Below header
Browsing Tag

junior engineer

RWSS କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ବାଟର୍ସରୁ ମୃତଦେହ ଉଦ୍ଧାର

ଜଳେଶ୍ବର (କେନ୍ୟୁଜ): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ RWSS ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ଯୁ । ସରକାରୀ କ୍ବାଟର୍ସରୁ ସଞ୍ଜୟ କୁମାର ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅଫିସର ଅନ୍ଯ କର୍ମଚାରୀମାନେ ପ୍ରଥମେ ମୃତଦେହ ଦେଖି ବାଲିଆପାଳ ପୋଲିସକୁ ଖବର…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ: ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର ଲାଞ୍ଚ

ନରସିଂପୁର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ କଟକ ବଡ଼ମ୍ବା ବ୍ଲକ ନିର୍ବାହୀ ଯନ୍ତ୍ରୀ ବାଉରୀବନ୍ଧୁ ପରିଡ଼ାଙ୍କୁ ଧରିଲା ଭିଜିଲାନ୍ସ । ବଡମ୍ବା ବ୍ଲକ ତୁଣୁପୁର ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କ ଠାରୁ ବିଲ ପାସ୍‌ କରାଇଦେବା ପାଇଁ ନେଉଥିଲେ ୩୦ ହଜାର…

ପାଟଣାଗଡ଼ ବ୍ଲକ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ନିର୍ମମ ହତ୍ୟା, କପା କିଆରିରୁ ମିଳିଲା ମୃତଦେହ

ବଲାଙ୍ଗିର(କେନ୍ୟୁଜ୍):କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ମମ ହତ୍ୟା । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୋଲବନ୍ଧ ପଞ୍ଚାୟତ ବନକାବିଅର ଗାଁ ନିକଟ କପା କିଆରିରୁ ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ…

୧୦ ବର୍ଷ ଧରି ଶିଶୁ ଓ ଯୁବକମାନଙ୍କୁ ଯୌନ ଶୋଷଣ କରି ଆସୁଥିଲେ ଏହି ସରକାରୀ କନିଷ୍ଠ ଯନ୍ତ୍ରୀ, କୁକର୍ମକୁ ଘୋଡ଼ାଉଥିଲେ…

ୟୁପିର ବାନ୍ଦାରେ ଜଳସେଚନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ରାମଭବନ ପିଲାମାନଙ୍କୁ ଯୌନ ଶୋଷଣ କରୁଥିବାର ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏ ପର୍ଯ୍ୟନ୍ତ ସିବିଆଇର ତଦନ୍ତ ମୁତାବକ, ରାମଭବନ ପାଖାପାଖି ୭୦ରୁ ଅଧିକ ପିଲାଙ୍କୁ ଯୌନ ଶୋଷଣ କରିସାରିଛନ୍ତି। ତେବେ ସେ ଯେଉଁ ପିଲାମାନଙ୍କୁ ଯୌନ ଶୋଷଣ…

ଅନୁଗୁଳ: ଭିଜିଲାନ୍ସ ଜାଲରେ ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଏକାଧିକ ସ୍ଥାନରେ ଚାଲିଛି ଚଢ଼ାଉ

ଅନୁଗୁଳ(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ଧରା ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ । ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ରେଡ୍‌ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ଅନ୍ୟ ଦୁଇଟି ବାସଭବନ ଓ ସମ୍ପର୍କୀୟଙ୍କ ଘର…

ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ଲୋକଙ୍କ ଭଲପାଇବା ସାଉଁଟୁଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର, ଟ୍ବିଟ୍ କରି…

ମାଲକାନଗିରି(କେନ୍ୟୁଜ୍): ଘୋଡ଼ାରେ ସବାର ଯନ୍ତ୍ରୀ । ବୁଲୁଛନ୍ତି ଗାଁ ଗାଁ । ରାସ୍ତା ଓ ପୋଲ ନିର୍ମାଣ ପାଇଁ କରୁଛନ୍ତି ସର୍ଭେ । ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଆମେ କଥା ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର…

ବାଣପୁର: ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ,  ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍

ବାଲୁଗାଁ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ।ସଲପେଡି ଗ୍ରାମରେ ମସଜିଦ୍ ନିର୍ମାଣର ବିଲ ପାସ କରାଇଦେବାକୁ କହି ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପଡିଲେ ଭିଜିଲାନ୍ସ ଜାଲରେ । ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଲାଇ ମଗବୁଲ କଳାପାହାଡ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା…