JEE ମେନ୍ସ ୨୦୨୫ର ପରୀକ୍ଷା ପାଟର୍ନ ବଦଳିଲା, ଏବେ ଉଠାଇ ପାରିବେନି ଏହି ଲାଭ !
ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଏଗଜାମ୍ ବା JEE ମେନ୍ସ ୨୦୨୫ର ଅନଲାଇନ ଆବେଦନ ବହୁତ ଜଲଦି ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଜେଇଇ ମେନ୍ସ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନୋଟିସ୍ ଜାରି କରି ୨୦୨୫ର ପରୀକ୍ଷା ପାଟର୍ନ ପରିବର୍ତ୍ତନ…