Browsing Tag

kerala flood

କୁନି ହାତରେ ବଡ଼ ଦାନ : ନିଜ ସାଇକେଲ୍ ପାଇଁ ସଂଚିତ ୯ହଜାର ଟଙ୍କା କେରଳକୁ ଦାନ କଲା ୯ବର୍ଷର ଝିଅ

କେରଳରେ ପ୍ରକୃତିର ପ୍ରଳୟଙ୍କାରୀ ରୂପ । ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ବନ୍ୟା । ଦେବଭୂମି ଦେଖିଛି ଶତାବ୍ଦୀର ସବୁଠୁ ବିଧ୍ୱସ୍ତକାରୀ ବିପର୍ୟ୍ୟୟ । ୪୦୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭.୫ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି। କେରଳରେ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ୫୦୦କୋଟି ଟଙ୍କାର ସହାୟତା…

କେରଳ ବନ୍ୟା ପୀଡ଼ିତାଙ୍କୁ ଓଡ଼ିଶା ଆଇଏଏସ ଅଫିସରଙ୍କ ସହାୟତା

ଭୁବନେଶ୍ବର(କେନ୍ୟୁଜ୍) : କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି ରାଜ୍ୟ ଆଇଏଏସ ଅଫିସର୍ସ ଆସୋସିଏସନ । ରାଜ୍ୟର ସବୁ ଆଇଏଏସ ଅଫିସର ସେମାନଙ୍କ ଗୋଟିଏ ଦିନର ଦରମା କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେରଳର…

କେରଳର ବନ୍ୟାରେ ଫଶିରହିଥିବା ଓଡ଼ିଆ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କେରଳରେ ପ୍ରଳୟଙ୍କାରୀ ବନ୍ୟାରେ ଫଶିରହିଥିବା ଓଡ଼ିଆ ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଯେଉଁମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନେ ଫେରିପାରିବେ। ତାଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି। ଯୋଗାଯୋଗ ପାଇଁ SRCର ୨୪…

କେରଳରେ ଦେବଦୂତ ଭଳି ପହଞ୍ଚୁଛନ୍ତି ସେନା : ବନ୍ୟା ବିପନ୍ନଙ୍କ ଉଦ୍ଧାର କାର୍ୟ୍ୟରେ ଓଡ଼ିଶା ସାମିଲ

କେରଳ : ଜଳ ପ୍ରଳୟରେ କେରଳ କଲବଲ ହେଉଥିବା ବେଳେ ଲୋକଙ୍କ ପାଖରେ ଦେବଦୂତ ଭଳି ପହଞ୍ଚୁଛନ୍ତି ସେନା, ନୌସେନା, କୋଷ୍ଟଗାର୍ଡ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛି ଓଡ଼ିଶା । ରାଜ୍ୟ ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍‌ ଆଲପୁଜାହା ଓ କୋଟାୟାମରେ…

କେରଳରେ କମିଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା, ଏର୍ଣ୍ଣାକୁଲମରୁ ସନ୍ଥ୍ରାଗାଛିକୁ ଦୁଇଟି ସ୍ୱତନ୍ତ୍ର ରେଳ :…

କେରଳରେ କମିଛି ବର୍ଷା । ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଏବେ ବି ପାଣି ଘେରରେ ଲୋକେ । ବର୍ଷା କମିବାରୁ ରିଲିଫ ଓ ଉଦ୍ଧାର କାର୍ୟ୍ୟକୁ ଜୋରଦାର କରାଯାଇଛି । ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ଆଉ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୩୭୦ରେ…

ବନ୍ୟା ପ୍ରପୀଡ଼ିତ କେରଳକୁ ଆଉ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଓଡ଼ିଶା

ବନ୍ୟା ପ୍ରପୀଡ଼ିତ କେରଳକୁ ଆଉ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଓଡ଼ିଶା । ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏହି ଅର୍ଥ ପ୍ରଦାନ କରାଯିବ । ଏହାସହ ୮ କୋଟି ଟଙ୍କାରେ ୫ ଶହ ଟନ୍‌ ପଲିଥିନ୍‌ କେରଳ ପଠାଇବାକୁ ଘୋଷଣା କରିଛନ୍ତି…

ବନ୍ୟାରେ ଉବୁଟୁବୁ କେରଳ : ୩୫୦ ଟପିଲାଣି ମୃତ୍ୟୁ ସଂଖ୍ୟା

କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୫୦ ଟପିଲାଣି । ପ୍ରଳୟଙ୍କରୀ ବନ୍ୟାରେ ବୁଡି ଯାଇଛି ସଂପୂର୍ଣ୍ଣ କେରଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ ସହର, ରାସ୍ତା, ପୋଲ ସବୁକିଛି ବୁଡ଼ି ଯାଇଛି । ଘର ବୁଡି ଯାଇଥିବାରୁ ହଜାର ହଜାର ଲୋକ ଛାତ ଉପରେ ବସିଛନ୍ତି । ହେଲିକେପ୍ଟର ଓ ଡଙ୍ଗା…

କେରଳର ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଭୁବନେଶ୍ବର(କେନ୍ୟୁଜ୍) : କେରଳର କୋଚି ଓ ତ୍ରିଭେନ୍ଦ୍ରମରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ୪ ଜଣିଆ ଟିମ୍ ଯାଇଛି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟରେ ସହାୟତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ମଧ୍ୟ ପଠାଯାଇଛି…

କେରଳରେ ବନ୍ୟାର କରାଳ ରୂପ : ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ପ୍ରଳୟଙ୍କରୀ ବନ୍ୟା

କେରଳ (କେ ନ୍ୟୁଜ୍) : କେରଳ ଦେଖିଲା ଶତାବ୍ଦୀର ସବୁଠୁ ବିଧ୍ୱସ୍ତକାରୀ ବିପର୍ୟ୍ୟୟ । କରାଳ ରୂପ ନେଇଛି ବର୍ଷା ଓ ତାପରବର୍ତ୍ତୀ ବନ୍ୟା । ବର୍ତ୍ତମାନ ସୁଦ୍ଧା ପ୍ରଳୟଙ୍କାରୀ ବନ୍ୟାରେ ୩୨୪ଜଣଙ୍କର ଜୀବନ ନେଲାଣି । ବନ୍ୟା ଓ ଭୂସ୍ଖଳନରେ ଅନେକ ନିଖୋଜ ଅଛନ୍ତି । ହଜାର ହଜାର ପରିବାରର ଲକ୍ଷ…

କେରଳରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର

କେରଳ : ପୁଣି ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ପ୍ରଭାବିତ ହୋଇଛି ଉଦ୍ଧାର ଏବଂ ରିଲିଫ କାର୍ୟ୍ୟ । କେରଳରେ ବନ୍ୟାରେ ଏଯାଏଁ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ୮ହଜାର ୩ଶହ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି…