Browsing Tag

jcb

ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ ସହ ମୁହାଁମୁହିଁ ଧକ୍କା ହେଲା JCB, ଡ୍ରାଇଭର ଗୁରୁତର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତର ପ୍ରଦେଶରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଦିନଦୟାଲ ଉପାଧ୍ୟାୟ ଜଙ୍କସନ (ଡିଡିୟୁ)ରୁ ବାରାଣାସୀ ଯାଉଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍‌ (ନଂ. ୨୨୧୬୮) ଦୁର୍ଘଟଣାର ଶିକାର ହୋଇଛି । ବିନା ଫାଟକରେ କ୍ରସିଙ୍ଗ୍‌ ପାର୍‌ କରୁଥିବା ଜେସିବି ସହିତ ଟ୍ରେନର ମୁହାଁମୁହିଁ ଧକ୍କା ହୋଇଛି ।…

ରାତି ଅଧରେ ଆସି ଜେସିବି ଲଗାଇ ଭାଙ୍ଗିଲେ ଘର, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋଣାର୍କ (କେନ୍ୟୁଜ): ମୁହଁରେ କଳା କପଡ଼ା ବାନ୍ଧି ଓ ମୁଣ୍ଡରେ ଟୋପି ଲଗାଇ ରାତି ଅଧରେ କିଛି ଦୁବୃର୍ତ୍ତ ଜଣଙ୍କ ଘର ସାମ୍ନାରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମାରଣାସ୍ତ୍ର ଧରି ବୁଲୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି । ପରେ ଜେସିବି ଲଗାଇ ଘରକୁ ଭାଙ୍ଗିଥିବା ମଧ୍ୟ ଜଣା…

JCB ଓ ସ୍କୁଲ ବସ୍‌ ର ରଙ୍ଗ ହଳଦିଆ କାହିଁକି? କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରତିଦିନ ଆମେ ଏମିତି ଅନେକ ଜିନିଷ ଦେଖିଥାଉ ଯାହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିନଥାଉ। ରାସ୍ତାରେ ଯାଉଥିବା ଗାଡ଼ି ହେଉ କିମ୍ବା ଗାଡ଼ି ଚଲାଇବା ପାଇଁ ନିୟମ। ସବୁ ପଛରେ କିଛି ନା କିଛି କାରଣ ଥାଏ। ଆମେ ଆଜି ଏମିତି କିଛି ଜିନିଷ ପଛରେ ଥିବା କାରଣ ସମ୍ପର୍କରେ କହିବୁ…

କୋରାପୁଟ: ଖଡିମାଟି ଖନନକୁ ନେଇ ପୁଣି ଉତ୍ତେଜନା, ପୋଲିସକୁ ଆକ୍ରମଣ ଅଭିଯୋଗରେ ୫ ଗିରଫ

କୋରାପୁଟ (କେନ୍ୟୁଜ): ଖଡିମାଟି ଖନନକୁ ନେଇ ପୁଣି କୋରାପୁଟର ହାଟଶୁକୁ ଓ ପରଜା ଖୁଡୁବୁରେ ଉତ୍ତେଜନା । ଖଣି ଖନନ କରିବାକୁ ଯାଇଥିବା ଜେସିବି ସହ ୨ଟି ଗାଡିକୁ ଅଟକାଇଛନ୍ତି ଗ୍ରାମବାସୀ। ପୋଲିସକୁ ଆକ୍ରମଣ ଅଭିଯୋଗରେ ଗିରଫ ୫ ଜଣକୁ ଖଲାସ କରାନଗଲେ ଅଟକ ଗାଡିକୁ ଛଡା ଯିବନାହିଁ ବୋଲି କହିଛନ୍ତି…

JCB ବକେଟ ବାଜି ବାଇକ ଆରୋହୀ ମୃତ; ଦୁର୍ଘଟଣା ପରେ ଜେସିବି ମେସିନ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ନବରଙ୍ଗପୁର (କେନ୍ୟୁଜ): ମୃତ୍ୟୁ ଏମିତି ମଧ୍ୟ ଆସେ । କିଏ ଜାଣିଥିଲା ଯେ ଘରକୁ ଫେରିବା ବାଟରେ ଜଗିଛି ଯମ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଘଟିଛି ଏମିତି ଏକ ଅଘଟଣ। ସୂଚନା ଅନୁସାରେ ବି. ଏମ. ସେମଳା ଗ୍ରାମ ର ଦେବେନ୍ଦ୍ର ମାଳି ନାମକ ଜଣେ ବ୍ୟକ୍ତି କୋଷାଗୁମୁଡା ଠାରୁ ନିଜ…

କନ୍ୟାକୁ ନେବା ପାଇଁ ବର ଆଣିଲା ଜେସିବି, କାରଣ ଥିଲା କିଛି ଏଭଳି..ଦେଖନ୍ତୁ ଥରେ ଭିଡ଼ିଓ

ଏବେ ଆରମ୍ଭ ହୋଇସାରିଛି ବିବାହ ସିଜିନ। ଏହି ସମୟରେ ପୁଅ ନିଜ ପରିବାର ସହ କାର୍‌ ରେ ବସି ଆସିବା ସହିତ ଗୀତ ନାଚରେ ସମସ୍ତ ମଜା କରିବାକୁ ଭୁଲନ୍ତି ନାହିଁ। ଏବେ ଏହାକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିିଛି। ଏବେ ପୁଅ ହାତୀ, ଘୋଡ଼ା ବା କାର ରେ ଆସୁନାହିଁ ବରଂ ପ୍ରସେସନ୍‌ ରେ ସେ ଜେସିବି ସହ…

ସେବା ଯୋଗାଇବା ପାଇଁ ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା JCBରେ ହେଲେ ନଦୀ ପାର, ଫଟୋ ହେଲା ଭାଇରାଲ

କରୋନା ବିରୁଦ୍ଧରେ ଲଢୁଥିବା ଫ୍ରଣ୍ଟ ଲାଇନ ୱାର୍କରଙ୍କ ଯୋଗଦାନ ସର୍ବୋଚ୍ଚ ଉପରେ । ଆମେ ଆପଣଙ୍କୁ ଏବେ ଯେଉଁ ଫଟୋ ଏବେ ଦେଖାଉଛୁ ସେଥିରୁ ଠିକ ରୂପେ ଆପଣ ବୁଝି ପାରିବେ ଯେ, ପରିସ୍ଥିତି ଯାହା ବି ଥାଉ କୋଭିଡ ଯୋଦ୍ଧା ସବୁବେଳେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏବେ…

ସାରା ରାତି ମା’ ପାଖେ କାନ୍ଦୁଥିଲା ଝିଅ, କିନ୍ତୁ କେହି ଆଣିଲେନି ଗାଡ଼ି; ଶେଷରେ ଜେସିବିରେ ମହିଳାଙ୍କୁ ନିଆଗଲା…

କରୋନା ଭାଇରସର ଦ୍ଵିତୀୟ ଲହରୀ ଏତେ ଭୟାନକ ଯେ ଲୋକଙ୍କ ମନରେ ଡର ବସା ବାନ୍ଧି ରହିଛି। କର୍ଣ୍ଣାଟକର କୋଲାର ସହରରେ ଏହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ରାସ୍ତାରେ ଅଚେତ ହୋଇ ପଡ଼ିଯାଇଥିଲେ। କିନ୍ତୁ କରୋନା ଭୟରେ କେହି ତାଙ୍କ ପାଖ ମାଡ଼ି ନଥିଲେ। ଏମିତିକି କେହି…

ଭାରତୀୟ ଜେସିବିକୁ ଏମିତି ବ୍ୟବହାର କରିବେ ବୋଲି ତିଆରି କରିଥିବା ଲୋକ ବି ଚିନ୍ତା କରିନଥିବ! ଦେଖନ୍ତୁ ଭିଡିଓ

ଗାତ ଖୋଳିବା ପାଇଁ ହେଉ କିମ୍ବା କିଛି ବଡ଼ ଜିନିଷ ଉଠାଇବାକୁ ଆବଶ୍ୟକ ପଡ଼ିଥାଏ ଜେସିବି। ଏହା ନିଜ ପଞ୍ଝାରେ ବଡ଼ ବଡ଼ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥାଏ। ଏହି ମେସିନ୍‌ ଦେଖିବାକୁ ଅନ୍ୟ ଗାଡ଼ି ତୁଳନାରେ ଅଦ୍ଭୁତ ହୋଇଥିବାରୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ।…