ବ୍ୟାକିଙ୍ଗ ଠାରୁ ନେଇ ପାନ୍ କାର୍ଡ ପର୍ଯ୍ୟନ୍ତ ସବୁର ବଦଳିଲା ନିୟମ ! ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ
ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ ୧ ଜୁଲାଇ ୨୦୨୩ ରୁ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି, ଯାହାପରେ ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିପାରେ । ୧ ଜୁଲାଇରୁ ବ୍ୟାଙ୍କ, ଟିକସ ବ୍ୟବସ୍ଥା ତଥା ଆଇନ ସହ ଜଡିତ କେତେକ ପ୍ରସଙ୍ଗରେ ନୂଆ ନିୟମ କାର୍ଯ୍ୟକାରୀ ହେବ ।…