Below header
Browsing Tag

kidnap case

ଟିଭି ଆଙ୍କରଙ୍କ ଫଟୋ ଦେଖି ଦିଓ୍ଵାନୀ ହେଲେ ଯୁବତୀ, ବାହା ହେବାକୁ କଲେ ଅପହରଣ

ଯୁବତୀଙ୍କ ଅଜବ ନିଶା । ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଆଉ ଆଙ୍କର ଜଣକ ରାଜି ନ ହେବାରୁ ଅପହରଣ ପାଇଁ ନାଟକ ରଚିଥିଲେ । ଆଙ୍କରଙ୍କୁ ଉଠାଇ ନେଲେ ଆଉ ଏବେ ଧରାପଡିଲେ । ପୋଲିସ ମହିଳାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି । ପୋଲିସ କହିବା ମୁତାବକ, ଡିଜିଟାଲ…

ରାଜଧାନୀରେ ବ୍ୟବସାୟୀଙ୍କ ପୁଅ ଅପହରଣ ଘଟଣା: ଆଜି ୪ ଅଭିଯୁକ୍ତଙ୍କର ହୋଇପାରେ ଟିଆଇ ପରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବ୍ୟବସାୟୀଙ୍କ ପୁଅ ଅପହରଣ ଘଟଣାରେ ରିମାଣ୍ଡରେ ଆଣିବ ପୋଲିସ। ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଆଜି ୪ ଜଣଙ୍କର ହୋଇପାରେ ଟିଆଇ ପରେଡ୍‌। ଅଭିଯୁକ୍ତ ମାନଙ୍କୁ ଚିହ୍ନିବେ ଅପହୃତ ହୋଇଥିବା ଇଶାନ…

ଭୁବନେଶ୍ବରରୁ ଅପହରଣ କରି ଯୁବକଙ୍କୁ ୮୦୦ କିଲୋମିଟର ବୁଲାଇଲେ ଦୁର୍ବୃତ୍ତ, ୩୬ ଘଣ୍ଟା ପରେ ସୁନାଖଳା ଜଙ୍ଗଲରୁ ଉଦ୍ଧାର…

ଭୁବନେଶ୍ବର(କେନ୍ୟୁଜ୍): ୩୬ ଘଣ୍ଟାର ଅପରେସନ୍‌ । ଅପହରଣ ପରେ ଯୁବକଙ୍କୁ ୮୦୦ କିଲୋମିଟର ବୁଲାଇଲେ ଦୁର୍ବୃତ୍ତ । ଭୁବନେଶ୍ୱରରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣର ପର୍ଦ୍ଦାଫାସ କରିଛି ପୋଲିସ । ଝାରପଡ଼ାରୁ ଅପହୃତ ଛାତ୍ରଙ୍କୁ ୩୬ ଘଣ୍ଟା ପରେ ନୟାଗଡ଼ ସୁନାଖଳାର ଜଙ୍ଗଲରୁ ଉଦ୍ଧାର କରିଛି…

ସ୍ୱିଗୀ ଡେଲିଭରୀ ବୟ କିଡନାପ୍ ସସ୍‌ପେନ୍‌ସ: ଅପହରଣ ନୁହେଁ ନାଟକ, ଖୁବଶୀଘ୍ର ହେବ ପର୍ଦ୍ଦାଫାସ

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱର ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କ ଅପହରଣ ସସ୍‌ପେନ୍‌ସ। ପୋଲିସ ଜାଣିବାକୁ ପାଇଛି ଏହା ଅପହରଣ ନୁହେଁ ନାଟକ। ଖୁବଶୀଘ୍ର ଅପହରଣ ଉପରୁ ପରଦା ହଟାଇବ ପୋଲିସ । ଶନିବାର ନିଜେ ଅପହରଣ ନାଟକ ରଚିଥିଲେ । ଅପହରଣ ନାଟକ ପଛରେ ରହିଛି ପ୍ରେମ ସମ୍ପର୍କ । ଗୋପ…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଘରୁ ଅପହରଣ ଅଭିଯୋଗ, ଯୁବକକୁ ବାନ୍ଧିଲା ମୋହନା ପୋଲିସ୍

ମୋହନା: ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ । ଗଜପତି ମୋହନା ଥାନା କିଡାସିଂ ଗ୍ରାମର ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତ ଯୁବକ ଗିରଫ । ଚନ୍ଦ୍ରଗିରି ନଡ଼ିଆ ସାହିର ଡମ୍ବୁରୁ ପାଇକକୁ ବାନ୍ଧିଛି ପୋଲିସ । ଗତ ୧୦ ତାରିଖରେ ଡମ୍ବୁରୁ ନାବାଳିକା ଛାତ୍ରୀଙ୍କୁ ବିବାହ…

ଛୁଟି ନ ମିଳିବାରୁ ନିଜ ଅପହରଣର ନାଟକ ରଚିଲା ଯୁବକ, କିନ୍ତୁ ତା’ପରେ ଯାହା ହେଲା…

ଅନେକ ଦିନ ଲଗାତାର କାମ କରିବା ପରେ ସମସ୍ତଙ୍କୁ ଛୁଟି ଦରକାର ପଡ଼େ। ଏଭଳି ସ୍ଥିତିରେ ଛୁଟି ନେବାକୁ ହେଲେ ଆମକୁ ଆମ ବସ୍‌ଙ୍କର ଅନୁମତି ନେବାକୁ ପଡ଼େ। କିନ୍ତୁ କେତେବେଳେ ଆମକୁ ସହଜରେ ଅନୁମତି ମିଳିଯାଏ ତ ଆଉ କେବେ ଏଥିପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। କିନ୍ତୁ ଛୁଟି ନ ମିଳିବାରୁ ନିରାଶ ହୋଇ…

ଗଜପତି କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲା: ଜଣେ ନାବାଳକ ସହ ୮ ଜଣ ଗିରଫ, ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା ଜବତ

ଗଜପତି : ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ନାବାଳକକୁ ଅପହରଣ ମାମଲାରେ ଆସିଛି ନାଟକୀୟ ମୋଡ । ଘଟଣାରେ ୮ ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୨୧ ହଜାର ଟଙ୍କା, ଗୋଟିଏ କାର, ୫ଟି ବାଇକ୍‌, ୭ଟି ମୋବାଇଲ ଓ ୨ଟି ଔଷଧ ଶିଶି ଜବତ କରିଛି ପୋଲିସ । ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି…

ପରିବାର ଲୋକ କଲେ ଅପହରଣ ଅଭିଯୋଗ, ଯାହାକୁ ଖଣ୍ଡନ କଲେ ନାବାଳିକା

କଟକ(କେନ୍ୟୁଜ୍): ପରିବାର ଲୋକ କଲେ ଅପହରଣ ଅଭିଯୋଗ। କିନ୍ତୁ ନାବାଳିକା ଥାନାରେ ପହଞ୍ଚି ଅଭିଯୋଗକୁ କଲା ଖଣ୍ଡନ। ଏଭଳି ଘଟଣା ଦେଖିବାକୁ ମିଳିିଛି କଟକ ଜିଲ୍ଲା ବୈଦେଶ୍ୱର ଥାନା ଖଜୁରିପଦା ଗାଁରେ। ଗତ ୧୩ ତାରିଖରେ ଗାଁର ଜଣେ ନାବାଳିକା କଳାପଥରରୁ ଏକାକୀ ଫେରୁଥିବା ବେଳେ ତାଙ୍କୁ ତିନିଜଣ…