Browsing Tag

jajpur biraja temple

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା, ଦର୍ଶନ ପାଇଁ ଜମିଛି ଭିଡ଼

ଚାଲିଛି ଜଗତଜନନୀ ମା' ଙ୍କ ଆରଧନା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି । ଏଥିପାଇଁ ପ୍ରାତଃ କାଳରୁ ମା' ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମା ବିରଜାଙ୍କ ପୀଠରେ ଆଜି ମହାସପ୍ତମୀ ପାଳିତ…

ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଘଟଣା: ପାର୍କିଂ ଭେଣ୍ଡର ଓ ପୂଜକଙ୍କୁ ପଡିଲା ଜରିମାନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ମନ୍ଦିର ପ୍ରଶାସନ ପକ୍ଷରୁ ହେଲା କାର୍ଯ୍ୟାନୁଷ୍ଠାନ। ଭକ୍ତଙ୍କୁ ଦୁର୍ବ୍ୟବହାର କରିଥିବା ଗାଡି ପାର୍କିଂ ଭେଣ୍ଡରଙ୍କୁ ୨୧୦୦ ଟଙ୍କା…

ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ଯବହାର: ଉପଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ 

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ଯବହାର କରିବା ଘଟଣାରେ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି। ସାହିତ୍ୟିକ ବୈଷ୍ଣବ ମହାନ୍ତି ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ…

ଯାଜପୁର : ଆସନ୍ତା ୪ ତାରିଖରେ ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର ଟାଉନ (କେନ୍ୟୁଜ୍‌) : ସେବାୟତଙ୍କ ଦାବି ପରେ ନିଷ୍ପତ୍ତି ନେଲେ ଜିଲ୍ଲାପାଳ । ଆସନ୍ତା ୪ ତାରିଖ ବୁଧବାର ଦିନ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର । ରାଜ୍ଯରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦେଇଛନ୍ତି…

ଆଜି ପବିତ୍ର ବକୁଳ ଅମାବାସ୍ୟା, କରୋନା କଟକଣା ପାଇଁ ନିରାଡ଼ମ୍ବରରେ ପାଳନ ହେଉଛି ଯାଜପୁରର ଶ୍ରୀ ଶ୍ରୀ ଯଜ୍ଞ ବରାହ…

ଯାଜପୁର ଟାଉନ: ଆଜି ପବିତ୍ର ବକୁଳ ଅମାବାସ୍ୟା। ଏହି ଅବସରରେ ଯାଜପୁରର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳନ କରାଯାଉଛି । କରୋନା କଟକଣା ପାଇଁ ସମ୍ଭାବ୍ୟ ଭିଡକୁ ଦୃଷ୍ଟି ରଖି ମନ୍ଦିର ପରିସରରେ ୧୪୪ଧାରା ଜାରି କରିଛି ଜିଲ୍ଲା…

ଆଜି ଖୋଲିଲା ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର, ୧୦ମାସ ପରେ ମା’ଙ୍କୁ ଦର୍ଶନ କରି ଭାବବିହ୍ଵଳ…

ଯାଜପୁର: ଖୋଲିଲା ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର। ସକାଳ ୬ଟାରୁ କୋଭିଡ୍‌ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ। ଦୀର୍ଘ ୧୦ମାସ ପରେ ମାଆଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି ଭକ୍ତ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍‌ ବ୍ୟବସ୍ଥା…

ଆସନ୍ତାକାଲି ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ, ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି

ଯାଜପୁର: ଆସନ୍ତାକାଲି ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ମନ୍ଦିର ଖୋଲିବା ଓ ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଏହି ଏସଓପି ଅନୁଯାୟୀ ମନ୍ଦିର ଭିତରେ ବ୍ଯାରିକେଡର…

ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର

ଯାଜପୁର(କେ ନ୍ୟୁଜ): କୋରୋନା କଟକଣା ମଧ୍ୟରେ ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର। ଆଜି ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ଖୋଲିବା ନେଇ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ ହୋଇଛି। ମନ୍ଦିରର ସିଂହଦ୍ୱାର ପଟୁ ଉଭୟ ପୁରୁଷ…

ଆଜିଠୁ ମା ବିରଜାଙ୍କ ରଥଯାତ୍ରା, ପବ୍ରିତ ଦୁର୍ଗୋତ୍ସବ ଅବସରରେ ୯ ଦିନ ଧରି ପରିଭ୍ରମଣ କରିବେ ଜଗତଜନନୀ ମାଆ

ଯାଜପୁର: ଆଜିଠାରୁ ଆରମ୍ଭ ହେଉଛି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜାଙ୍କ ରଥଯାତ୍ରା। ମାଆଙ୍କ ସିଂହଧ୍ୱଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ। ଅପରାହ୍ନ ୫ଟାରେ କୋଭିଡ୍‌ କଟକଣା ଭିତରେ ରଥ ଟଣା ହେବ। କେବଳ ଅଙ୍ଗଲାଗି ସେବାୟତମାନଙ୍କ ଦ୍ୱାରା ରଥ ଟଣାଯିବ। ଏଥିପାଇଁ ମନ୍ଦିର ପରିସରରେ…