Browsing Tag

kalia yojna

ନୂଆଖାଇରେ କାଳିଆ ରିଟର୍ଣ୍ଣସ୍, ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଉପହାର,ଆଜି ମିଳିବ କାଳିଆ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):ଆଜି ମିଳିବ କାଳିଆ ଟଙ୍କା । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇରେ କାଳିଆ ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟର ୩୭ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରାଯିବ । ୭୪୩ କୋଟି ଟଙ୍କା ଚାଷୀଙ୍କୁ ଦିଆଯିବ ।…

୧୮ ଲକ୍ଷ ଭୂମିହୀନ କୃଷକ ପରିବାରକୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ  ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ…

ଚାଷୀଙ୍କୁ ଅକ୍ଷୟ ତୃତୀୟା ଉପହାର, ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର। ରାଜ୍ୟର ୪୨ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୯୨୦ କୋଟି ଟଙ୍କା। କାଳିଆ ଯୋଜନାରେ ଖରିଫ ୨୦୨୧ ପାଇଁ ଏହି ଅର୍ଥ ପ୍ରଦାନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କ୍ଷୁଦ୍ର, ନାମମାତ୍ର ଚାଷୀ ସହ ଭୂମିହୀନ ଚାଷୀ ପରିବାର ସମସ୍ତେ…

କାଳିଆ ରିଟର୍ଣ୍ଣସ୍, ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଚାଷୀଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଆସନ୍ତାକାଲି ଚାଷୀଙ୍କୁ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ପ୍ରଦାନ କରାଯିବ…

୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ପୁଣି କାଳିଆ ଟଙ୍କ ସହାୟତା, ବ୍ୟାଙ୍କ ଖାତାକୁ ଗଲା ୨ ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଫେରିଲା ପୁଣି କାଳିଆ। ୨୦୧୯ ନିର୍ବାଚନରେ ବିଜେଡି ପାଇଁ ଥିଲା କାଳିଆ ଥିଲା ଗେମ୍‌ ଚେଞ୍ଜର। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନେଉଛି ଏ ଯୋଜନା। କେବଳ ଚାଷୀ ନୁହଁ ଭାଗଚାଷୀ ଓ ଭୂମିହୀନ ମଧ୍ୟ ଏଥିରେ ସୁଫଳ ପାଉଛନ୍ତି। ଏହି ଯୋଜନା…

କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ ବ୍ୟବସ୍ଥା,ରାଜ୍ୟର ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ

କେନ୍ୟୁଜ୍(ବ୍ୟୁରୋ):  ଏଥର ରାଜ୍ୟରେ ଅଧିକ ଅମଳ ହେବ ଫସଲ । ୟୁରିଆ ସାର ପାଇଁ ଚାଷୀଙ୍କୁ ଅସୁବିଧା ହେବନି । ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରିବାକୁ କୃଷି କ୍ୟାବିନେଟର ନିଷ୍ପତ୍ତି ହୋଇଛି । ଚାଷୀଙ୍କଠାରୁ ଅଣଧାନ ଫସଲ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରାଯାଉଛି । ‘ଆମ…

କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କର ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ…

ଭୁବନେଶ୍ବର(କେନ୍ଯୁଜ୍): କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କର ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ସୂଚନା ଦେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ପ୍ରାୟ ୧୨ ହଜାର ବଡ଼ଚାଷୀ କାଳିଆ ସହାୟତା ପାଇଛନ୍ତି । ସେହି ଚାଷୀ ମାନଙ୍କୁ…

କାଳିଆ ଯୋଜନାରେ ଅଛନ୍ତି ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ, ୨୭ ସୁଦ୍ଧା ସବୁ ପଞ୍ଚାୟତରେ ସରିବ ଚିହ୍ନଟ ପ୍ରକ୍ରିୟା

କାଳିଆ ଯୋଜନାରେ ଅଛନ୍ତି ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ। ୫୧ ଲକ୍ଷ ହିତାଧିକାରୀଙ୍କ ଭିତରୁ ଗତ ୧୪ ତାରିଖ ସୁଦ୍ଧା ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ତାଲିକା ଯାଞ୍ଚ କରାଯାଇଛି । ସେଥିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଆସନ୍ତା ୨୭ ସୁଦ୍ଧା ପଞ୍ଚାୟତ ସ୍ତରରେ…

ପ୍ରକାଶ ପାଇଲା ୨୦୧୯ ପାଇଁ ଚିଠା କୃଷି ନୀତି, ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା

ଭୁବନେଶ୍ବର(କେନ୍ୟୁଜ୍): ପ୍ରକାଶ ପାଇଲା ଚିଠା କୃଷି ନୀତି ୨୦୧୯। ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଆସିଲା ଚିଠା କୃଷି ନୀତି। ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା। ଚାଷୀଙ୍କ ଆୟ ବୃଦ୍ଧିକୁ ବି ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ କାଳିଆ ଯୋଜନାକୁ ଚାଲୁ ରଖିବା ପାଁ ଚିଠା କୃଷି ନୀତିରେ ଉଲ୍ଲେଖ…