ପ୍ରସୂତି ମୃତ୍ୟ ନେଇ କେନ୍ଦୁଝର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
ଲାଞ୍ଚକୁ ଲାଞ୍ଚ ନେଲେ ଏପଟେ ମାରି ଦେଲେ। ପ୍ରସୂତିକୁ ନେଇ ଡାକ୍ତରଖାନା ଆସିଥିଲୁ । ସନ୍ଧ୍ୟା ଅପରେସନ ପରେ ଝିଅଟିଏ ହେଲା । ହେଲେ ଯେତେବେଳେ ଯନ୍ତ୍ରଣା ହୋଇଥିଲା ଡାକ୍ତଖାନାରେ ଡାକ୍ତର ନଥିଲେ କି ନର୍ସ ନଥିଲେ । କଷ୍ଟ ଯନ୍ତ୍ରଣା ସହି ସହି ଜୀବନ ଚାଲିଗଲା । ଏଭଳି କହି ପରିବାର ଲୋକେ…