Browsing Tag

july month

ଆସନ୍ତା ୧ ଅଗଷ୍ଟରୁ ଦେଶରେ ଲାଗୁ ହେବ ନୂଆ ନିୟମ, ଆୟକର ଠୁ ନେଇ ତେଲ ଦରରେ ହେବ ବଡ ପରିବର୍ତ୍ତନ

ଶେଷ ହୋଇଯିବ ଜୁଲାଇ ମାସ । ଆସନ୍ତା ଅଗଷ୍ଟ ୧ ରୁ ବଦଳିଯିବ ପୁଣି ଥରେ ପୁରୁଣା ନିୟମ । ପ୍ରତି ଥର ନୂଆ ମାସ ଆରମ୍ଭ ହେବା ସହ ଲୋକଙ୍କ ମନରେ କିଛି ଆଶା ଜାଗ୍ରତ ହୁଏ । ନୀତିଦିନିଆ ଚଳଣିରେ କିଛି ଜିନିଷ ର ଦାମ ଯେପରି କମ ହୋଇଯାଉ । ଏଥର ମଧ୍ୟ ପୁରୁଣା ନିୟମରେ କିଛି ପରିବର୍ତ୍ତନ ହେବାକୁ ଯାଉଛି…

ବ୍ୟାକିଙ୍ଗ ଠାରୁ ନେଇ ପାନ୍ କାର୍ଡ ପର୍ଯ୍ୟନ୍ତ ସବୁର ବଦଳିଲା ନିୟମ ! ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ

ସାଧାରଣ ଲୋକଙ୍କ ଉପରେ ପୁଣି ମହଙ୍ଗା ମାଡ଼ ପଡ଼ିବ । କାରଣ ୧ ଜୁଲାଇ ୨୦୨୩ ରୁ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି, ଯାହାପରେ ଏହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିପାରେ । ୧ ଜୁଲାଇରୁ ବ୍ୟାଙ୍କ, ଟିକସ ବ୍ୟବସ୍ଥା ତଥା ଆଇନ ସହ ଜଡିତ କେତେକ ପ୍ରସଙ୍ଗରେ ନୂଆ ନିୟମ କାର୍ଯ୍ୟକାରୀ ହେବ ।…

ମାଲାମାଲ୍‌ ହେବାକୁ ହୋଇଯାଆନ୍ତୁ ପ୍ରସ୍ତୁତ, ଜୁଲାଇରେ ଏହି ରାଶି ଉପରେ ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

ଜୁଲାଇ ମାସରେ କେତେକ ରାଶିର ଭାଗ୍ୟ ବଦଳିବାକୁ ଯାଉଛି। ଏହି ମାସରେ ମା’ ଲକ୍ଷ୍ମୀ କେତେକ ସ୍ୱତନ୍ତ୍ର ରାଶି ଉପରେ ନିଜ କୃପା ବର୍ଷାଇବେ। ଏଥିସହ ଏହି ରାଶିର ବ୍ୟକ୍ତିମାନେ ମାଲାମାଲ ହେବେ। ଜୁଲାଇ ମାସରେ ବୁଧ, ଶୁକ୍ର, ସୂର୍ଯ୍ୟ ଓ ମଙ୍ଗଳର ରାଶି ପରିବର୍ତ୍ତନ ହେବ। ଏହି ରାଶି ପରିବର୍ତ୍ତନର…

ଚଳିତ ବର୍ଷ ଜୁଲାଇ ତାପମାତ୍ର ଭାଙ୍ଗିଲା ରେକର୍ଡ, ଏମିତି ଉତ୍ତପ୍ତ କେବେ ହୋଇନଥିଲା

ଇତିହାସ ରଚିଲା ୨୦୧୯ର ଜୁଲାଇ ମାସ। ଆଜି ପର୍ଯ୍ୟନ୍ତ ଯେତେ ଜୁଲାଇ ମାସ ଆସିଛି, ସେ ଭିତରୁ ୨୦୧୯ର ଜୁଲାଇ ସବୁଠାରୁ ଉତ୍ତପ୍ତ। ଜୁଲାଇ ୨୯ ପର୍ଯ୍ୟନ୍ତ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଏହା ୨୦୧୬ର ଜୁଲାଇ ମାସ ସହ ସମାନ କିମ୍ବା ତାଠାରୁ ଅଧିକ ହୋଇଛି। ପୂର୍ବରୁ ଜୁଲାଇ ୨୦୧୬ର ଜୁଲାଇ ସବୁଠାରୁ…

ଜୁଲାଇରୁ ମହଙ୍ଗା ହୋଇପାରେ ହୋଣ୍ଡା କମ୍ପାନୀ କାର, ଜାଣନ୍ତୁ କେତେ ବଢିବ

ଦେଶରେ ଲୋକପ୍ରିୟ ହୋଇଥିବା ହୋଣ୍ଡା କମ୍ପନୀର କାର ଆସନ୍ତା ମାସରୁ ମହଙ୍ଗା ହୋଇପାରେ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ କାରର ଚାହିଦା ଓ ବଜାର ଦରକୁ ଆଖି ଆଗରେ ରଖି ଆସନ୍ତା ଜୁଲାଇ ମାସରୁ କମ୍ପାନୀ ଏହାର ମୂଲ୍ୟ ବଢାଇବା ବୋଲି ଜଣାପଡିଛି। ଦିନକୁ ଦିନ ଲୋକ ମାନଙ୍କର ଜୀବନ…