Below header
Browsing Tag

karan johar

‘ଆଇକନିକ ଏଣ୍ଟରଟେନମେଣ୍ଟ ଲିଡର ଅଫ ଦ ଡିକେଡ’ ଆଓ୍ଵାର୍ଡ ଜିତିଲେ କରନ ଜୋହର, ଅର୍ଥମନ୍ତ୍ରୀ କଲେ ପୁରସ୍କୃତ

ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କୁ ଚଳିତ ଦଶକର ସର୍ବଶ୍ରେଷ୍ଠ ମନୋରଂଜକ ଭାବେ ପରସ୍କୃତ କରାଯାଇଛି। କରନଙ୍କୁ ଏହି ପୁରସ୍କାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ପ୍ରଦାନ କରିଛନ୍ତି। କରନ ଅନେକ ବର୍ଷଧରି ଭାରତୀୟ ଜନତାଙ୍କ ମନକୁ ଏଣ୍ଟରଟେନ କରୁଛନ୍ତି।…

ବେବୋଙ୍କୁ ଡେଟ୍‌ରେ ଡାକିଲେ କରଣ ଜୋହର, ତ ମିଳିଲା ଏଭଳି ଜବାବ…

ବଲିଉଡ୍‌ର ଆଗଧାଡ଼ିର ସିନେମା ନିର୍ମାତା କରଣ ଜୋହର ଓ କରୀନା କପୁର ଖୁବ୍‌ ଉତ୍ତମ ବନ୍ଧୁ। ବିଭିନ୍ନ ଉତ୍ସବରେ ଉଭୟଙ୍କ ମିଳାମିଶା ଓ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ। ତେବେ ନିକଟରେ କରଣ ଓ କରୀନାଙ୍କ ଭେଟ ହୋଇଥିଲା। ଏହି ଦେଖା ବେଳେ କରଣ ବେବୋଙ୍କୁ ମୁଭି ଡେଟ୍‌ରେ ଯିବାକୁ…

ବରୁଣ-ନତାଶା ଓ ଆଲିଆ-ରଣବୀରଙ୍କ ବିବାହରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ନିର୍ଦ୍ଦେଶକ କରଣ ଜୋହର

ବଲିଉଡ୍ ରେ ୨୦୧୮ ମସିହାରେ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯେପରି ଦୀପିକା-ରଣବୀର ଓ ପ୍ରିୟଙ୍କା-ନିକ୍‌ଙ୍କ ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଚଳିତ ବର୍ଷ ମଧ୍ୟ ଅନେକ ବଲିଉଡ୍ ଷ୍ଟାରମାନେ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଶୁଣିବାକୁ ମିଳିଛି।…

ଏକତରଫା ପ୍ରେମରେ ପଡ଼ିଥିଲେ କରନ ଜୋହର, Birthday ରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଟ ନିର୍ଦ୍ଦେଶକ, ନିର୍ମାତା, ଲେଖକ, କଷ୍ଟୁମ ଡିଜାଇନର ଏବଂ ଅଭିନେତା କରନ ଜୋହର ଆଜି ତାଙ୍କର ୪୭ତମ ଜନ୍ମ ଦିବସ ପାଳନ କରୁଛନ୍ତି। କରନ ୨୫ ମେ ୧୯୭୨ ମସିଆରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ ୧୯୯୮ରେ ଫିଲ୍ମ ‘କୁଛ-କୁଛ ହୋତା ହେ’ ରୁ ନିର୍ଦେଶନା ଦେବା ଆରମ୍ଭ…

ବିଳମ୍ବିତ ରାତିରେ କରଣ ଜୋହରଙ୍କ ପ୍ରଡକ୍ଟସନ୍ ହାଉସରେ ଲାଗିଲା ନିଆଁ, ଜଣେ ଅଧିକାରୀ ଆହତ

ମୁମ୍ବାଇ : ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପ୍ରଡକ୍ଟସନ କମ୍ପାନୀ ଧର୍ମା ପ୍ରଡକ୍ଟସନର ଗୋଦାମରେ ଗତରାତିରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ନିଆଁରେ କରଣଙ୍କର ଅନେକ କ୍ଷତି ହୋଇଥିବା ଜଣାପଡିଛି। ନିଆଁକୁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୧୨ଗାଡି ନିୟୋଜିତ ରହିଥିଲେ। ବହୁ…

ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ, କରଣ ଦେଲେ ଅଜୟଙ୍କୁ ଅଡି କାର ଉପହାର

ମୁମ୍ବାଇ : ବଲିଉଡ଼ର ଆକ୍ସନ ସୁପରଷ୍ଟାର ଅଜୟ ଦେବଗନଙ୍କୁ ନିର୍ଦ୍ଦେଶକ କରଣ ଜୋହର ଦେଇଛନ୍ତି ଅଡି କାର। ଅଜୟ ଦେବଗନଙ୍କ ଚାଟ ଶୋରେ ଦେଇଥିବା କଳାକାର ଭାବେ ବିବେଚିତ ହୋଇଛନ୍ତି । ଯାହା ଫଳରେ ତାଙ୍କୁ ଅଡି ଏ୫ କାର ଉପହାର ଭାବେ ମିଳିଛି। ଅଜୟ ଦେବଗନଙ୍କୁ ତାଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ…

ଏବେ କରଣ ନିର୍ମାଣ କରିବେ “ଗେ ଲଭ ଷ୍ଟୋରୀ”

ମୁମ୍ବାଇ : ବଲିଉଡ଼ ଫିଲ୍ମ ନିର୍ମାତା କରଣ ଜୋହର ନିଜର ଭିନ୍ନ କାହାଣୀ ବିଶିଷ୍ଟ ଦମଦାର ଫିଲ୍କ ପାଇଁ ବେଶ ଜଣାଶୁଣା। ତାଙ୍କର ଫିଲ୍ମର କାହାଣୀ ଅନ୍ୟ ଫିଲ୍ମ ମାନଙ୍କ ଅପେକ୍ଷା କିଛି ଭିନ୍ନ ସ୍ବାଦର ହୋଇଥାଏ। ତେବେ କରଣ ଆଗକୁ ଏକ ଗେ ଲଭ ଷ୍ଟୋରୀ ପ୍ରସ୍ତୁତ କରିବା ନେଇ ଖବର ଆସିଛି। ନିକଟରେ ଏକ…

ତୈମୁରକୁ ଜ୍ୱାଇଁ କରିବାକୁ ଚାହାନ୍ତି କରଣ ଜୋହର

କେନ୍ୟୁଜ୍ : ରିସେଣ୍ଟିଲି ଦ୍ୱିତୀୟ ବାର୍ଥ ଡେ ସେଲିବ୍ରେଟ କରିଛନ୍ତି ଛୋଟେ ନବାବ ତୈମୁର ଅଲ୍ଲୀ ଖାନ୍‌ । ତେବେ ୨ବର୍ଷ ବୟସରେ ମଧ୍ୟ ତୈମୁରଙ୍କ ପାଇଁ ଦୁଲହନ ଖୋଜା ସରିଛି। ଏବେ ଠାରୁ କରଣ ଜୋହର ତୈମୁରକୁ ଜ୍ୱାଇଁ କରିବାକୁ ଭାବି ସାରିଛନ୍ତି। କରଣଙ୍କ ପୁଅ ୟଶ ଓ ରୁହି ତୈମୁରଙ୍କ ଭଲ ସାଙ୍ଗ।…

ଏହି ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ସୈଫଙ୍କ ଝିଅ ସାରା, ନିଜେ କଲେ ଖୁଲାସା

ମୁମ୍ବାଇ : ଫିଲ୍ମ କେଦାରନାଥରୁ ବଲିଉଡ଼ରେ ନିଜର କ୍ଯାରିୟର ଆରମ୍ଭ କରିବାକୁ ଯାଉଛନ୍ତି ନବାଗତ କଳାକାର ସାରା ଅଲ୍ଲି ଖାନ। ଅଭିନେତା ସୈଫ୍ ଅଲ୍ଲି ଖାନ ଏବଂ ଅଭିନେତ୍ରୀ ଅମୃତା ସିଂଙ୍କର ଗେହ୍ଲା ଝିଅ ସାରା ନିଜର ଫିଲ୍ମର ପ୍ରମୋସନ କରିବା ସହ ମିଡ଼ିଆରେ ରହିଛନ୍ତି ଖୁବ ଚର୍ଚ୍ଚାରେ। ଦର୍ଶକ…

୨୦୧୯ରେ ମଲାଇକାଙ୍କୁ ବିବାହ କରିବେ ଅର୍ଜୁନ୍, କଥାରେ କଥାରେ ଖୁଲାସା କଲେ କରଣ ଯୋହର

ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ଦୀପିକା – ରଣବୀର ଏବଂ ପ୍ରିୟଙ୍କା – ନିକଙ୍କ ପରେ ଏବେ ଆଉ ଏକ ସେଲିବ୍ରିଟି ଯୋଡିଙ୍କ ନାଁ ଚର୍ଚ୍ଚାକୁ ଆସିଯାଇଛି । ସେମାନେ ଆଉ କେହି ନୁହଁନ୍ତି, ସେମାନେ ହେଉଛନ୍ତି ମଲାଇକା ଅରୋରା ଏବଂ ଅର୍ଜୁନ୍ କପୁର । ଉଭୟଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେବ ଖୁବ୍…

କରଣଙ୍କ ପରେ କରୀନା କରିବେ ରେଡ଼ିଓ ଶୋ

ମୁମ୍ବାଇ : କରନ ଜୋହରଙ୍କ ପରେ ଏବେ ରେଡିଓ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି କରୀନା କପୁର ଖାନ୍‌। ସୂଚନା ଅନୁଯାୟୀ, ଚଳିତ ବର୍ଷ ଡିସେମ୍ବରରୁ ଏହି ଶୋ ଅନ ଏୟାର ହେବ। ଏହି ଶୋରେ କରୀନା ଲୋକଙ୍କ ସହ କଥା ହେବେ। ସେମାନଙ୍କ ସମସ୍ୟା ସଂପର୍କରେ ଶୁଣିବା ସହ ସମାଧାନର ରାସ୍ତା ବତାଇବେ। ନିଜ…

ଆପଣ ଜାଣିଛନ୍ତି କି ,କରଣଙ୍କ ଡୁପ୍ଲେକେଟ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଏବେ କିଛି ଦିନ ହେବ ଗୋଟିଏ ଫଟୋ ବହୁ ସଂଖ୍ୟାକ ଭାଇରାଲ ହେଉଛି। ସେ ଆଉ କିଏ ନୁହଁ , ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍ ରହୁଥିବା ନିର୍ମାତା- ନିର୍ଦ୍ଦେଶକ କରଣ ଜୋହରଙ୍କ ଡୁପ୍ଳିକେଟଙ୍କ ଫଟୋ । ଆଜ୍ଞା ହଁ , ତାଙ୍କର ଫଟୋ ଦେଖି ଆପଣ ବିଲକୁଲ ବିଶ୍ବାସ…