Below header
Browsing Tag

jajpur news

ଲାଞ୍ଚ ଦେଇ ବି ମିଳୁନି ସରକାରୀ ଯୋଜନାର ଫାଇଦା, ଯାଜପୁର କାଟିଆ ଗାଁରୁ ଆସିଛି ଏଭଳି ଅଭିଯୋଗ

ଯାଜପୁର: ଲାଞ୍ଚ ଦେଇ ବି ମିଳୁନି ସରକାରୀ ଯୋଜନାର ଫାଇଦା। ପାଇଖାନା କରାଇଦେବାକୁ କହି ୱାର୍ଡମେମ୍ବର ୨ହଜାର ଟଙ୍କା ନେବା ପରେ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତର କାଟିଆ ଗାଁରୁ ଆସିଛି ଏଭଳି ଅଭିଯୋଗ। ସ୍ୱାମୀଙ୍କ ଦେହାନ୍ତ ପରେ…

ଯାଜପୁର: ନାଉରିଆଙ୍କ ଉଦ୍ଯମରେ ଚିଙ୍ଗୁଡିଆ ନାଳରେ ତିଆରି ହେଲା ବାଉଁଶ ପୋଲ, ଏବେ ର୍ନିଭୟରେ ଯାତାୟତ କରୁଛନ୍ତି ଲୋକେ

ଯାଜପୁର: ଏ ହେଉଛି ଯାଜପୁର ବରୀ ବ୍ଲକ ବୋଦୁଅ ପଂଚାୟତର ଏରଡାଠାରେ ଥିବା ଚିଙ୍ଗୁଡିଆ ନାଳରେ ତିଆରି ହୋଇଥିବା ବାଉଁଶ ପୋଲ । ଯାହା ଏବେ ପାଲଟିଛି ଲୋକମାନଙ୍କର ସାହା ଭରସା । ଦିନଥିଲା ଏହି ନାଳ ପାରି ହେବା ପାଇଁ ଡଙ୍ଗା କମ୍ବା ଇଂଜିନ ଚାଳିତ ବୋଟରେ ଯିବାକୁ ପଡୁଥିଲା କିନ୍ତୁ ଆଜି ଏଠାରେ…

ଜାତୀୟ ଫ୍ୟାସନ୍‌ ସୋ’ରେ ଓଡ଼ିଆଙ୍କ କମାଲ, ଗୋଟିଏ ଗାଁରେ ଚମକିଲେ ଜଣେ ପୁଅ ଆଉ ଜଣେ ଝିଅ

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଓଡ଼ିଆ ଚମକିଛନ୍ତି ସେମାନଙ୍କ ସଫଳତା ପାଇଁ । ଏବେ ଆଉ ଦୁଇ ଜଣଙ୍କ ନାଁ ଏଥିରେ ଯୋଡ଼ି ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଆଉ ଜଣେ ଝିଅ । ବିଶେଷ କଥା ହେଉଛି ଦୁଇଜଣ ଯାକ ଗୋଟିଏ ଗାଁର । ଦେଶର ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ପଛରେ ପକାଇ…

ପରିବେଶ ସୁରକ୍ଷାରେ ଲାଗିଛନ୍ତି ଡାଟ ସାଇଣ୍ଟିଷ୍ଟ ଧର୍ମେନ୍ଦ୍ର, ସଜାଉଛନ୍ତି ନିଜ ଗାଁ ପାଖ ଖରସ୍ରୋତା ନଦୀ କୂଳକୁ

ଯାଜପୁର ଟାଉନ : ପେସାରେ ବୈଜ୍ଞାନିକ, ହେଲେ ନିଶାରେ ପରିବେଶ ପ୍ରେମୀ । ସୂଦୂର ମୁମ୍ବାଇରେ ଟେକ୍ ମହିନ୍ଦ୍ରା କମ୍ପାନୀରେ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ଯରତ ଓଡିଆ ଯୁବକଙ୍କ ପରିବେଶ ସଜାଡିବା ଓ ଗଛଲଗା ନିଶା ଟାଣି ଆଣିଛି ନିଜ ଗାଁ ମାଟିକୁ । ଗାଁ ପାଖ ନଦୀଶଯ୍ୟାକୁ ପରିଷ୍କାର ରଖିବା, ନଦୀର…

ଡିନାମାଇଟ୍‌ ଲଗାଇ ଯାଜପୁରର କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ : ୨ ମାସ ଭିତରେ ରିପୋର୍ଟ ଦେବାକୁ…

ଯାଜପୁର: ଡିନାମାଇଟ୍‌ ଲଗାଇ ଯାଜପୁର ଜିଲ୍ଳା କେଲୁଅ ସେତୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଭିଜିଲାନ୍ସ । ୨ ମାସରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଭିଜିଲାନ୍ସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହାର ତଦନ୍ତ କରି ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବେ ।…

ଯାଜପୁର: ଚଳିତ ବର୍ଷ ବାତିଲ୍ ହେଲା ବିଂଝାରପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା, ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି…

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁରରେ ପ୍ରସିଦ୍ଧ ବରୁଣେଶ୍ୱର ମେଳାକୁ ଚଳିତ ବର୍ଷ ବାତିଲ କରାଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ଏକ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତିଙ୍କ ସମେତ ବରିଷ୍ଠ…

ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ ପକ୍ଷରୁ ବିକ୍ଷୋଭ

ଯାଜପୁର ଟାଉନ୍: ୪ ଦଫା ଦାବିରେ ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଅଲ ଇଣ୍ଡିଆ ସାର୍ଣ୍ଣା ଧ୍ରୋମ ଚେମନତାସ୍ରା ସଂଗଠନ । ରାଜ୍ୟରେ ସାର୍ଣ୍ଣା ଧର୍ମକୁ ସାମ୍ବାଧାନିକ ସ୍ୱିକୃତି ପ୍ରଦାନ କରିବା ସହିତ ଏଥିପାଇଁ କୋଡର ମାନ୍ୟତା ପ୍ରଦାନ କରିବା,ବଣ ଜଂଗଲ ଓ ଜୀବଜନ୍ତୁ…

ଯାଜପୁରରେ ଫେଲ୍ ମାରିଲା ଶିଶୁ ଅପହରଣ ଉଦ୍ଯମ: ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସିଲା ଅଷ୍ଟମ ଶ୍ରେଣୀର ଛାତ୍ର

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରୁ ନିଖୋଜ ଶିଶୁ କନ୍ୟାର ଏଯାଏ କୌଣସି ସୁରାକ ମିଳିନଥିବା ବେଳେ ସେହି ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅପହରଣ କରାଯାଇଥିବା ଘଟଣା ପୁଣି ସାମ୍ନାକୁ ଆସିଛି। କିନ୍ତୁ ସୌଭାଗ୍ୟ ବଶତଃ ଛାତ୍ର ଜଣକ କୌଣସି ମତେ…

ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ, ବିଂଝାରପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି ପ୍ରଥମ…

ଯାଜପୁର ଟାଉନ୍: ପତ୍ନୀକୁ ଧୋକା ଦେଇ ଦ୍ୱିତୀୟ ବିବାହ କଲା ପ୍ରତାରିତ ସ୍ୱାମୀ। ପ୍ରଥମ ସ୍ତ୍ରୀ କୁ ଆକ୍ରମଣ କରି ଘରୁ ତଡି ଦେବା ପରେ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପ୍ରଥମ ସ୍ତ୍ରୀ। ଯାଜପୁର ଜିଲା ବିଂଝାରପୁର ଥାନା ମାଂସଡା ଗ୍ରାମର ନିରଂଜନ ଜେନାଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ।…

୨୦୨୨ ସୁ‌ଦ୍ଧା ଯାଜପୁରରେ ହେବ ମେଡିକାଲ୍ କଲେଜ, ଭିତ୍ତିଭୂମି କାମର ଅନୁଧ୍ୟାନ କଲେ ବିଧାୟକ ପ୍ରଣବ ଦାସ ଓ ଜିଲ୍ଲାପାଳ

ଯାଜପୁର ଟାଉନ: ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ…

ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ, ଗାଁଲୋକଙ୍କ ହାତରେ ଧରାପଡିଲେ ୨ ଡକାୟତ

ଯାଜପୁର ଟାଉନ : ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ। ଧରାପଡିଲେ ୨ ଡକାୟତ। ଯାଜପୁର ଟାଉନ ମଙ୍ଗଳପୁର ଥାନା ସାଠିବାଟି ନିକଟରେ ସୁନା ବ୍ୟବସାୟୀ ପ୍ରଭାକର ସାହୁ ଓ ତାଙ୍କ ଭାଇ ଦୋକାନ ବନ୍ଦ କରି ଫେରୁଥିବାବେଳେ ୬ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ବାଟରେ ବନ୍ଧୁକ ଦେଖାଇ…

କରୋନା ଯୋଗୁ ଯାଜପୁରରେ ଫିକା ପଡିଛି କାଳୀପୂଜା, ଆସନ୍ତାକାଲି ମାଙ୍କ ଭସାଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଯାଜପୁର: ଯାଜପୁରରେ କରୋନା ଯୋଗୁ ଫିକା ପଡିଛି ଗଣପର୍ବ କାଳୀପୂଜା। ସହରରେ ୪୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ମାଆ। ଆସନ୍ତାକାଲି ହେବ ମାଙ୍କ ଭସାଣ ଉତ୍ସବ। ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ କେବଳ ଖାଁ ଖାଁ ପରିବେଶ । ପୂଜା ମଣ୍ଡପ ସଂପୂର୍ଣ୍ଣ ଖାଲି ।…