Browsing Tag

koraput news

ଜଳଛାୟା ପ୍ରକଳ୍ପ ବିଭାଗର ସେଚ କୂପ ଜରିଆରେ ଲୋକଙ୍କୁ ମିଳୁଛି ନିଶ୍ଚିତ ରୋଜଗାର, ହେଉଛି ଚିରସ୍ଥାୟୀ ବିକାଶ

କୋରାପୁଟ:  ପାହାଡିଆ ଟାଙ୍ଗରା ଜମିରେ ଫଳୁଛି ସୁନାର ଫସଲ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଦ୍ଵାରା କୋରାପୁଟ ଚାଷୀ ହେଉଛନ୍ତି ଉପକୃତ। ପାହାଡିଆ ଉଚ୍ଚ ସ୍ଥାନରେ ଜମି ଥିବାରୁ ଇଛା ଥିଲେ ମଧ୍ୟ ଜଳ ଅଭାବରୁ ଚାଷୀ ତା ଜମିରେ ଚାଷ କରିପାରୁନଥିଲା। ଜଳ ଅଭାବରୁ ଫସଲ ନଷ୍ଟ ହେବା ଆଶଙ୍କାରେ…

କୋରାପୁଟ ଜର୍ଟି ଷ୍ଟେସନରେ ଅଘଟଣ: ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକରୁ ଖସିଲା ୧୩ଟି ବଗି

କୋରାପୁଟ: ଟ୍ରାକରୁ ଖସିଲା ଟ୍ରେନ୍‌। ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରାକରୁ ୧୩ଟି ବଗି ଖସିଯାଇଥିବା ସୂଚନା ମିଳିଛି। କୋରାପୁଟ ଜର୍ଟି ଷ୍ଟେସନରେ ଭୋର ୪ଟା ୩୦ରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି କିରଣ୍ଡୁଲରୁ ବିଶାଖାପାଟଣା…

ଭାରସାମ୍ୟ ହରାଇ ପୋଲ ଉପରୁ ନଦୀକୁ ଖସିଲା ବାଇକ୍; ଜଣେ ମୃତ ଓ ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ସ୍ଥିତ ଦଣ୍ଡାବଡ଼ ଗ୍ରାମ ପାଖରେ ବାଇକରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବିଳମ୍ବିତ ରାତିରେ ଏକ ପୋଲ ଉପରୁ ଖସି ପଡି ଜଣେ ମୃତ ଓ ଜଣେ ଆହତ । ମୃତକ ବ୍ୟକ୍ତି ଦଶମନ୍ତପୁର ବ୍ଲକ ଦଣ୍ଡାବଡ଼ ଗ୍ରାମର ସଇନୋ ପ୍ରେସ୍କା (୪୦) ଓ ଆହତ ବ୍ୟକ୍ତି…

କୋରାପୁଟ: ପୁଣି କୂଅରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ, ଜଣଙ୍କୁ ଅଟକ ରଖିଛି ପୋଲିସ୍

କୋରାପୁଟ: ପୁଣି କୂଅରୁ ଉଦ୍ଧାର ହେଲା ଜଣେ ନାବାଳିକାର ମୃତଦେହ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି, କୋରାପୁଟର ସେମିଳିଗୁଡ଼ାରେ । ଗତ୧୪ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନାବାଳିକାର ମୃତଦେହ ଗତକାଲି କୂଅରୁ ଉଦ୍ଧାର ହୋଇଛି। ସେମିଳିଗୁଡ଼ା ଥାନା ଚୋରିମାଳିଗଡ଼ାର କୂଅରୁ ମିଳିଛି…

କୋରାପୁଟ: ଦିନ ଦିପହରରେ ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍

କୋରାପୁଟ: ଦିନ ଦିପହରରେ ମହିଳାଙ୍କ ଠାରୁ ଲୁଟିନେଲେ ଟଙ୍କା ଭର୍ତ୍ତି ବ୍ୟାଗ । କୋରାପୁଟ ବୋରିଗୁମ୍ମା ପୋଲିସ ଷ୍ଟେସନ ଠାରୁ ମାତ୍ର ୧୦୦ ମିଟର ଦୂରରେ ଅଘଟଣ। ବୋରିଗୁମା ବ୍ଲକ ଶସାହାଣ୍ଡି ନୂଆଁ ଗାଁର ମଂଜୁ ପାଣିଗ୍ରାହୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଗୋଟିଏ ବାଇକରେ ଦୁଇ ଜଣ…

କୋରାପୁଟ ସୁନାବେଡା ହାଲ୍‌ ସହରରରେ ସନ୍ଧ୍ୟା ହେଲେ ବାହାରୁଛନ୍ତି ଭାଲୁ, ଭୟରେ ଘରୁ ବାହାରୁନାହାଁନ୍ତି ଲୋକେ

କୋରାପୁଟ: ସହରରେ ଭାଲୁ ଆତଙ୍କ। ସନ୍ଧ୍ୟା ହେଲେ ଘରୁ ବାହାରୁନାହାଁନ୍ତି ଲୋକେ। କୋରାପୁଟ ଜିଲ୍ଲା ସୁନାବେଡା ହାଲ୍‌ ସହରରେ ସନ୍ଧ୍ୟା ହେଲେ ଭାଲୁ ଭୟ ରହୁଛି। ଖାଦ୍ୟ ଅନେ୍ଵଷଣରେ ଭାଲୁମାନେ ଦଳ ଦଳ ହୋଇ ଜଙ୍ଗଲ ଛାଡି ସହରକୁ ପଳାଇ ଆସୁଛନ୍ତି। ଏପରିକି ବେଳେ ବେଳେ ଘରେ ମଧ୍ୟ ପଶିଯାଉଛନ୍ତି।…

କୋରାପୁଟ: ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମାଛକୁଣ୍ଡ ପୋଲିସ୍, ୨ ଗିରଫ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା । ୩ କ୍ୱିଇଣ୍ଟାଲ ୨୧ କେଜି ଗଞ୍ଜେଇ ଜବତ । ଜଲାପୁଟ ଅଞ୍ଚଳରୁ ଛତିଶଗଡ଼କୁ ଟ୍ରକ ଯୋଗେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗୁନେଇପଦର ଛକ ନିକଟରେ ମାଛକୁଣ୍ଡ ପୋଲିସ ହାତରେ ଧରାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।…

ପୋଲିସ ଆଖିରେ ଚକମା ଦେଇ ଲୁଟ୍ କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ବୋରିଗୁମ୍ମା ପୋଲିସ୍

କୋରାପୁଟର: କୋରାପୁଟର ବୋରିଗୁମ୍ମାରେ ଡକାୟତ ଗ୍ୟାଙ୍ଗ ଗିରଫ । ପୋଲିସ ଆଖିରେ ଚକମା ଦେଇ ଡକାୟତି କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରଛି ବୋରିଗୁମ୍ମା ପୋଲିସ । ବୋରିଗୁମ୍ମା, ବିସିଂପୁର ଏବଂ କୋଟପାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ କିଛି ମାସ ଧରି ଡକାୟତି କରି…

କୋରାପୁଟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀର ଗଳାକାଟି ବୀଭତ୍ସ ହତ୍ୟା କଲା ସ୍ବାମୀ

କୋରାପୁଟ: କୋରାପୁଟରେ ବୀଭତ୍ସ ହତ୍ୟା। ସ୍ତ୍ରୀର ଗଳାକାଟି ଦେଲା ମଦ୍ୟପ ସ୍ୱାମୀ। କୋରାପୁଟ ସଦର ଥାନା ଧୌଡାପଦର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟା। ମୃତ ମହିଳା ପାର୍ବତୀ କମାର। ଘଟଣାରେ ପୋଲିସ ସ୍ୱାମୀ କାର୍ତ୍ତିକ ଟାକିରିକୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ କାର୍ତ୍ତିକଙ୍କ ଏକ ଚିକେନ୍‌…

କୋରାପୁଟ ଲମତାପୁଟରେ ପାତାଲି ନଦୀରେ ବୁଡ଼ିଲା ଡଙ୍ଗା, ୩ନିଖୋଜ

କୋରାପୁଟ : କୋରାପୁଟ ଲମତାପୁଟରେ ପାତାଲି ନଦୀରେ ବୁଡ଼ିଲା ଡଙ୍ଗା । ୫ ଜଣଙ୍କ ମଧ୍ୟରୁ ୩ ଜଣ ନିଖୋଜ ଅଛନ୍ତି । ନିଖୋଜ ଯୁବକମାନେ ପାଡୁଆ ଉପର ସାହିର । ଗତ ରବିବାର ରାତିରେ ଦେଶୀ ଡଙ୍ଗାରେ ୫ ଜଣ ଯୁବକ ନଦୀ ପାର ହେଉଥିବା ବେଳେ ଡଙ୍ଗା ବୁଡି ଯାଇଥିଲା । ଦୁଇ ଜଣ ପହଁରି କୂଳକୁ ଆସିଥିବାବେଳେ…

କରୋନା କଟକଣାକୁ ଫୁ ! ନାଚୁଛନ୍ତି ଚିୟର ଗାର୍ଲ, ଚାଲିଛି ଫୁଟବଲ ମ୍ୟାଚ୍‌; ତଦନ୍ତ ନିର୍ଦ୍ଦେଶ ଦେଲେ କୋରାପୁଟ ଏସପି

କୋଭିଡ କଟକଣାର ଖୋଲାଖୋଲି ଧଜିଆ ଉଡାଇଛନ୍ତି କୋରାପୁଟବାସୀ। ଯାହାର ଚିତ୍ର ଦେଖିଲେ ଆପଣଙ୍କୁ ଚିନ୍ତାରେ ପକାଇଦେବ। କୋଭିଡ ସଂକଟ ସମୟରେ କୋରାପୁଟ ଜିଲ୍ଲା ଲମତାପୁଟରୁ ଆସିଛି ଅଭାବନୀୟ ଚିତ୍ର। ଏଠାରେ ଆୟୋଜନ ହୋଇଛି ଫୁଟବଲ ମ୍ୟାଚ୍‌। କଟକଣା ସତ୍ତ୍ୱେ ଶହ ଶହ ଲୋକ ଏକାଠି ହୋଇ ଆୟୋଜିତ ଫୁଟବଲ…

ମାଓ ସଙ୍ଗଠନକୁ ଶକ୍ତ ଝଟକା: ଟପ୍‌ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ

କୋରାପୁଟ: ମାଓ ସଂଗଠନକୁ ଶକ୍ତ ଝଟକା । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ଟପ୍‌ ମାଓ ନେତା ଜେମିଲି କାମେଶ ଓରଫ କୁଙ୍କୁମାପୁଡି ହାରି ଗିରଫ । ବିଶାଖାପାଟଣା ପୋଲିସ ଗିରଫ କରିଛି । ତା ନିକଟରୁ ୩୦୩ ରାଇଫଲ୍‌, ୨୦ ରାଉଣ୍ଡ ଗୁଳି ଓ ୫୦ କେଜି ଜିଲୋଟିନ ଜବତ ହୋଇଛି । ଜେମିଲି ୧୪ ବର୍ଷ ଧରି…