Below header
Browsing Tag

kapil sharma

କିକୁଙ୍କ ଯୋଗୁ କପିଲ ଶର୍ମା ଶୋ’କୁ ବୟକଟ୍‌ କରିବାକୁ ଜୋର ଧରିଛି ଦାବି, ଟ୍ରେଣ୍ଡ୍‌ କରୁଛି #BoycottKapilSharmaShow

କମେଡିଆନ୍‌ କପିଲ ଶର୍ମାଙ୍କ ବେଳା ପୁଣିଥରେ ଖରାପ ପଡ଼ିଛି। ପୂର୍ବରୁ କିଛି ନା କିଛି କାରଣରୁ ତାଙ୍କ ଶୋ’ ମଝିରୁ ବନ୍ଦ ହେଉଥିବା ବେଳେ ଏବେ ପୁଣିଥରେ ତାଙ୍କ ଶୋ’ ବନ୍ଦ ହେବା ସ୍ଥିତି ଉପୁଜିଛି। ଏଥରକ କପିଲଙ୍କର କିଛି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରି…

ଭିତରୁ ଏମିତି ଦେଖାଯାଏ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଘର, ଦେଖନ୍ତୁ ବଙ୍ଗଳା ଭିତରର ଫଟୋ

ଏକ ଛୋଟ ସହରରୁ ଆସି ଖୁବ୍‌ କମ୍‌ ଦିନ ମଧ୍ୟରେ ମୁମ୍ବାଇରେ ନିଜ ପରିଚୟ ସୃଷ୍ଟି କରିଥିବା କପିଲ ଶର୍ମା କମେଡି କିଙ୍ଗ୍‌ ଭାବେ ଘରେ ଘରେ ପରିଚିତ। କପିଲଙ୍କ ଗଣତି ଟିଭିର ସବୁଠୁ ଦାମୀ ଷ୍ଟାରଙ୍କ ମଧ୍ୟରେ ହୋଇଥାଏ। ମୁମ୍ବାଇରେ କପିଲଙ୍କର ଏକ ସୁନ୍ଦର ଘର ରହିଛି। ସେଠାରେ ସେ ନିଜ ପତ୍ନୀ, ଝିଅ ଓ…

କପିଲ ଶର୍ମାଙ୍କ ବଡ଼ ଖୁଲାସା, ନିଜ ବିବାହରେ ଡାକି ରଣବୀର ସିଂହ କରିଥିଲେ ‘ଅପମାନିତ’

ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଓ ସିରିୟଲର ସୁଟିଂ ବନ୍ଦ ଥିଲେ ମଧ୍ୟ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ତେବେ ନିକଟରେ କପିଲ ଶର୍ମା ରଣବୀର ସିଂହଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ କପିଲ ଶର୍ମାଙ୍କ ଶୋ’ର ସୁଟିଂ ବନ୍ଦ…

3 ମାସର ଝିଅ ଅନାୟରାର କନ୍ୟା ପୂଜନ କରି ଦୁର୍ଗାଷ୍ଟମୀ ପାଳିଲେ କପିଲ ଶର୍ମା, ସୋସିଆଲ ମିଡିଆରେ ସେୟାର କଲେ ଏହି ସୁନ୍ଦର…

କପିଲ ଶର୍ମାଙ୍କର ଏପ୍ରିଲ 2 ତାରିଖରେ 39ତମ ଜନ୍ମଦିନ ଥିଲା। ସେ ଏହାର ଦିନକ ପୂର୍ବରୁ ଅର୍ଥାତ ବୁଧବାର ଘରେ ଦୁର୍ଗାଷ୍ଟମୀ ପୂଜା କରିଥିଲେ । ଖାସ କଥା ହେଉଛି, କପିଲ ନିଜ 3 ମାସର ଝିଅ ଅନାୟରାର କନ୍ୟା ପୂଜନ କରିଛନ୍ତି । ପୂଜା ପରେ ଝିଅର ଏକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି…

ବହୁତ କ୍ୟୁଟ୍‌ ଦେଖାଯାଉଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ, ଭାଇରାଲ ହେଲା ପ୍ରଥମ ଫଟୋ

ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ନିଜ ଜୀବନର ବେଷ୍ଟ ଫେଜ୍‌ରେ ଅଛନ୍ତି। କପିଲଙ୍କ ସ୍ତ୍ରୀ ଗିନ୍ନି ଚତରଥ ୧୦ ଡିସେମ୍ବର ୨୦୧୯ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଝିଅକୁ ନେଇ କପିଲ ଓ ଗିନ୍ନି ବହୁତ ଖୁସି ଅଛନ୍ତି। ବିଜି ସିଡ୍ୟୁଲ ସତ୍ତ୍ୱେ କପିଲ ନିଜ ଲିଟିଲ୍‌…

କପିଲ ଶର୍ମା ବାପା ହେବା ଖୁସିରେ ଦେଲେ ପାର୍ଟି, ଗିନ୍ନୀଙ୍କ ବେବି ଶାଓ୍ଵର ଫଟୋ ଭାଇରାଲ

କମେଡି କିଙ୍ଗ୍ କପିଲ ଶର୍ମା ଜଲଦି ବାପା ହେବାକୁ ଯାଉଛନ୍ତି। ନିକଟରେ କପିଲ ନିଜ ପତ୍ନୀ ଗିନ୍ନୀଙ୍କ ବେବି ଶାଓ୍ଵର ପାର୍ଟି ରଖିଛନ୍ତି। ଏହି ପାର୍ଟିର ବହୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରୁ ଦେଖି ଲାଗୁଛି କପିଲ ତାଙ୍କ ପତ୍ନୀଙ୍କ ପାଇଁ ସବୁ ମୂହୁର୍ତ୍ତକୁ ସ୍ପେଶାଲ କରିବାକୁ…

ସୋନମ୍‌ କପୁରଙ୍କୁ ଫ୍ଲର୍ଟ କରିବା କପିଲ ଶର୍ମାଙ୍କୁ ପଡ଼ିଲା ଭାରି, ଅଭିନେତ୍ରୀଙ୍କ ଜବାବ ଶୁଣି ବନ୍ଦ ହୋଇଗଲା ମୁହଁ

ଦ କପିଲ ଶର୍ମା ଶୋକୁ ଏମିତି ଅନେକ ସେଲିବ୍ରିଟି ନିଜ ଫିଲ୍ମ ପ୍ରମୋଶନ କରିବାକୁ ଆସିଥାଆନ୍ତି। ଏଥର ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଓ ଦୁଲକର ସଲମାନ ସେମାନଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ପ୍ରମୋଶନ ପାଇଁ ଆସିଥିଲେ। ତେବେ ଏହି ଅବସରରେ କପିଲ ସୋନମଙ୍କ ସହ ମସ୍ତି ମଜାକ୍‌ କରିବା…

ପଞ୍ଜାବ ବନ୍ୟା ପୀଡିତଙ୍କୁ ଦରଦ ଦେଖାଉଥିଲେ କପିଲ୍, ହେଲେ ହୋଇଗଲେ ଟ୍ରୋଲ୍

ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ଅଭିନେତା କପିଲ୍ ଶର୍ମା କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ସୋସିଆଲ୍ ମିଡିଆରେ ନିଜ ମତାମତ ରଖି ଟ୍ରୋଲ୍ ମଧ୍ୟ ହୋଇଛନ୍ତି କପିଲ୍। ଗତ ଦୁଇ ଦିନ ତଳେ ବି ତାଙ୍କ ସହିତ ଏମିତି କିଛି ଘଟିଥିଲା। ସେ ସୋସିଆଲ ମିଡିଆରେ ଏକ ଭିଡିଓ…

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ, ଅଧ ଘଂଟା ପରେ ହେଲା ଆୟତ୍ତ

କମେଡି କିଙ୍ଗଙ୍କ ଜୀବନରେ ଟ୍ରାଜେଡି । କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ । ମୁମ୍ବାଇର ଆଶିବାରାରେ ଥିବା କପିଲଙ୍କ ଘରେ ଗତକାଲି ଲାଗିଯାଇଥିଲା ନିଆଁ । ତେବେ ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ସହ କୌଣସି ଧନଜୀବନ କ୍ଷତି ହୋଇନଥିବା ସୂଚନା ମିଳିଛି । ଏହା ସହ ପଢନ୍ତୁ ପୁଣି ଥରେ ଧମାଲ୍…

ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍, ଖୁବ୍ ଶୀଘ୍ର କମେଡି ସୋ’ରେ ଏଣ୍ଟ୍ରି କରିବେ ଡକ୍ଟର ଗୁଲାଟୀ

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ ।…

ପୁଣି ଥରେ କପିଲଙ୍କ ଶୋରେ ନଜର ଆସିବେ ସୁନିଲ ଗ୍ରୋଭର !

ମୁମ୍ବାଇ : ଗତବର୍ଷ ପ୍ରସିଦ୍ଧ ହାସ୍ୟଅଭିନେତା କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପ୍ରାୟ ସମସ୍ତଙ୍କୁ ଜଣା। ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ପ୍ରଭାବ ତାଙ୍କ ଫ୍ୟାନ୍ ଏବଂ ଶୋ ଉପରେ ପଡିଥିଲା। ଏପରିକି ଶୋର ଟିଆରପି କମ ହୋଇଯିବା ପରେ ତାହାକୁ ବନ୍ଦ ମଧ୍ୟ କରିବାକୁ…

କପିଲଙ୍କ ସୋ ପାଇଁ ସୁନିଲଙ୍କୁ ଶକ୍ତ ଝଟକା, ବନ୍ଦ ହୋଇପାରେ କାନପୁର ବାଲେ ଖୁରାନିଆ

ମୁମ୍ବାଇ : ଏହାକୁ ଭାଗ୍ୟର ଖେଳ ହିଁ କୁହାଯାଇପାରିବ। ଗୋଟିଏ ପଟେ କପିଲଙ୍କ ସୋ ଟେଲିଭିଜନରେ ସବୁଠାରୁ ଅଧିକ ରେଟିଂରେ ରହିଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦୀ ସୁନିଲ ଗୌଭରଙ୍କ ସୋ କାନପୁର ବାଲେ ଖୁରାନିଆର ବନ୍ଦ ହେବା ଉପରେ । କିଛି ଦିନ ପୂର୍ବେ ଭାରତ ଫିଲ୍ମରେ ବ୍ୟସ୍ତ ରହିବା କାରଣରୁ…