ପଶିବା ପରେ ସବୁକିଛି ପୋଛି ଦେଇଥିଲେ ଚୋରମାନେ । ଝରକା ଗ୍ରୀଲ ତାଡି ଘରେ ପଶି ଆଲମିରା ଭାଙ୍ଗି ଲୁଟିନେଲେ ସୁନା ରୁପା ଅଳଙ୍କାର ଓ ଟଙ୍କା ।…

କାମ କରିବା ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): ଯାଜପୁରରେ ଅଘଟଣ । କାମ ବେଳେ ଧସିଲା ମାଟି ଅତଡ଼ା । ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଲକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସ ଗୁହାଳି ଗାଁରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ବିଞ୍ଝାରପୁରର ଅଳକୁଣ୍ଡ ଅଞ୍ଚଳରେ ପାନୀୟ ଜଳ…

ବହୁ ପ୍ରତିକ୍ଷାର ଅନ୍ତ, ଦୀର୍ଘ ଦିନ ପରେ କାର୍ଯ୍ୟକ୍ଷମ ହେଲା ବ୍ରହ୍ମବରଦା ବିଦ୍ୟୁତ ସବଷ୍ଟେସନ

ଯାଜପୁର (କେନ୍ୟୁଜ): ଗ୍ରାମାଞ୍ଚଳରେ ବିଦ୍ୟୁତ ସେବାକୁ ସୁଗମ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି । ଏଭଳି ପରିସ୍ଥିତିରେ ଉଦଘାଟନ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନଥିଲା ଯାଜପୁର ଜିଲ୍ଲା ବ୍ରହ୍ମବରଦା ୩୩/୧୧କେଭି ବିଦ୍ୟୁତ ସବଷ୍ଟେସନ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର…

ନାନପୁର ଗ୍ରାମୀଣ ମହୋତ୍ସବ: ଦେଖିବାକୁ ମିଳିଥିଲା ଗ୍ରାମୀଣ କଳା ଓ ସଂସ୍କୃତିର ଝଲକ

ଓଡିଶାର ଗାଁ ମାଟିରେ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକକଳାର ବିବିଧ ପରିଚୟ ରହିଛି । ଏହି ବିରଳ ଏବଂ ଲୁପ୍ତ ପ୍ରାୟ କଳା ସଂସ୍କୃତି ପରମ୍ପରା ପୁନରୁଥାନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏହି କଳାତ୍ମକ ପରିଚୟ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଯାଜପୁର ଜିଲ୍ଲା…

ଗ୍ରୀଷ୍ମ ପୂର୍ବରୁ ଜଳକଷ୍ଟ: ଦୁର୍ଗନ୍ଧ ପାଣି ପିଇ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି ଗାଁ ଲୋକେ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । କୂପ ଓ ନଳକୂପ ଗୁଡିକ ବହୁ ପୁରୁଣା ହୋଇଥିବାରୁ ଏହାର ଗୋଳିଆ ଓ ଆଇରନ୍ ମିଶା ପାଣି ଉପଯୋଗୀ ହୋଇରହିନାହିଁ । ପ୍ରାୟ ତିନିବର୍ଷ ତଳେ ବସୁଧା ଯୋଜନାରେ ପ୍ରତି ଘରକୁ ପାଣି ଯୋଗାଇବାକୁ ପାଇପ୍…

ଯାଜପୁର ଧର୍ମଶାଳାରେ ନିର୍ମିତ ହୋଇଛି ଅତ୍ୟାଧୁନିକ ପାଠାଗାର, ଜାଣନ୍ତୁ କ’ଣ ରହିଛି ସୁବିଧା

ଗ୍ରାମାଞ୍ଚଳମାନଙ୍କରେ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ପାଠାଗାର ସାଜିଛି ଏକ ଅଞ୍ଚଳର ପରିଚୟ । ଏହି ଲକ୍ଷ ନେଇ ଗ୍ରାମାଞ୍ଚଳରେ ପ୍ରତିଷ୍ଠା ହୋଇଛି ଆତ୍ୟଧୁନିକ ପାଠାଗାର । ଯାଜପୁର ଜିଲ୍ଲା ଧର୍ମଶାଳା ଭଳି ସଂସ୍କୃତି ସମ୍ପନ୍ନ…

ବଞ୍ଚିଗଲା ଜୀବନ: କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଲେ ମହିଳା

ଯାଜପୁର (କେନ୍ୟୁଜ): ଅଳ୍ପକେ ବର୍ତ୍ତିଲା ଜୀବନ। ବିରାଟକାୟ କୁମ୍ଭୀର ମୁହଁରୁ ଅଳ୍ପକେ ରକ୍ଷା ପାଇଛନ୍ତି ମହିଳା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କୃପାସିନ୍ଧୁ ହାଇସ୍କୁଲ ନିକଟ ଖରସ୍ରୋତା ନଦୀରେ। ସୂଚନା ମୁତାବକ ଗତକାଲି କିଛି ମହିଳା ନଦୀକୁ…

5T ସଚିବଙ୍କ ଆଜି ଯାଜପୁର ଗସ୍ତର ଶେଷ ଦିନ: ମା ବିରଜାଙ୍କ ଦର୍ଶନକରି ମନ୍ଦିର ରୂପାନ୍ତରଣ ନେଇ କଲେ ଆଲୋଚନା

ଯାଜପୁର (କେନ୍ୟୁଜ): 5T ସଚିବ ଭି. କେ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତର ଆଜି ଶେଷ ଦିନ । ମାଆ ବିରଜାଙ୍କ ଦର୍ଶନ କରି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏବେ ବରି ନିର୍ବାଚନ ମଣ୍ଡଳୀର ବ୍ରହ୍ମବରଦା ହାଇସ୍କୁଲ ପଡ଼ିଆରେ ପହଞ୍ଚିଛନ୍ତି ଫାଇଭ ଟି ସଚିବ । ଜନ ଶୁଣାଣିରେ ଯୋଗ ଦେଇଛନ୍ତି । ଛଅ…

ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ମୁଣ୍ଡ ଓ ଗୋଡ଼ ବିହୀନ ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ): କୁମ୍ଭୀର ଆକ୍ରମଣରେ ମହିଳା ମୃତ। ଯାଜପୁର ବରୀ ବ୍ଲକ୍ ଅମଠପୁରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ବିରୂପା ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣ କରିଥିଲା। ମୃତ ମହିଳା ପାଲଟପୁର ଗାଁର ଅନାମ ଜେନାଙ୍କ ସ୍ତ୍ର। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…