Browsing Tag

kangana ranaut

କଙ୍ଗନା ରାଣାଓ୍ଵତଙ୍କ ଶୋ’ ଲକ୍‌ ଅପ୍‌ର ବିଜେତା ହେଲେ ମୁନବ୍ଦର ଫାରୁକୀ, ୨୦ ଲକ୍ଷ ଟଙ୍କା ସହ ମିଳିଲା ଏସବୁ ଉପହାର

କଙ୍ଗନା ରାଣାଓ୍ଵତ୍‌ଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ର ପ୍ରଥମ ସିଜନ୍‌ର ବିଜେତା ହୋଇଛନ୍ତି ମୁନବ୍ଦର ଫାରୁକୀ। ଶୋ’ ଆରମ୍ଭ ହେବା ଦିନ ଠାରୁ ହିଁ ମୁନବ୍ଦର ଫାରୁକୀ ଜଣେ ଦମ୍‌ଦାର ପ୍ରତିଯୋଗୀ ଥିଲେ। ଜନତାଙ୍କ ଠାରୁ ତାଙ୍କୁ ସର୍ବାଧିକ ଭୋଟ୍‌ ମିଳିଛି। ଫଳରେ ସେ ବିଜୟୀ ମୁକୁଟ ପିନ୍ଧିଛନ୍ତି।…

ଫିନାଲେ ପୂର୍ବରୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’ ‘ଲକ୍‌ଅପ୍‌’ ଉପରେ ରୋକ୍‌ ଲଗାଇଲେ କୋର୍ଟ, ଆଉ ହେବନି ପ୍ରସାରଣ

‘ଲକ୍‌ ଅପ୍‌’ର ଫିନାଲେ ପୂର୍ବରୁ ଏକତା କପୁରଙ୍କୁ ଝଟ୍‌କା। ଏକତା କପୁରଙ୍କ ଶୋ’ ଲକ୍‌ ଅପ୍‌ ଉପରେ ହାଇଦ୍ରାବାଦର କୋର୍ଟ ରୋକ୍‌ ଲଗାଇ ଦେଇଛନ୍ତି। ଏକତା କପୁରଙ୍କ ଉପରେ କପି ରାଇଟ୍‌ ଉଲ୍ଲଂଘନ କରିବା ନେଇ ଅଭିଯୋଗ ହୋଇଛି। ପ୍ରକାଶ ଯେ କଙ୍ଗନା ରାଣାଓ୍ଵତଙ୍କ ଦ୍ୱାରା ହୋଷ୍ଟିଂ ରିଆଲିଟି ଶୋ’…

Lock uppରେ ଆସୁଛନ୍ତି ଶେହନାଜ୍‌ ଗିଲ୍‌, କରିବେ କରନ୍‌ କୁନ୍ଦ୍ରାଙ୍କୁ ରିପ୍ଲେସ୍‌

ଆରମ୍ଭ ହେବା ଦିନଠୁ ହିଁ ଭିନ୍ନ ଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହିଛି କଙ୍ଗନା ରାଣାଓ୍ଵତ୍‌ଙ୍କ ଶୋ’ ଲକ୍‌ ଅପ୍‌। ଆଉ ମାତ୍ର କିଛି ଦିନ ପରେ ଶୋ’ର ଫିନାଲେ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଦର୍ଶକଙ୍କୁ ଏକ ନୂଆ ଟ୍ଵିଷ୍ଟ୍‍ ଦେଖିବାକୁ ମିଳିବ। କୁହାଯାଉଛି ଯେ ସମସ୍ତଙ୍କ ପ୍ରିୟ ଶେହନାଜ…

ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା ରାଣାଓ୍ଵତ୍‌, ରିଆଲିଟି ଶୋ’ ଲକ୍‌ଅପ୍‌ରେ କଲେ ବଡ଼ ଖୁଲାସା

ପିଲା ବେଳେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଟିଭି ରିଆଲିଟି ଶୋ’ ଲକ୍‌ଅପ୍‌ରେ ରବିବାର ପ୍ରସାରିତ ଏପିସୋଡ୍‌ରେ ସେ ଏନେଇ ଖୁଲାସା କରିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ କହିବାନୁସାରେ, ତାଙ୍କୁ ପିଲା ବେଳେ ସେକ୍ସୁଆଲ ହାରାସ୍‌ମେଣ୍ଟର ସାମ୍ନା କରିବାକୁ…

ରିଲିଜ ହେଲା ‘ଧାକଡ଼’ର ଟିଜର, ଫିଲ୍ମରେ ୭ଟି ଅଲଗା ଅଲଗା ଲୁକ୍ସରେ ନଜର ଆସିବେ କଙ୍ଗନା

କଙ୍ଗନା ରଣାଓ୍ଵତଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଧାକଡ’ର ଟିଜର ରିଲିଜ ହୋଇଛି। ଅନେକ ଦିନ ଥରି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଟ୍ରେଲର ଆରମ୍ଭରେ କଙ୍ଗନାଙ୍କର ବୋଲ୍ଡ ଲୁକ୍‌ ନଜର ଆସିଛି। କଙ୍ଗନା ବିକିନୀ ପିନ୍ଧି ଡ୍ରିଙ୍କ କରୁଥିବାର ନଜର ଆସିଛନ୍ତି। ଏହା ପରେ ବାଥଟବ୍‌ରେ…

କଙ୍ଗନା ରାଣାଓ୍ଵତଙ୍କ ‘ଲକ୍ ଅପ୍’ ଶୋ’ରେ ପାର୍ ହେଲା ସବୁ ସୀମା, ଭାଇରାଲ୍ ହେଉଛି ସାୟେଶା…

ନୂଆଦିଲ୍ଲୀ: କଙ୍ଗନା ରାଣାଓ୍ଵତଙ୍କ 'ଲକ୍ ଅପ୍' ଶୋ’କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଶୋ’ରେ ପ୍ରତିଯୋଗୀମାନଙ୍କ ଲାଇଫଷ୍ଟାଇଲ୍ ଆଉ କଣ୍ଟ୍ରୋଭର୍ସିକୁ ନେଇ ସବୁ ଏପିସୋଡରେ ବିବାଦ ଦେଖାଯାଏ। କିନ୍ତୁ ବର୍ତ୍ତମାନ ଶୋ’ରେ ଏମିତି କିଛି ଘଟିଛି, ଯାହା ପୁଣି ଏକ ବିବାଦ ସୃଷ୍ଟି କରିଛି। ଏକ ଗେମ୍…

ଗର୍ଭବତୀ ଅଛନ୍ତି କି ଅଙ୍କିତା ଲୋଖଣ୍ଡେ! କଙ୍ଗନାଙ୍କ ଶୋ’ ଲକ୍‌ଅପ୍‌ରେ କଲେ ଖୁଲାସା

କଙ୍ଗନା ରାଣାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେଙ୍କ ବନ୍ଧୁତା ବେଶ୍‌ ଗଭୀର। ଉଭୟେ ଫିଲ୍ମ ମଣିକର୍ଣ୍ଣିକାରେ ଏକାଠି କାମ କରିଥିଲେ। କଙ୍ଗନା ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କ ବିବାହରେ ମଧ୍ୟ ସାମିଲ ହୋଇଥିଲେ। ନିକଟରେ ଅଙ୍କିତା କଙ୍ଗନାଙ୍କ ରିଆଲିଟି ଶୋ’ ଲକ୍‌ ଅପ୍‌ରେ ନିଜ ଶୋ’ ପବିତ୍ର…

ସିଗାରେଟ ନିଶାରେ ପାଗଳ ହୋଇଯାଉଥିଲେ କଙ୍ଗନା, ଝରକାରୁ ଡେଇଁ କରୁଥିଲେ ଇଚ୍ଛା ପୂରଣ

ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ଏହା ତ ସମସ୍ତଙ୍କୁ ଜଣାଯେ ତାଙ୍କ ଉପରେ କାହାର ବି ମର୍ଜୀ ଚଳି ନଥାଏ । ନିଜ ଉପରେ କଙ୍ଗନାଙ୍କର କେବଳ ମାତ୍ର ନିଜର ରାଜ ହିଁ ଚାଲିଥାଏ । ସମୟ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବି ଚର୍ଚ୍ଚାର ପରିସରକୁ ଆସିଥାନ୍ତି କଙ୍ଗନା ।…

ସମସ୍ତେ ଭଲ କହୁଥିବା ବେଳେ ଦୀପିକା ପାଦୁକୋନ୍‌ଙ୍କ ଗହରାଇୟାଁକୁ ‘କଚରା’ ବୋଲି କହିଲେ କଙ୍ଗନା ରାଣାଓ୍ଵତ୍‌

ନିକଟରେ ରିଲିଜ୍‌ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଗହରାଇୟାଁ’। ଏହି ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକେ ଅନେକ ଦିନ ହେଲାଣି ଅପେକ୍ଷା କରିଥିଲେ। ଗତ ୧୧ ଫେବ୍ରୁଆରୀରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ଲୋକମାନେ ମଧ୍ୟ ଫିଲ୍ମକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ…

ମୁମ୍ବାଇରେ ନିଜ ସ୍ୱପ୍ନର ଘର ତିଆରି କଲେ ନଓ୍ଵାଜ, ହାଉସପାର୍ଟିରେ ନଜର ଆସିଲେ ବଲିଉଡ କୁଇନ କଙ୍ଗନା

ନିଜର ଅଭିନୟ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଧିକି।ଏବେ ଦୀର୍ଘ ବର୍ଷର ପରିଶ୍ରମ ପରେ ନୱାଜୁଦ୍ଦିନ ସିଦ୍ଧିକି ଏବେ ମୁମ୍ବାଇ ତଥା ମାୟାନଗରୀରେ ଏକ ସ୍ୱପ୍ନର ବଙ୍ଗଳା ତିଆରି କରିଛନ୍ତି । ଏହି ବଙ୍ଗଳା ତାଙ୍କ ପିତାଙ୍କ ନାମରେ ହିଁ ନବାବ ରଖିଛନ୍ତି।…

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ଭାବେ ଏସବୁ ଜିନିଷ ପଠାଇଲେ ଭିକ୍କି ଓ କ୍ୟାଟ୍ରିନା, ଫଟୋ ସେୟାର କଲେ ବଲିଉଡ କୁଇନ୍

ବଲିଉଡ୍ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୯ ରେ ଉଭୟେ ରାଜସ୍ଥାନର ସିକ୍ସ ସେନ୍ସ ଫର୍ଟରେ ହାତକୁ ଦି ହାତ ହୋଇ ସାତ ଜନ୍ମର ସାଥି ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ସେଲିବ୍ରିଟିଙ୍କ ବାହାଘର ବେଳର ଫଟୋ ଖୁବ୍…

ପଞ୍ଜାବରେ କଙ୍ଗନା ରାଣାଓ୍ଵତ୍‌ଙ୍କୁ ଘେରିଲେ କୃଷକ, ଅଭିନେତ୍ରୀ କହିଲେ-ସେମାନେ ମୋତେ ମାରି ଦେଇଥାନ୍ତେ

ପଞ୍ଜାବ ଗସ୍ତରେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ସେଠାରେ କୃଷକମାନେ କଙ୍ଗନାଙ୍କୁ ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି। କୃଷକମାନେ କଙ୍ଗନାଙ୍କ ବୟାନକୁ ବିରୋଧ କରିବା ସହ ତାଙ୍କ କାରକୁ ରୋକିଥିଲେ। କେବଳ ପୁରୁଷ ନୁହେଁ, ମହିଳା କୃଷକମାନେ ମଧ୍ୟ କଙ୍ଗନାଙ୍କୁ ବିରୋଧ କରିଥିବା ଦେଖିବାକୁ…