ନିଆରା କୁମାରୀ ବିବାହ: ବର ଓ କନ୍ୟା ସାଜି ବୈଦିକ ରୀତିରେ ବାହା ହେଲେ ଦୁଇ ବାଳିକା
ପିପିିଲି: ଆପଣମାନେ ଅନେକ ବହାଘରରେ ତ ସାମିଲ ହୋଇ ନାଚି ଗାଇ ଭୋଜିଭାତର ବେଶ ମଜା ଉଠାଇଥିବେ । କିନ୍ତୁ ଏ ବିବାହ ଟିକେ ନିଆରା । ଡ଼ିଜେର ତାଳେ ତାଳେ ଚାଲିଥିଲା ନାଚ ଗୀତ । ନାଚିବାରେ ଲାଗି ପଡ଼ିଥିଲେ ଯୁବତୀମାନେ । ଡ଼ିଜେର ସଙ୍ଗିତ ଏତେ ମନମତାଣିଆ ରହିଥିଲା ଯେ ଯୁବତୀମାନଙ୍କୁ ଅଟକାଇବା କଷ୍ଟକର…