ବିଶ୍ୱ କର୍କଟ ଦିବସ: କିମ୍ସ ଓ କିଟ ସହଯୋଗରେ ପୁରୀ ବେଳଭୂମିରେ ମାନସ ସାହୁଙ୍କ ବାଲୁକା କଳାକୃତି
ପୁରୀ : ବିଶ୍ୱ କର୍କଟ ଦିବସ ପୂର୍ବରୁ ପୁରୀ ଲାଇଟ ହାଉସ ସମ୍ମୁଖ ବେଳଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନତା କରାଯାଇଛି । ରାଜ୍ୟର ଅଗ୍ରଣୀ ଘରୋଉ ହସପିଟାଲ କିମ୍ସ କ୍ୟାନସର ସେଣ୍ଟର ଓ କିଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ସ୍ବର୍ଣ୍ଣାଭ…